ସିଡନୀରେ ସିରାଜଙ୍କ ସହିତ ପୁଣି ହେଲା ଖ-ରା-ପ ବ୍ୟବହାର,ସୁ-ର-କ୍ଷା-କ-ର୍ମୀ ମାନେ ନେଲେ ଏମିତି ପ-ଦ-କ୍ଷେ-ପ, ଜାଣନ୍ତୁ ପୁରା ଖବର

ଅଷ୍ଟ୍ରେଲିଆର ସିଡନୀରେ ଚାଲିଥିବା ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ କିଛି ଦର୍ଶକ ଭାରତୀୟ ଖେଳାଳି ମହମ୍ମଦ ସିରାଜଙ୍କ ଉପରେ କିଛି କ-ମେ-ଣ୍ଟ କରିଛନ୍ତି । ସିରାଜ ଏହି ସମୟରେ ଫି-ଲ୍ଡିଂ କରୁଥିଲେ ଓ ବହୁତ କଡା ସୁ-ର-କ୍ଷା ମଧ୍ୟରେ ବି ସିରାଜଙ୍କ ସହ ଖ-ରା-ପ ବ୍ୟବହାର ହୋଇଛି । ଯାହାପାଇଁ ପାଖାପାଖି 15 ମିନିଟ ପର୍ଯ୍ୟନ୍ତ ଖେ-ଳ ରୋକାଯାଇଥିଲା । ସିରାଜ ମ୍ୟା-ଚ ମଧ୍ୟରେ ଅମ୍ପାୟାରଙ୍କ ପାଖରେ ଅ-ଭି-ଯୋ-ଗ ଆଣିଥିଲେ ଓ ପରେ ସୁ-ର-କ୍ଷା-କ-ର୍ମୀ ଆସି ସେହି ଗ୍ରୁ-ପ-ର ଲୋକମାନଙ୍କୁ ପଡିଆ ବାହାରକୁ ନେଇଯାଇଥିଲେ ।-

ଭାରତୀୟ ଟି-ମ ମ୍ୟାନେଜମେଣ୍ଟ ଦର୍ଶକଙ୍କ ଏହିପରି ବ୍ୟବହାରରେ ଖୁସିନଥିଲେ । ଟି ବ୍ରେକ ସମୟରେ କୋଚ୍ ରବି ଶାସ୍ତ୍ରୀ ସୁ-ର-କ୍ଷା-କ-ର୍ମୀ-ଙ୍କ ସହିତ କିଛି ଚର୍ଚ୍ଚା କରିଥିଲେ । ଭାରତୀୟ ଅଧିନାୟକ ରାହାଣେ ମଧ୍ୟ ଅମ୍ପାୟାରଙ୍କ ପାଖରେ ଅ-ଭି-ଯୋ-ଗ ଆଣିବା ପରେ ଅମ୍ପାୟାର ପଡିଆ ସୁ-ର-କ୍ଷା-କ-ର୍ମୀ-ଙ୍କ ସହିତ ଚର୍ଚ୍ଚା କରିଥିଲେ ଓ ଖେଳ 15 ମିନିଟ ପର୍ଯ୍ୟନ୍ତ ଅଟକି ରହିଥିଲା ।

Google

ସୁରକ୍ଷା କର୍ମୀ ସେହି ଗ୍ୟାଲେରୀକୁ ଯାଇ ଉକ୍ତ ଦର୍ଶକଙ୍କୁ କିଛି ପ-ଚ-ରା-ଉ-ଚ-ରା କରିଥିଲେ । ଲଗାତାର ସିରାଜଙ୍କୁ ଉକ୍ତ ଦର୍ଶକମାନେ ଖ-ରା-ପ ବ୍ୟବହାର ଦେଖାଉଥିଲେ । କୁହାଯାଉଛି କି, ସେହି ଦର୍ଶକମାନେ ନି-ଶା-ରେ ଥିଲେ । ଏହାକୁ ଭାରତୀୟ ଅଧିକାରୀ ମାନେ ମଧ୍ୟ ଅ-ଭି-ଯୋ-ଗ କରିଛନ୍ତି ।

ସୁତ୍ରାନୁସାରେ,ଅଷ୍ଟ୍ରେଲିଆ ଦର୍ଶକ ସିରାଜଙ୍କ ବ୍ୟତୀତ ଦଳର ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କ ସହିତ ମଧ୍ୟ ଖ-ରା-ପ ଭାଷାରେ ଗା-ଳି ଗୁଲାଜ କରିଥିଲେ । ଅଷ୍ଟ୍ରେଲିଆ ଦର୍ଶକ ନିଜର ପ୍ରତିପକ୍ଷ ଦଳ ସହିତ ଏମିତି ଚାପ ପକାଇଥାଏ କାରଣ ଏହାର ଫାଇଦା ଯେପରି ଅଷ୍ଟ୍ରେଲିଆ ଦଳ ଉଠାଇ ପାରିବ ।

ଟିମ ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ସୁ-ର-କ୍ଷା କ-ର୍ମୀ ମାନଙ୍କ ସହିତ ଘ-ଟ-ଣା ଉପରେ ଆଲୋଚନା କରିଥିଲେ । ଅଷ୍ଟ୍ରେଲିଆ ଖବର କାଗଜ ଡେଲି ଟେଲିଗ୍ରାଫରେ ଶନିବାର କୁହାଯାଇଛି କି, ଦୁଇଦିନ ହେବ ଭାରତୀୟ ଖେଳାଳିଙ୍କ ଉପରେ ଅଷ୍ଟ୍ରେଲିଆ ସମର୍ଥକଙ୍କ ଦ୍ଵାରା ଖ-ରା-ପ ବ୍ୟବହାର କରାଯାଉଛି ।

ବିସିସିଆଇ ସ୍ପଷ୍ଟ କରି କହିଛି କି, କିଛି ଦର୍ଶକ ଷ୍ଟାଣ୍ଡରେ ନି-ଶା-ରେ ରହିଥିବା ସମୟରେ ସିରାଜଙ୍କୁ ମା-ଙ୍କ-ଡ କହିଥିଲେ । ଯାହାକି 2007-008 ମସିହା ସ୍ମୃତି ମନେ ପଡିଯାଇଥିଲା । ଯେଉଁଥିରେ ଭାରତୀୟ ସ୍ପିନର ହରଭଜନ ସିଂହ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଆଣ୍ଡ୍ରୟୁ ସାଇମଣ୍ଡଙ୍କୁ ମା-ଙ୍କ-ଡ କହିଥିଲେ ଓ ଅ-ଭି-ଯୋ-ଗ ଆଣିବାପରେ ହରଭଜନ ଏହାକୁ ସମ୍ପୂର୍ଣ୍ଣ ଭାବରେ ମନାକରିଥିଲେ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *