ଷ୍ଟିଭ ସ୍ମିଥ କଲେ କମାଲ, ସଚିନ, କୋହଲି ଓ ଜ୍ୟାକ କାଲିସଙ୍କ ପରି ଖେଳାଳିଙ୍କ ରେକର୍ଡ଼ ଭାଙ୍ଗିଲେ,ଜାଣନ୍ତୁ ସେ ରେକର୍ଡ ବିଷୟରେ

ଅଷ୍ଟ୍ରେଲିଆ ଧୁରନ୍ଧର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଭାରତ ବିପକ୍ଷରେ ତୃତୀୟ ଟେଷ୍ଟର ଦ୍ଵିତୀୟ ପାଳିରେ ଅର୍ଧଶତକ ହାସଲ କରି କେତେକ ତାରକା ଖେଳାଳିଙ୍କ ରେକର୍ଡ଼ ଭାଙ୍ଗି ଦେଇଛନ୍ତି । ସେ ଗୋଟିଏ ଟେଷ୍ଟରେ ଶତକ ଓ ଅର୍ଧଶତକ ପ୍ରାୟ 10 ଥର ଲଗାଇ ସାରିଛନ୍ତି ।

ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଏହି କାରନାମା ହାସଲ କରି ଜ୍ୟାକ କାଲିସ, ସଚିନ ତେନ୍ଦୁଲକର, ବିରାଟ କୋହଲି, ରିକି ପଣ୍ଟି, ଏଲନ ବର୍ଡର, ଆଲେଷ୍ଟର କୁକ ଓ କୁମାର ସଙ୍ଗାକାରାଙ୍କ ଠୁ ଆଗକୁ ଚାଲି ଯାଇଛନ୍ତି ।

India vs Australia

ସିଡନୀ ଟେଷ୍ଟର ପ୍ରଥମ ପାଳି ଓ ଦ୍ଵିତୀୟ ପାଳିରେ ଯଥାକ୍ରମେ: 131 ଓ 81 ରନ ବନାଇ ସେ 10 ଥର ଏହା କରିସାରିଛନ୍ତି । ଏହି ମାମଲାରେ ଜ୍ୟାକ କାଲିସ 9 ଥର ଓ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଆଲେଷ୍ଟର କୁକ 8 ଥର କରିସାରିଛନ୍ତି ।

ଏହାବ୍ୟତୀତ ଏଲନ ବର୍ଡର, ସଚିନ ତେନ୍ଦୁଲକର, କୁମାର ସଙ୍ଗାକାରା, ରିକି ପଣ୍ଟି ଓ ଭାରତୀୟ ଅଧିନାୟକ ବିରାଟ କୋହଲି 7-7 ବାର ଶତକ ଓ ଅର୍ଧଶତକ ବନାଇଛନ୍ତି ।

10 – ଷ୍ଟିଭ୍ ସ୍ମିଥ୍ (ଅଷ୍ଟ୍ରେଲିଆ)

9 – ଜ୍ୟାକ୍ କାଲିସ୍ (ଦକ୍ଷିଣ ଆଫ୍ରିକା)

8 – ଆଲିଷ୍ଟେୟାର କୁକ୍ (ଇଂଲଣ୍ଡ)

7 – ବିରାଟ କୋହଲି (ଭାରତ), ସଚିନ ତେନ୍ଦୁଲକର (ଭାରତ), ରିକି ପଣ୍ଟି (ଅଷ୍ଟ୍ରେଲିଆ), କୁମାର ସାଙ୍ଗାକାରା (ଶ୍ରୀଲଙ୍କା), ଏଲନ ବର୍ଡର (ଅଷ୍ଟ୍ରେଲିଆ)

Google

ଅଷ୍ଟ୍ରେଲିଆ ତରଫରୁ ଷ୍ଟିଭ ସ୍ମିଥ 81 ରନ କରିଥିଲେ ଓ ଭାରତୀୟ ଅଲରାଉଣ୍ଡର ଜାଡେଜାଙ୍କ ଅନୁପସ୍ଥିତ ଭାରତୀୟ ଦଳକୁ ଅନୁଭବ ହେବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *