ବିଦ୍ୟୁତ୍ ଫେଲ ହେଲେ ପାକିସ୍ତାନ ହେଉଛି ଛାନିଆ, ପାକିସ୍ଥାନକୁ ଘାରୁଛି ଭାରତ ଆକ୍ରମଣର ଭୟ

ପାକିସ୍ଥାନକୁ ଏବେ ଶୋଇବା ଆଉ ଜାଗରଣରେ ଘାରୁଛି ଛାନିଆ, ଭାରତର ଆକ୍ରମଣ ଭୟ। ଭାରତର ବୀର ସୈନିକଙ୍କ ଡର ପାକିସ୍ତାନ ପାଇଁ କେମିତି ଭାରି ପଡ଼ିଛି ଡର ତାହା ଏକ ଉଦାହରଣ ଦେଖିବାକୁ ମିଳିଛି।

ଗତ ଶନିବାର ବିଳମ୍ବିତ ରାତିରେ ପାୱାର ଟ୍ରାନ୍ସମିଶନର ଫ୍ରିକ୍ୱେନ୍ସି ଅଚାନକ ବନ୍ଦ ହୋଇଯିବାରୁ ପୁରା ପାକିସ୍ତାନର ବିଜୁଳି ଚାଲିଯାଇଥିଲା। ଚାରିଆଡେ ଅନ୍ଧାର ହିଁ ଅନ୍ଧାର ଛାଇ ହୋଇଯାଇଥିଲା। ଆଉ କାଳେ ଭାରତ ଆକ୍ରମଣ କଲା କି ଏହି ଡର ପାକିସ୍ଥାନକୁ ଭୟ ଘଟିଥିଲା।

ପାକିସ୍ତାନର ଟୁଇଟରରେ ବ୍ଲାକଆଉଟ ଶବ୍ଦ trend କରିବାକୁ ଲାଗିଲା। ଏଥିସହ ସୋସିଆଲ ମିଡିଆରେ ନାନା କଳ୍ପଜଳ୍ପନା ଆରମ୍ଭ ହୋଇଯାଇଥିଲା। ଅନ୍ତରୀଣ ମନ୍ତ୍ରୀ ଶେଖ୍ ରଶିଦ ନିଜର ବାକ୍ୟକୁ ପୁଣି କଠୋର କରିଥିଲେ, ଆଉ ଥରେ ଭାରତକୁ ବୃଥା ଦୋଷ ଦେଇଥିଲେ।

Google

ପାକିସ୍ଥାନ ଟୁଇଟରରେ କିଛି ଲୋକ ଭାବିନେଲେ କି ବିଜୁଳି ଯିବାପରେ ଅଚାନକ ସୈନ୍ୟ ଆକ୍ରମଣ ହୋଇପାରେ ବୋଲି ଲୋକେ ପରସ୍ପରକୁ ପ୍ରସ୍ତୁତ ରହିବାକୁ ମଧ୍ୟ କହିଛନ୍ତି। ପାକିସ୍ତାନର ବାୟୁସେନାକୁ ବି ରେଡ ଆଲର୍ଟ ଜାରି କରାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *