ଦେଖନ୍ତୁ ଭିଡ଼ିଓ : ନଦୀ କୂଳରେ ସାପ ଧରୁଥିଲେ ଏକ୍ସପର୍ଟ ଓ ସେହି ସମୟରେ ଖସିଗଲା ଗୋଡ, ଭିଡ଼ିଓରେ ଦେଖନ୍ତୁ କିପରି କୋବ୍ରାର ଚୋଟ…ଜାଣନ୍ତୁ ପୁରା ଘଟଣା

ସାପ ମାନଙ୍କୁ ସାମ୍ନା କରିବା କୌଣସି ସହଜ କଥା ନୁହେଁ| ଯେତେବେଳେ, ଆପଣ କୋବ୍ରା ଭଳି ସାପକୁ ଧରିବା ପାଇଁ ଚେଷ୍ଟା କରୁଥିବେ। ସାମାନ୍ୟ ଅସାବଧାନତା କାରଣ ପାଇଁ ଆପଣର ମୃ-ତ୍ୟୁ ହୋଇପାରେ। କାରଣ ଏହି ସାପ ବହୁତ ବି-ଷା-କ୍ତ ଅଟେ। ସାପ ଚୋଟ ମାରିବା ପରେ ଯଦି ଠିକ ସମୟରେ ଚି-କି-ତ୍ସା କରାନଯାଏ, ତେବେ ମୃ-ତ୍ୟୁ ସୁନିଶ୍ଚିତ ହୋଇଥାଏ। କର୍ଣାଟକର ଶିବମୋଗାରେ ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକି, ବହୁତ ଭ-ୟ-ଙ୍କ-ର ଅଟେ। ସାପକୁ ଧରୁଥିବା ଏକ୍ସପର୍ଟ ଜଣକର ଭାଗ୍ୟ ଭଲ ଥିଲା ଓ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।

Google

ଭିଡ଼ିଓରେ ଦେଖାଯାଉଛି କି, ଏକ୍ସପର୍ଟ ଜଣକ ସାପକୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି। କୋବ୍ରା ବହୁତ ଲମ୍ବା ଅଟେ ଓ ସେ ଏକ ନଦୀ କଡ଼ରେ ପଡ଼ିଥିବା ଗଛରେ ଫସି ରହିଛି। ଜଣେ ବ୍ୟକ୍ତି ସାପର ଲାଞ୍ଜକୁ ଧରିଥିଲେ ଓ ଅନ୍ୟଜଣେ ବ୍ୟକ୍ତି ତାର ମୁଣ୍ଡକୁ ଧରିବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ସାପଟି ବହୁତ ଆ-କ୍ର-ମ-କ ହୋଇଯାଇଥିଲା ଓ ସେହି ସମୟରେ ଗଛ ଉପରେ ଛିଡ଼ା ହୋଇଥିବା ଏକ୍ସପର୍ଟ ଜଣକ ଖସି ପଡ଼ିଥିଲେ। ସେହି ସମୟରେ ସାପଟି ବାରମ୍ବାର ଏକ୍ସପର୍ଟଙ୍କ ଉପରେ ଆକ୍ରମଣ କରିଥିଲା। କିନ୍ତୁ ଏକ୍ସପର୍ଟଙ୍କ ଭାଗ୍ୟ ଭଲ ଥିବାରୁ ସାପଟିର ଚୋ-ଟ-ରୁ ଏକ୍ସପର୍ଟ ର-କ୍ଷା ପାଇଯାଇଥିଲେ।

ଦେଖନ୍ତୁ ଭିଡ଼ିଓ

ଦେଶରେ ପ୍ରତ୍ୟେକ ବର୍ଷ ସା-ପ ଆକ୍ରମଣ ଯୋଗୁଁ ଲକ୍ଷ ଲକ୍ଷ ମାମଲା ସାମ୍ନାକୁ ଆସିଥାଏ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ୨୦୧୯ରେ ଏକ ରିପୋର୍ଟରେ କହିଥିଲେ କି, ଭାରତରେ ପ୍ରତ୍ୟେକ ବର୍ଷ ସାପ ଦଂ-ଶ-ନ-ରେ ପାଖାପାଖି ୨୮ ଲକ୍ଷ ମାମଲା ସାମ୍ନାକୁ ଆସିଥାଏ। ଏଥିରେ ପାଖାପାଖି ୫୦ହଜାର ଲୋକଙ୍କର ମୃ-ତ୍ୟୁ ମଧ୍ୟ ହୋଇଥାଏ। ଅଧିକାଂଶ ମୃ-ତ୍ୟୁ କୋବ୍ରା ଓ କରୋତ ପରି ବି-ଷା-କ୍ତ ସାପ କା-ର-ଣ-ରୁ ହୋଇଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *