ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ଫିଲ୍ମ ‘କୋବରା’ ର ଟିଜର ୟୁଟ୍ୟୁବରେ ରିଲିଜ୍, ଦେଖନ୍ତୁ ଏହି ଭିଡିଓ

ଭାରତର ପୂର୍ବ କ୍ରିକେଟର ଇରଫାନ ପଠାନ ଏବେ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛି|ପଠାନ ତାମିଲ ଫିଲ୍ମ କୋବରାରେ ସିଲଭର ସ୍କ୍ରିନରେ ନିଜ ଡେଵ୍ୟୁ କରୁଛନ୍ତି|ଶୁକ୍ରବାର ଫିଲ୍ମର ଟ୍ରେଜର ରିଲିଜ ହେବା କ୍ଷଣି ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି|ତାମିଲ ଫିଲ୍ମର ସୁପରଷ୍ଟାର ଚିୟାନ ବିକ୍ରମ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବେ|

ଭାରତର ପୂର୍ବ ଅଲରାଉଣ୍ଡର ଇରଫାନ ପଠାନ କ୍ରିକେଟରୁ ସନ୍ୟାସ ନେବା ପରେ ଏବେ ସେ ତାମିଲ ଫିଲ୍ମରେ ନିଜର କମାଲ ଦେଖାଇବେ|ଇରଫାନଙ୍କ କୋବ୍ରା ଫିଲ୍ମ ବହୁତ ଶୀଘ୍ର ସିଲଭର ଫିଲ୍ମରେ ଆସିବ|ପଠାନ ଏହା ପୂର୍ବ ଜନ୍ମଦିନରେ ଏହି ଫିଲ୍ମ ବିଷୟରେ ତଥ୍ୟ ଦେଇଥିଲେ|ଏହି ଫିଲ୍ମକୁ ଅଜୟ ଗନାମୁତ୍ଥ୍ୟ ଡାଇରେକ୍ଟ କରୁଛନ୍ତି|

Google

ପଠାନ କୋଵ୍ରା ଫିଲ୍ମରେ ଏକ ତୁର୍କୀର ଏକ ଇଣ୍ଟରପୋଲ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବେ|ଯାହା ଫିଲ୍ମର ମୁଖ୍ୟ କିରଦାର ପଛରେ ପଡିଛି|ଏହି ଟିଜର ଆସୁଆସୁ ପଠାନଙ୍କ ଫ୍ୟାନ ମାନେ ତାଙ୍କୁ ଶୁଭକାମନା ଦେଉଛନ୍ତି|କ୍ରିକେଟରୁ ସନ୍ୟାସ ନେବା ପରେ ସେ କମେଣ୍ଟେଟର ଭାବେ ବହୁତ ସକ୍ରିୟ ଅଛନ୍ତି|ସେ ନିକଟରେ ସମାପ୍ତ ହୋଇଥିବା ଶ୍ରୀଲଙ୍କା ପ୍ରୀମିୟର ଲିଗ୍ ରେ ନିଜ ବୋଲିଙ୍ଗରେ ଧମାଲ ମଚାଇଥିଲେ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *