୨୨୨୨ କିଲୋମିଟର ସ୍ପୀଡ଼ ଓ 54 ହଜାର କିଲୋମିଟର ଉପରକୁ ଉଡ଼ିବାର କ୍ଷମତା ରଖିଛି ଭାରତର ଏହି ବିମାନ । ଜାଣନ୍ତୁ ଏହି ବିମାନ ବିଷୟରେ

ଭାରତ 83ଟି ତେଜସ୍ ବିମାନ ପାଇଁ 48 ହଜାର କୋଟିର ଡିଲ କରିସାରିଛି । ସ୍ୱଦେଶୀ ଯୁଦ୍ଧ ବିମାନ ତେଜସ୍ କୁ 4 ବର୍ଷ ପୂର୍ବରୁ ବାୟୁସେନାର ଭର୍ତ୍ତି କରାଯାଇଥିଲା । ଏହି ଲଢ଼େଇ ବିମାନର କିଛି ଖାଆସ କଥା ତାକୁ ଅନ୍ୟ ବିମାନ ଠାରୁ ସମ୍ପୂର୍ଣ୍ଣ ଅଲଗା କରିଦେଇଛି । ଆସନ୍ତୁ ଜାଣିବା ଏହି ବିମାନର ଶକ୍ତି ଓ ଖାସିୟତ ବିଷୟରେ ।

ତେଜସ୍ ଲଢେଇ ବିମାନ 2222 କିଲୋମିଟର ପ୍ରତିଘଣ୍ଟା ଉଡିବାର କ୍ଷମତା ରଖିଛି । ଏହା ଏକାଥରକେ 3000 କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ତେଜସ୍ ବିମାନ 43 ଫୁଟ ଲମ୍ବା ଓ 14 ଫୁଟ ଉଚ୍ଚା ବିଶିଷ୍ଟ ଅଟେ । ଏଥିରେ 6 ପ୍ରକାରର ଆକାଶରୁ ଆକାଶ ମାର୍ଗରେ ମାରିବାର କ୍ଷମତା ରଖିଛି ଏବଂ ଦୁଇପ୍ରକାର ଆକାଶରୁ ତଳକୁ ମାରିବାର ମଧ୍ୟ କ୍ଷମତା ରଖିଛି ।

Google

ତେଜସ୍ ଆକାଶରୁ ଆକାଶ ଓ ଆକାଶରୁ ତଳକୁ ମାରିବାର କ୍ଷମତା ରଖିଛି । ଏଥିରେ ଆଣ୍ଟିସିପ ମିଶାଇଲ, ବମ ଓ ରକେଟ ଲଗାଯାଇଛି । ତେଜସ୍ ବିମାନକୁ 42% କାର୍ବନ ଫାଇବର, 43% ଆଲୁମିନିୟମ ଏଲୟ ଏବଂ ଟାଇଟାନିୟମ ଦ୍ୱାରା ବନାଯାଇଛି । ଏହା ସିଙ୍ଗଲ ସିଟର ପାଇଲଟ ବାଲା ବିମାନ ଅଟେ କିନ୍ତୁ ଏହାର ଟ୍ରେନର ବ୍ୟାରିଏଣ୍ଟ ଦୁଇ ସିଟରର ଅଟେ । ଏକା ସହିତ ଏହା 54 ହଜାର ଉଚ୍ଚତା ପର୍ଯ୍ୟନ୍ତ ଉଡିପାରିବ ।

ପକିସ୍ତାନ ଓ ଚୀନର ଥଣ୍ଡରବାର୍ଡ ଠାରୁ ଅଧିକ ଦମଦାର :-

ତେଜସ୍ ପାକିସ୍ତାନ ଓ ଚୀନର ମିଳିତ ଉତ୍ପାଦନ ଥଣ୍ଡରବାର୍ଡ ଠାରୁ ବହୁତ ଆଗରେ । ଯେତେବେଳେ ଏହାର ପ୍ରଦର୍ଶନ ବିଷୟରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଲୋଚନା ହୋଇଥିଲା ସେତେବେଳେ ପାକିସ୍ତାନ ଓ ଚୀନ ନିଜର ଥଣ୍ଡରବାର୍ଡକୁ ହଟାଇ ଦେଇଥିଲେ । ତେଜସ୍ ଚତୁର୍ଥ ଜେନେରେସନର ବିମାନ ହୋଇ ଥିବାବେଳେ ପାକିସ୍ତାନର ଥଣ୍ଡରବାର୍ଡ ମିଗ-21 କୁ ବିକଶିତ କରାଯାଇ ବନାଯାଇଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *