ନିର୍ବାଚନ ଜିତିବା ପାଇଁ ଚୋ-ରୀ ଟଙ୍କାରେ କରୁଥିଲେ ଲୋକଙ୍କୁ ସାହାଯ୍ୟ, ପରିଶେଷରେ ପରିଣତି ହେଲା ଏମିତି ,ଜାଣନ୍ତୁ ପୁରା ଘଟଣା

ଦିଲ୍ଲୀ ପୋଲିସ ଦିଲ୍ଲୀ ଓ ପଞ୍ଜାବ ଓ ଦେଶର ଅନ୍ୟ ଅଞ୍ଚଳରେ ଚୋରି କରୁଥିବା ଏକ ଦୁର୍ଦାନ୍ତ ଚୋରକୁ ଗିରଫ କରିଛି|ଏହି ଚୋରର ନାମ ମହମ୍ମଦ ଇର୍ଫାନ ଓରଫ ଉଜାଲା ରହିଛି|ପୋଲିସ ଅନୁସାରେ ମହମ୍ମଦ ଇର୍ଫାନ ନିଜ ଗ୍ୟାଙ୍ଗ ସହ ବହୁ ରାଜ୍ୟରେ ଚୋ-ରି କରି ଲକ୍ଷାଧିକ ଟଙ୍କା ଜମା କରିଛନ୍ତି|ଏହି ପଇସାରେ ନିଜର ସଉକ୍ ପୂରା କରୁଥିଲେ|ଆରୋପୀ ପାଖରେ ପୋଲିସକୁ ମହଙ୍ଗା କପଡା ଓ ଗାଡି ମିଳିଛି|ପୋଲିସ କହିଛି ଏହିସବୁ ଜିନିଷ ସେ ଚୋ-ରି ଟଙ୍କାରେ କିଣିଛି|

ଦିଲ୍ଲୀ କ୍ରାଇମବ୍ରାଞ୍ଚ ଆ-ରୋ-ପୀ-ର ତଥ୍ୟ ଦେଇ କହିଛନ୍ତି ଘର ଜନପଦ ବିହାରର ସୀତାମଢୀ ରେ ରହୁଥିବା ଓ ଏହି ବର୍ଷ ମାର୍ଚ୍ଚରେ ଜିଲ୍ଲା ପରିଷଦରେ ନିର୍ବାଚନ ଲଢ଼ିବାକୁ ଥିଲା|ନିଜର ନାଁ କମାଇବା ପାଇଁ ସେ ଗରିବଙ୍କ ସାହାଯ୍ୟ କରୁଥିଲେ ଓ ଚୋ-ରି ଟଙ୍କାରେ ଏକ ସ୍ୱାସ୍ଥ୍ୟକ୍ୟାମ୍ପ ଆୟୋଜନ କରିଥିଲେ|ଚୋରି ଟଙ୍କାକୁ ଦାନ ମଧ୍ୟ ଦେଉଥିଲେ|

Google

କ୍ରାଇମବ୍ରାଞ୍ଚ ଡିସିପି ମୋନିକା ଭରଦ୍ୱାଜଙ୍କ ଅନୁସାରେ ତାଙ୍କୁ ଆରୋପୀ ମହମ୍ମଦ ଇରଫାନ ଦିଲ୍ଲୀରେ ଥିବା ଖବର ମିଳିଥିଲା|ଏହି ସୂଚନା ଅନୁସାରେ ପୋଲିସ ୭ଜାନୁଆରୀ ଦିନ ନାରାୟଣ ଫ୍ଲାଇଓଭର ପାଖରେ ତାକୁ ଧରିଥିଲେ|ତା ଠାରୁ ପୋଲିସକୁ ଜାଗୁଆର ଓ ନିସାନର ଦୁଇ ମହଙ୍ଗା କାର ଜ-ଵ-ତ କରିଥିଲେ|

ଆରୋପୀକୁ ଧରିବା ପରେ ପୋଲିସ ଯେତେବେଳେ ତାଙ୍କୁ ପଚରାଉଚରା କରିଥିଲେ ସେ ତାଙ୍କ ଗ୍ୟା-ଙ୍ଗ-ଷ୍ଟ-ର ସହ ପାଖ ଅଞ୍ଚଳରେ ଘର ବନ୍ଦ ଥିବାବେଳେ ଚୋ-ରି କରୁଥିଲେ|ପ୍ରଥମେ ଦେଖୁଥିଲେ କେଉଁ ଘର ବେଶି ସମୟ ପର୍ଯ୍ୟନ୍ତ ବନ୍ଦ ରହୁଛି|ଏହାପରେ ସେହି ଘରେ ପଶି ଲକ୍ଷାଧିକ ଟଙ୍କା ଲୁ-ଟ କରୁଥିଲେ|

ଡିସିପି ଅନୁସାରେ ଏହି ଗ୍ୟାଙ୍ଗ କେବଳ ନଗଦ ଟଙ୍କା ଓ ଗହଣା ଚୋ-ରି କରୁଥିଲେ ଓ ପୋଲିସ ଏମାନଙ୍କୁ ବହୁତ ସମୟ ଧରି ଖୋଜୁଥିଲେ|ଏହାକୁ ଧରିବା ପରେ ପୋଲିସ ଏହି ଗ୍ୟାଙ୍ଗର ଅନ୍ୟ ୩ଜଣଙ୍କୁ ଧରିଥିଲା, ଯେଉଁଥିରେ ଏକ ମହିଳା ରହିଛି|ପୋଲିସ ତା ପାଖରୁ ଫ୍ରାନ୍ସ ନିର୍ମିତ ପି-ସ୍ତ-ଲ ଓ ଗହଣା ପାଇଛି|

ଆ-ରୋ-ପୀ-କୁ ପଚାରାଉଚୁରା କଲା ପରେ ସେ କହିଛି ଯେ ପୂର୍ବବର୍ଷ ତାଙ୍କ ଗ୍ୟାଙ୍ଗ ଜଳନ୍ଧରର ଏକ ଘରୁ ୨୬ଲକ୍ଷ ଟଙ୍କା ଓ ହୀରା ଓ ସୁନାଗହଣା ଚୋ-ରି କରିଥିଲେ|କରୋନା କାରଣରୁ ଲୋକମାନେ ଘରେ ରହୁଥିବା ଯୋଗୁଁ ଏହି ଗ୍ୟାଙ୍ଗ କାମକରିପାରୁ ନଥିଲା|ଇରଫାନ ବିହାରର ଲୋକପ୍ରିୟ ଯୁବନେତା ହେବାକୁ ଚାହୁଁଥିଲେ ଓ ଚୋ-ରି ଟଙ୍କା ନିର୍ବାଚନ ପାଇଁ ବିନିଯୋଗ କରୁଥିଲା|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *