ଏହି ଧାର୍ମିକ ନେତାକୁ ହେଲା ୧୦୭୫ ବର୍ଷର ଜେ-ଲ ଦ-ଣ୍ଡ,ମିଳିଲା ୧୦୦୦ ଜଣ ଗାର୍ଲଫ୍ରେଣ୍ଡ ,ଜାଣନ୍ତୁ ପୁରା ଘଟଣା

ମୁସଲମାନ ଧାର୍ମିକ ଗୁରୁଙ୍କୁ ଯୌ-ନ ଅ-ପ-ରା-ଧ ମାମଲାରେ ୧୦୭୫ ବର୍ଷର ଦ-ଣ୍ଡ :-

ତୁର୍କୀରେ ଜଣେ ମୁସଲମାନ ଧାର୍ମିକ ଗୁରୁଙ୍କୁ ଯୌ-ନ ଅ-ପ-ରା-ଧ ମାମଲାରେ ୧୦୭୫ ବର୍ଷ ଦ-ଣ୍ଡି-ତ ହୋଇଛନ୍ତି | ଏହି ଧାର୍ମିକ ନେତାଙ୍କ ନାମ ଅଦନାନ ଅକତାର ଏବଂ ସେ ଜଣେ ବହୁ ଚର୍ଚ୍ଚିତ ଧାର୍ମିକ ଗୁରୁ ଭାବରେ ରହିଆସିଥିଲେ | ଅଦନାନଙ୍କୁ ୨୦୧୮ ମସିହାରେ ଗି-ର-ଫ କରାଯାଇଥିଲା ଏବଂ ବର୍ତ୍ତମାନ ସେ ମୁକ୍ତ ହେବାର କୌଣସି ଆଶା ନାହିଁ |

Google

୧୦ଟି ଅଲଗା ଅଲଗା ମାମଲାରେ ଦ-ଣ୍ଡି-ତ :-

ଅଦନାନଙ୍କୁ ଏହି ଦ-ଣ୍ଡ ଇସ୍ତାନବୁଲର ଏକ କୋର୍ଟ ୧୦ ଟି ଅଲଗା ଅଲଗା ଅ-ପ-ରା-ଧ ପାଇଁ ଦେଇଛନ୍ତି | ସୂଚନା ଅନୁଯାୟୀ, ତାଙ୍କ ଉପରେ ୬ ରୁ ଅଧିକ ଦେଶର ୪୫ ରୁ ଅଧିକ ମହିଳା ଏବଂ ନାବାଳିକା ଯୌ-ନ ଶୋଷଣର ଅ-ଭି-ଯୋ-ଗ କରିଥିଲେ | ଅଦନାନ ତୁର୍କୀ ଲୋକମାନଙ୍କୁ ମୌଳିକ ଜିନିଷ ଉପରେ ଉପଦେଶ ଦେଉଥିଲେ | ଗୋଟେ ସମୟରେ ତାଙ୍କୁ ଦୁନିଆର ଶ୍ରେଷ୍ଠ ୫୦ ମୁସଲମାନ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ବିବେଚନା କରାଯାଉଥିଲା ଏବଂ ତାଙ୍କ ଦ୍ୱାରା ଲିଖିତ ସମସ୍ତ ଧାର୍ମିକ ପୁସ୍ତକ ବେଷ୍ଟ ସେଲର ରହିଥିଲା |

ସାରା ଦୁନିଆରେ ନେଟୱାର୍କ, ଡଜନେ ସମର୍ଥକ ମଧ୍ୟ ଜେ-ଲ-ରେ :-

ତୁର୍କୀରେ ଅଦନାନଙ୍କ ଉପରେ ସେ-କ୍ସ କ୍ରା-ଇ-ମ, ନାବାଳିକାଙ୍କ ଯୌ-ନ ଶୋ-ଷ-ଣ, ଠ-କେ-ଇ ଏବଂ ରାଜନୈତିକ ଏବଂ ସାମରିକ ଗୁ-ପ୍ତ-ଚ-ର କାମ କରିବାର ଅ-ଭି-ଯୋ-ଗ ହୋଇଛି | ପ୍ରାୟ ୨୩୬ ଜଣ ଲୋକଙ୍କ ବିରୋଧରେ ମା-ମ-ଲା ଚାଲିଲା ଏବଂ ସେମାନଙ୍କ ମଧ୍ୟରୁ ୭୮ ଜଣ ଲୋକକୁ ଗି-ର-ଫ କରାଯାଇଥିଲା | ବିଶେଷ କଥା ହେଉଛି ଯେ ଅଦନାନ ଥରେ ତୁର୍କୀର ବର୍ତ୍ତମାନର ରାଷ୍ଟ୍ରପତି ରେ-ୟ-ପ ଏରଦୋଗାନଙ୍କ ନିକଟତର ହୋଇଥିଲେ | ସେ ଏରଦୋଗାନଙ୍କ ପାର୍ଟିର ସଦସ୍ୟ ମଧ୍ୟ ରହିଛନ୍ତି |

Google

କୋର୍ଟରେ ସ୍ୱୀ-କା-ର କଲେ ମହିଳାଙ୍କ ସହିତ ସ-ମ୍ପ-ର୍କ :-

ଅଦନାନ ଅକତାର ଗତ ବର୍ଷ ଡିସେମ୍ବରରେ ଶୁଣାଣି ସମୟରେ ଜର୍ଜଙ୍କୁ କହିଥିଲେ ଯେ ତାଙ୍କର ପ୍ରାୟ ୧୦୦୦ ଗାର୍ଲଫ୍ରେଣ୍ଡ ଅଛନ୍ତି | ସେ କହିଥିଲେ ଯେ, ମହିଳାଙ୍କ ପ୍ରତି ମୋ ହୃଦୟରେ ପ୍ରେ-ମ ବଢିଚାଲିଛି | ପ୍ରେମ ହେଉଛି ମଣିଷର ବିଶେଷତା | ଏହା ହେଉଛି ଜଣେ ମୁସଲମାନର ଗୁଣ | ଏକ ଅନ୍ୟ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ମୁଁ ବାପା ହେବାର ଅସାଧାରଣ ଦକ୍ଷତା ରଖିଥାଏ | ଜଣେ ମହିଳା ଶୁଣାଣି ସମୟରେ କହିଛନ୍ତି ଯେ ଅଦନାନ ଅନେକଥର ତାଙ୍କର ଏବଂ ଅନ୍ୟ ମହିଳାମାନଙ୍କ ସହିତ ଯୌ-ନ ଶୋ-ଷ-ଣ କରିଛନ୍ତି |

ଘରୁ ୬୯ ହଜାର ଗର୍ଭ ନିରୋଧକ ବଟିକା ଉ-ଦ୍ଧା-ର :-

ଅଦନାନଙ୍କ ଘରୁ ୬୯ ହଜାର ଗର୍ଭ ନିରୋଧକ ବଟିକା ମିଳିଥିଲା | ଅନେକ ମହିଳାଙ୍କ ସହିତ ଜବରଦସ୍ତ ବ-ଳା-ତ୍କା-ର କରାଯାଇଥିଲା ଏବଂ ସେମାନଙ୍କୁ ଗର୍ଭନିରୋଧକ ଔଷଧ ଖାଇବାକୁ ବାଧ୍ୟ କରାଯାଇଥିଲା | ଅଦନାନ ସବୁଠାରୁ ପ୍ରଥମ ବର୍ଷ ୧୯୯୦ର ଦଶକରେ ଦୁନିଆ ସାମ୍ନାକୁ ଆସିଥିଲେ | ଏହା ପରେ ସେ ଧର୍ମକୁ ଆଧାର କରି ଅଗଣିତ ଧନ ଅର୍ଜନ କରିଥିଲେ ଏବଂ ତୁର୍କୀର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହୋଇଥିଲେ |

Google

ପୂର୍ବରୁ ମଧ୍ୟ ଯାଇ ସାରିଛନ୍ତି ଜେ-ଲ :-

ଅଦନାନଙ୍କୁ ୧୯୯୯ ମସିହାରେ ମଧ୍ୟ ଗି-ର-ଫ କରାଯାଇଥିଲା | ଏହି ମାମଲାରେ ତାଙ୍କୁ ତିନି ବର୍ଷ ଜେଲ ଦ-ଣ୍ଡ ଶୁଣାଯାଇଥିଲା | କିନ୍ତୁ ପରେ କୋର୍ଟ ତାଙ୍କୁ ନି-ର୍ଦ୍ଦୋ-ଷ-ରେ ଛାଡି ଦେଇଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *