ବିନା କୌଣସି ଡାଇଟିଙ୍ଗ ଓ ବ୍ୟାୟାମରେ 100 ବର୍ଷ ପର୍ଯ୍ୟନ୍ତ ବଞ୍ଚିବାର ଉପାୟ ବଖାଣିଲେ ଜେଜେ ମାଆ,ଜାଣନ୍ତୁ ଜେଜେ ମାଆ କଣ ଦେଲେ ଟିପ୍ସ

କୁହାଯାଏ ସମୟ ସହିତ ବଦଳିବା ଆବଶ୍ୟକ କିନ୍ତୁ କିଛି ଲୋକଙ୍କ ପାଇଁ ଏହା ସଠିକ ହୋଇନଥାଏ ଖାଆସ କରି ଉର୍ଦ୍ଧ୍ବ ବୟସ୍କ ଲୋକ ମାନଙ୍କ ପାଇଁ । ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି ଆଜି ନାମକ ଜେଜେ ମାଆ ଯିଏକି ସମୟ ସହିତ ନିଜକୁ ପରିବର୍ତ୍ତନ କରିବାରେ ବିଶ୍ୱାସ ରଖନ୍ତି । ବର୍ତ୍ତମାନ ଏହି 100 ବର୍ଷର ଆଜି ପାକର ବହୁତ ହେଲଦି ରହିବାସହ ନିଜ ନାତି ନାତୁଣୀ ଓ ପରିବାର ସହିତ ଖୁସି ମନାଉଛନ୍ତି । ଆଜି ଆସନ୍ତୁ ଜାଣିବା ସେହି ମହିଳାଙ୍କ ବିଷୟରେ ।

କୁହାଯାଏ ବଡ଼ ଲୋକ ଘରେ ରହିଲେ ଘରେ ଭଗବାନ ରୁହନ୍ତି। ବଡ଼ ଲୋକ ନାକେବଳ ଆମକୁ ଆଶୀର୍ବାଦ ଦିଅନ୍ତି ବରଂ ଖରାପ ସମୟରେ ମଧ୍ୟ ଆମ ପାଖରେ ରହିଥାନ୍ତି । କିଛି ଲୋକ ନିଜ ଘରୁ ସେମାନଙ୍କୁ ଦୂରେଇ ଦିଅନ୍ତି କାରଣ ସେମାନେ ଭାବିଥାନ୍ତି ଏମାନେ ପୁରୁଣା ଚିନ୍ତାଧାରାର ଅଟନ୍ତି ।

Google

ଏହାତ ପୁରୁଣା ସମୟର କଥା ଅଟେ କିନ୍ତୁ ଆଜି ଆମେ ଆପଣଙ୍କୁ 100 ବର୍ଷର ମଡ଼ର୍ନ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଓ ସେ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛନ୍ତି । ଫେସବୁକ ପେଜ ‘ହ୍ୟୁମାନ ଅଫ ବମ୍ବେ’ ରେ ଆଜିଙ୍କ ଷ୍ଟୋରୀ ବହୁତ ଭାଇରାଲ ହେଉଛି ।

1920 ମସିହାରେ ଜନ୍ମ ଗ୍ରହଣ କରିଥିବା ଆଜି ମହାତ୍ମା ଗାନ୍ଧୀଙ୍କ ସହିତ ସ୍ୱତନ୍ତ୍ରତା ଆନ୍ଦୋଳନରେ ଭାଗ ନେଇଥିଲେ ଓ ସେ ବହୁତ ନିକଟରୁ ହିଟଲରଙ୍କ ତାନାଶହୀ ମଧ୍ୟ ଦେଖିଥିଲେ। ସେ ସର୍ବଦା ପରିବାର ସହିତ ନିଜର କାହାଣୀ ଶେୟର କରିଥାନ୍ତି।

100 ବର୍ଷର ଏହି ମହିଳା ବହୁତ ସୁସ୍ଥ ଓ ଫିଟ ମଧ୍ୟ ରହିଛନ୍ତି ତାଙ୍କର ଏତେବର୍ଷ ପର୍ଯ୍ୟନ୍ତ ବଞ୍ଚିବାର ଉପାୟ ହେଉଛି ‘ଜିୟୋ ଔର ଜିନେ ଦୋ’ । ସେ ସମୟ ସହିତ ବଦଳିଥିବାରୁ ଆଜି ନିଜର ନାତି ଓ ନାତୁଣୀଙ୍କ ସହିତ ବନ୍ଧୁତା କରିପାରୁଛନ୍ତି ।

Googlee

ଆପଣଙ୍କୁ ଜଣାଇଦେଉଛୁ କି, ତାଙ୍କର 5 ଜଣ ପିଲା ଓ 10 ନାତିନାତୁଣୀ ରହିଛନ୍ତି ସେମାନେ ପରସ୍ପର ସହିତ ଆନନ୍ଦରେ ଜୀବନ ଅତିବାହିତ କରୁଛନ୍ତି । ସେ ପିଲା ମାନଙ୍କ ସହିତ ପିଜା ଓ ବର୍ଗର ଖାଇଥାନ୍ତି । ପିଲାମାନେ ଜେଜେ ମାଆଙ୍କ ସହିତ ମିଶିବାକୁ ବହୁତ ଭଲ ପାଆନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *