ପ୍ରତିଦିନ କୁକୁରର ମୂତ୍ର ପିଅନ୍ତି ଏହି ସୁନ୍ଦର ଝିଅ, କାରଣ ଜାଣିଲେ ଆପଣ ହେବେ ଚକିତ

ଦୁନିଆରେ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ଏକରୁ ଅଧିକ ଉପାୟ ଗ୍ରହଣ କରାଯାଉଛି | ବିଶେଷକରି ଯେତେବେଳେ ଝିଅମାନଙ୍କ କଥା ଆସେ, ତେବେ ସେମାନେ ନିଜ ସ୍କିନକୁ ଉଜ୍ଜ୍ୱଳ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାନ୍ତି | କିନ୍ତୁ ଏହି ଉପାୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ବାସ୍ତବରେ, ଜଣେ ବହୁତ ସୁନ୍ଦର ମହିଳା ନିଜର ସୌନ୍ଦର୍ଯ୍ୟକୁ ବଜାୟ ରଖିବାପାଇଁ ପ୍ରତିଦିନ କୁକୁରର ମୂତ୍ର ପିଅନ୍ତି | ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନା ?

ଆମେରିକାର ଲିନା ନାମକ ଏହି ମହିଳା କୁକୁରର ମୂତ୍ର ପିଇ ନିଜର ସୌନ୍ଦର୍ଯ୍ୟ ଓ ସ୍କିନର ଗ୍ଲୋକୁ ବଜାୟ ରଖନ୍ତି |

କୁକୁରର ମୂତ୍ର ଦ୍ୱାରା ଉଜ୍ଜ୍ୱଳ ହୋଇଥାଏ ତ୍ୱଚା :-

ଆମେରିକାର ଲିନା ନାମକ ଏହି ମହିଳାଙ୍କ କହିବା କଥା ହେଉଛି ଯେ ଲୋକମାନେ ତାଙ୍କୁ ସବୁବେଳେ ଚମକୁଥିବା ତ୍ୱଚାର ରହସ୍ୟ ପଚାରନ୍ତି | ସେ ଲୋକମାନଙ୍କୁ ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ ବିଷୟରେ କହିଥିଲେ ଯେ ସେ ପ୍ରତିଦିନ କୁକୁର ମୂତ୍ର ପିଅନ୍ତି, ଯାହାଫଳରେ ତାଙ୍କ ଚେହେରାରେ ଦାଗ ହୋଇନଥାଏ ଏବଂ ଏହାସହିତ ଚେହେରା ଉପରେ ସବୁବେଳେ ଚମକ ରହିଥାଏ | ଏପରି ଶୁଣି ପ୍ରଥମେ କେହି ବି ବିଶ୍ୱାସ କରିନଥିଲେ |

କୁକୁରର ମୂତ୍ରରେ ରହିଥାଏ ପୋଷକ ତତ୍ୱ :-

ଲୀନା କହିଛନ୍ତି ଯେ ସେ ପ୍ରତ୍ୟେକ ଦିନ ନିୟମିତ ଭାବରେ ନିଜ କୁକୁରର ମୂତ୍ର ପିଇଥାନ୍ତି | ତାଙ୍କ ଯୁକ୍ତି ଏହା ଯେ କୁକୁରର ମୂତ୍ରରେ ଭିଟାମିନ ଏ, ଭିଟାମିନ ଇ ଏବଂ କ୍ୟାଲସିୟମର ଗୁଣ ମିଳିଥାଏ, ଯାହା କ୍ୟାନସର ରୋଗର ଚିକିତ୍ସାରେ ବହୁତ ସହାୟକ ହୋଇଥାଏ | ଲୀନା କହିଛନ୍ତି ଯେ କୁକୁରର ମୂତ୍ର ପିଇବା ଦ୍ୱାରା କ୍ୟାନସର ରୋଗରୁ ବହୁ ପରିମାଣରେ ରକ୍ଷା ମିଳିବ |

କିଛି ସମୟ ପୂର୍ବରୁ ତାଙ୍କ ମୁହଁରେ ବହୁତ ପିମ୍ପଲ ଥିଲା | ଯେତେବେଳେ ପ୍ରଥମଥର ସେ କୁକୁରର ମୂତ୍ର ପିଇଲେ, ସେତେବେଳେ ତାଙ୍କୁ ବହୁତ ଅଜବ ଲାଗୁଥିଲା | କିନ୍ତୁ ପରେ ଧୀରେ ଧୀରେ ଏହା ଏକ ଅଭ୍ୟାସରେ ପରିଣତ ହେଲା ଏବଂ ଏହାର ଫାଇଦା ଏହା ହେଲା ଯେ ତାଙ୍କ ପିମ୍ପଲ ସଂପୂର୍ଣ୍ଣ ଭଲ ହୋଇଗଲା | ଲୀନାଙ୍କ ମୁହଁରେ ଏକ ଅଲଗା ଚମକ ଆସିଗଲା | ବର୍ତ୍ତମାନ ଏହି ମହିଳା ନିଜ ସୌନ୍ଦର୍ଯ୍ୟ ଏବଂ ତା’ପଛର କାରଣ ଯୋଗୁଁ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି |

ବହୁତ ଅଦ୍ଭୁତ ଅଟେ ଏହି ଉପାୟ :-

ଏଥିପାଇଁ ଲୀନା ନିଜ କୁକୁରକୁ ପାର୍କକୁ ନେଇ ଯାଇଥାନ୍ତି ଏବଂ ତା’ପରେ କୁକୁରର ମୂତ୍ରକୁ ଷ୍ଟୋର କରିଥାନ୍ତି ଏବଂ ତା’ପରେ ତାକୁ ପିଇଥାନ୍ତି | ନିଜ ସୌନ୍ଦର୍ଯ୍ୟକୁ ବଞ୍ଚାଇବା ପାଇଁ ଆପଣାଇଥିବା ଏହି ଉପାୟକୁ ନେଇ ଲୀନା ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି | ବାସ୍ତବରେ, ଲୀନା ବହୁତ ସୁନ୍ଦର ଅଟନ୍ତି ଏବଂ ତାଙ୍କ ଚେହେରାର ଗ୍ଲୋ ଦେଖିବା ଭଳି ଅଟେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *