ପ୍ରେମିକାକୁ ନେଇ ପଳାଇ ଯିବାକୁ ଆସିଥିଲା ପ୍ରେ-ମି-କ, କିନ୍ତୁ ତାଙ୍କ ମାଙ୍କୁ ଉଠାଇ ନେଇ-ଗଲା, ଜାଣନ୍ତୁ କଣ ରହିଛି ପୁରା ମାମଲା

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଜଣେ ପ୍ରେ-ମି-କ ନିଜ ପ୍ରେମିକାଙ୍କୁ ଘରୁ ନେଇ ପଳାଇଯିବାକୁ ଆସିଥିଲେ, କିନ୍ତୁ ସାଙ୍ଗରେ ତାଙ୍କ ମାଆଙ୍କୁ ଉଠାଇ ନେଇଗଲେ | ରାଞ୍ଚିର ତୁପୁଡାନା ପୋ-ଲି-ସ ଷ୍ଟେସନ ଅଞ୍ଚଳର ଗୋଟିଆ ଗ୍ରାମରେ ଜଣେ ନାବାଳିକା ଝିଅକୁ ଘରୁ ନେଇ ପଳାଇଯିବାର ମାମଲା ସାମ୍ନାକୁ ଆସିଛି | ଘଟଣାଟି ଶୁକ୍ରବାର ଦିନ ଘଟିଥିଲା |

ବିହାରର ନାଳନ୍ଦା ଠାରୁ ପୁରା ଯୋଜନା ପ୍ରସ୍ତୁତ କରିବା ପରେ ପୁଅଟି ଭଡା କାରରେ ନିଜ ପ୍ରେ-ମି-କା-କୁ ନେଇ ପଳାଇଯିବାକୁ ଘୁଟିଆ ଗ୍ରାମରେ ପହଞ୍ଚିଥିଲା | ସୂଚନାନୁସାରେ, ବିହାରରୁ ଆସିଥିବା ପ୍ରେମିକ ଚନ୍ଦନ ନାବା-ଳିକାଙ୍କକ କାରରେ ବସାଇ ଯିବାକୁ ହିଁ ବାହାରୁଥିଲା | ଏହି ସମୟରେ ତାଙ୍କ ମାଆଙ୍କ ନଜର ପଡିଲା | ନାବାଳିକାଙ୍କ ମା ଯେତେବେଳେ ଝିଅକୁ ନେଇଯିବାରେ ବିରୋଧ କରିଥିଲେ, ସେତେବେଳେ ଚନ୍ଦନ କାର ଡ୍ରାଇଭରଙ୍କ ସାହାଯ୍ୟରେ ପ୍ରେମିକାଙ୍କ ମା’ଙ୍କୁ ମଧ୍ୟ କାର ଭିତରକୁ ନେଇ ବସାଇ ଦେଇଥିଲେ | ତା’ପରେ ଖୁବ ଜୋରରେ କାର ଚଳାଇ ବାଲସେରିଙ୍ଗ ରିଙ୍ଗ ରୋଡ ଆଡକୁ ଗଲେ | ବାଲସେରିଙ୍ଗରେ ପ୍ରେମିକାର ମା’ଙ୍କୁ କାରରୁ ଓଲ୍ହାଇ ଦେଇଥିଲେ ଏବଂ ଆଗକୁ ବଢିଥିଲେ | ଏହି ସମୟରେ ପଛରୁ ଆସୁଥିବା ପରିବାର ସଦସ୍ୟ ଏସଏସପିଙ୍କୁ ସୂଚନା ଦେଇଥିଲେ |

ସିସିଟିଭି ସାହାଯ୍ୟରେ ପ୍ରେମୀ ଯୁଗଳଙ୍କୁ ଧରିଥିଲେ :-

ଏସଏସପିଙ୍କ ନିର୍ଦ୍ଦେଶରେ ରିଙ୍ଗ ରୋଡରେ ଲାଗିଥିବା ସିସିଟିଭି କ୍ୟାମେରାରୁ କାରର ନମ୍ବର ବାହାର କରାଯାଇଥିଲା | ସେହିପରି ଓରମାନଜୀ ପୋ-ଲି-ସ ଷ୍ଟେସନ ରିଙ୍ଗ ରୋଡ ଭେରିକେଡିଂରେ ଗାଡି ଯାଞ୍ଚ ଆରମ୍ଭ କରିଥିଲା | କିଛି ସମୟ ପରେ ହିଁ ଏକ କାର ଆସୁଥିବାର ଦେଖାଗଲା ଏବଂ ସେହି କାରକୁ ଯେତେବେଳେ ଅଟକାଇ ଯାଞ୍ଚ କରାଗଲା, ସେତେବେଳେ ପ୍ରେମି ଯୁଗଳ ଧରାପଡିଥିଲେ | ସେପର୍ଯ୍ୟନ୍ତ ପଛରୁ ତୁପୁଡାନା ପୋ-ଲି-ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା | ପ୍ରେମି ଯୁଗଳଙ୍କୁ ହେପା-ଜତକୁ ନେଇ ଥା-ନାରେ ପହଞ୍ଚିଥିଲେ | କାରଟି ଜ-ବ-ତ କରାଗଲା | ନାବାଳିକାଙ୍କୁ ତାଙ୍କ ପରିବାର ପାଖରେ ହସ୍ତାନ୍ତର କରାଯାଇଥିଲା |

ପ୍ରେମିକ ନିଜକୁ ବିବାହିତ ବୋଲି ଦାବି କରିଛନ୍ତି :-

ପୋ-ଲି-ସ ତାଙ୍କୁ ଗି-ର-ଫ କରିବା ପରେ ପ୍ରେମିକ ନିଜକୁ ବିବାହିତା ବୋଲି ଦାବି କରିଥିଲେ | ସେ ପୋଲିସକୁ କହିଛନ୍ତି ଯେ ଦିଲ୍ଲୀର ବାଲାଜୀ ମନ୍ଦିରରେ ଦୁହେଁ ବିବାହ କରିସାରିଛନ୍ତି | ସେ କହିଛନ୍ତି ଯେ ଝିଅଟି ନାବାଳିକା ଅଟନ୍ତି, ତେଣୁ କୋର୍ଟରେ ବିବାହ କରିନାହାଁନ୍ତି | କୁହାଯାଉଛି ଯେ ଏହା ପୂର୍ବରୁ ମଧ୍ୟ ନାବାଳିକାକୁ ଦୁଇଥର ନେଇ ଯାଇଥିଲା | ଏହି ମାମଲାରେ ନାଲନ୍ଦାସ୍ଥିତ କତରୀ ସରାୟ ପୋ-ଲି-ସ ଷ୍ଟେସନରେ ଚନ୍ଦନଙ୍କ ବିରୋଧରେ ଅପହରଣ କେସ ମଧ୍ୟ ରହିଛି | ଗି-ର-ଫ ପରେ ରାଞ୍ଚି ପୋ-ଲି-ସ ଏହାର ସୂଚନା ନାଳନ୍ଦା ପୋଲିସକୁ ଦେଇଛି | ନାଳନ୍ଦାରୁ ପୋ-ଲି-ସ ଟିମ ଆସୁଛନ୍ତି ବୋଲି ସୂଚନା ରହିଛି |

ଏକ ବିବାହରେ ଝିଅ ସହିତ ହୋଇଥିଲା ଦେଖା :-

ପୋ-ଲି-ସକୁ ଚନ୍ଦନ କହିଛନ୍ତି ଯେ ୨୦୧୭ ମସିହାରେ ମାମୁଁଙ୍କ ଭାଇଙ୍କ ବିବାହରେ ଝିଅ ସହିତ ଦେଖା ହୋଇଥିଲା | ଉଭୟ ପରସ୍ପରର ମୋବାଇଲ ନମ୍ବର ନେଇଥିଲେ | ତା’ପରେ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା | ଝିଅଟିର ପରିବାର ଲୋକଙ୍କୁ ଯେତେବେଳେ ଏହାର ସୂଚନା ମିଳିଲା, ସେତେବେଳେ ତାଙ୍କୁ ଦିଲ୍ଲୀରେ ଥିବା ତାଙ୍କ ବାପାଙ୍କ ନିକଟକୁ ପଠାଯାଇଥିଲା | କିନ୍ତୁ ପିଲାଟି ପିଛା ଛାଡି ନଥିଲା | ଉଭୟ ମୋବାଇଲରେ ଲୁଚିଲୁଚି କଥା ହେଉଥିଲେ | ଡିସେମ୍ବର ୬ ତାରିଖ ୨୦୨୦ ରେ ଚନ୍ଦନ ଦିଲ୍ଲୀରେ ପହଞ୍ଚିଲେ ଏବଂ ବାପାଙ୍କ ଘରୁ ନାବାଳିକାଙ୍କୁ ବାଲାଜୀ ମନ୍ଦିରକୁ ନେଇ ଯାଇଥିଲେ | ସେଠାରେ ଦୁହେଁ ବିବାହ କରିଥିଲେ | ବହୁ ପରିଶ୍ରମ ପରେ ପରିବାର ଲୋକମାନେ ନାବାଳିକାଙ୍କୁ ଖୋଜିଲେ | ଏହାପରେ ନାବାଳିକାଙ୍କୁ ଦିଲ୍ଲୀରୁ ରାଞ୍ଚି ନିଜ ମାଙ୍କ ପାଖକୁ ପଠାଇ ଦିଆଗଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *