ପେଟ୍ରୋଲ ଭରିବା ସମୟରେ ପେଟ୍ରୋଲ ପମ୍ପରେ ଏହି ୧୨ଟି ଉପାୟରେ ଆପଣଙ୍କୁ ଠକିଥାନ୍ତି,ଜାଣି ନିଅନ୍ତୁ ସେ ଉପାୟ ଗୁଡ଼ିକ କଣ କଣ ?

ସର୍ବଦା ରିଜର୍ଭ ପୂର୍ବରୁ ପେଟ୍ରୋଲ ଭରନ୍ତୁ :-

ବହୁତ କମ ଲୋକଙ୍କୁ ଜଣାଅଛି କି, ଖାଲି ଟ୍ୟାଙ୍କରେ ପେଟ୍ରୋଲ ପକାଇବା କ୍ଷତି ହୋଇଥାଏ । ଯେତେବେଳେ ଟ୍ୟାଙ୍କ ଖାଲି ଥାଏ ସେତେବେଳେ ସେଥିରେ ବାୟୁ ପ୍ରଚୁର ମାତ୍ରାରେ ଭରି ରହିଥାଏ ଏମିତିରେ ଟ୍ୟାଙ୍କରେ ପେଟ୍ରୋଲ ପକାଇବା ଦ୍ୱାରା ପେଟ୍ରୋଲ କମ ଟ୍ୟାଙ୍କରେ ରହିଥାଏ । ଏଥିପାଇଁ ଟ୍ୟାଙ୍କ ରିଜର୍ଭରେ ରଖି ପେଟ୍ରୋଲ ପକାନ୍ତୁ ନାହିଁ ।

ଡିଜିଟାଲ ପେଟ୍ରୋଲ ପମ୍ପକୁ ଯାଆନ୍ତୁ :-

ସର୍ବଦା ଡିଜିଟାଲ ନୂଆ ପେଟ୍ରୋଲ ପମ୍ପକୁ ଯାଆନ୍ତୁ । ପୁରୁଣା ପେଟ୍ରୋଲ ପମ୍ପର ମିଟର କାମ କରିନଥାଏ ଏଥିପାଇଁ ପେଟ୍ରୋଲ କମ ଆସିଥାଏ । ସେଥିପାଇଁ ସର୍ବଦା ନୂଆ ପେଟ୍ରୋଲ ପମ୍ପକୁ ଯାଆନ୍ତୁ ।

ରହି ରହି ପେଟ୍ରୋଲ ଆସିବା :-

ଯେକୌଣସି ପେଟ୍ରୋଲ ପମ୍ପରେ ଯଦି ବାରମ୍ବାର ରହି ରହି ପେଟ୍ରୋଲ ଆସୁଛି ଓ ମିଟର ବନ୍ଦ ହୋଇଯାଉଛି । ସେହି ସ୍ଥାନରେ ପେଟ୍ରୋଲ ବିଲକୁଲ ଭରନ୍ତୁ ନାହିଁ । ଏଥିରେ ଆପଣଙ୍କର କ୍ଷତି ହୋଇଥାଏ ।

Google

ମିଟର ଉପରେ ନଜର ରଖନ୍ତୁ :-

ଯେତେବେଳେ କୌଣସି କାର ଚାଳକ ନିଜ ଗାଡ଼ିରେ ପେଟ୍ରୋଲ ପକାଉଥାଆନ୍ତି ସେତେବେଳେ ସେ କାରରୁ ଓହ୍ଲାନ୍ତି ନାହିଁ । ସେହି ସମୟରେ ପେଟ୍ରୋଲ ପମ୍ପ ବାଲା ସମ୍ପୂର୍ଣ୍ଣ ନଜର ତାଙ୍କ ଉପରେ ରଖିଥାଏ ଓ ଆପଣ ଠକାମିର ଶିକାର ହୋଇଥାନ୍ତି ।

ସର୍ବଦା ଜିରୋ ଉପରେ ନଜର ରଖନ୍ତୁ :-

ସର୍ବଦା ପେଟ୍ରୋଲ ଭରିବା ସମୟରେ ଜିରୋ ଉପରେ ନଜର ରଖିବା ଉଚିତ ।

ରିଡିଙ୍ଗ ପୂର୍ବରୁ ଷ୍ଟାର୍ଟ :-

ଏମିତିରେ ତ ଆପଣଙ୍କର ଷ୍ଟାର୍ଟ ଜିରୋରୁ ହୋଇଥାଏ କିନ୍ତୁ ଷ୍ଟାର୍ଟ ଯଦି 10 ଓ 15 ରୁ ଆରମ୍ଭ ହେଉଛି ଏହା ଆପଣଙ୍କ କ୍ଷତି କରିଥାଏ । ମନେରଖିବା ଉଚିତ କି, ସର୍ବଦା ଷ୍ଟାର୍ଟ 3 ରୁ ହେବା ଆବଶ୍ୟକ ଏହାଠାରୁ ଅଧିକ ନୁହେଁ ।

ଯଦି ମିଟର ବହୁତ ଜୋରରେ ଚାଲୁଛି :-

ଆପଣ ପେଟ୍ରୋଲ ଅର୍ଡର କରିଛନ୍ତି ଓ ମିଟର ବହୁତ ଜୋରରେ ଚାଲୁଛି ଏମିତିରେ ପେଟ୍ରୋଲ ବାଲାକୁ କୁହନ୍ତୁ ମିଟର ସ୍ଲୋ କରିବାପାଇଁ ନଚେତ ଆପଣଙ୍କର ଏଥିରେ ଲସ ହୋଇଯିବ।

ମାଇଲେଜ ଚେକ କରନ୍ତୁ :-

ପେଟ୍ରୋଲ ଚୋରାଇବାକୁ ନେଇ ପେଟ୍ରୋଲ ମାଲିକ ପୂର୍ବରୁ ମିଟର ସେଟ କରି ରଖିଥାନ୍ତି । ଯଦି ଆପଣ ଗୋଟିଏ ଲିମିଟ ପେଟ୍ରୋଲ ପକାଉଛନ୍ତି ତାହେଲେ ଏହାର ମାଇଲେଜ ଆପଣ ଚଲାଇବା ସମୟରେ ଅନୁଧ୍ୟାନ କରନ୍ତୁ । ଯଦି ଠିକଠାକ ମଇଲେକ ଆସୁଛି ତାହେଲେ ଏହା ଠିକ ନଚେତ କମ ଆସିଲେ ଆପଣ ଜାଣିବେ କିଛି ହେରାଫେରି ହେଉଛି ।

ପେଟ୍ରୋଲ ଭରିବା ସମୟରେ ମେସିନ ଠାରୁ ଦୂରେଇ ରୁହନ୍ତୁ ନଚେତ ଏହି ପାଇପର ବଲରେ ପେଟ୍ରୋଲ କିଛି ବଳକା ରହିଯାଏ ।

ରାଉଣ୍ଡ ଫିଗରରେ ପେଟ୍ରୋଲ ପକାନ୍ତୁ ନାହିଁ :-

ଅଧିକତର ଲୋକେ 50,1000 ଓ 2000 ଟଙ୍କା ଭରିଥାନ୍ତି। ପେଟ୍ରୋଲ ମାଲିକ ଅଧିକତର ଏହିପରି ଆମାଉଣ୍ଟ ପାଇଁ ପେଟ୍ରୋଲ ଲିମିଟ ସେଟ କରିଥାଏ । ସେଥିପାଇଁ ଆପଣ ପେଟ୍ରୋଲ ଭରିବା ସମୟରେ 530, 1575 ଏହିପରି ପେଟ୍ରୋଲ ଭରନ୍ତୁ ଓ ଆପଣଙ୍କ ପେଟ୍ରୋଲ ସଠିକ ଆସିଥାଏ ।

ତେଲ ସ୍ଥାନରେ ପବନ ଯିବା :-

ବେଳେବେଳେ ପାୱାର କଟ ହେବାସମୟରେ ପେଟ୍ରୋଲ ବାଲା ପେଟ୍ରୋଲ ଭରି ଦେବାକୁ କହିଥାଏ କିନ୍ତୁ ଏହା ହୋଇନଥାଏ । ପାୱାର କଟ ସମୟରେ ଆପଣଙ୍କ ଟାଙ୍କିକୁ ପେଟ୍ରୋଲ ଠାରୁ ଅଧିକ ପବନ ଚାଲିଯାଇଥାଏ ।

Google

ଅଭିଯୋଗ ନିଶ୍ଚିତ କରନ୍ତୁ :-

ଯଦି ଆପଣଙ୍କ ମନରେ ପେଟ୍ରୋଲ ଚୋରି ହେବାର ଆଶଙ୍କା ଦେଖାଯାଏ ତାହାଲେ ଆପଣ ପେଟ୍ରୋଲ ଟାଙ୍କିର ମ୍ୟାନେଜରଙ୍କ ପାଖରେ ଲିଖିତ ଅଭିଯୋଗ କରନ୍ତୁ । ଯଦି ଆପଣଙ୍କୁ ଅଭିଯୋଗରେ ସମସ୍ୟା ହେଉଛି ତାହେଲେ କମ୍ପାନୀ କଷ୍ଟମର କେୟାର ସହିତ ନିଶ୍ଚିତ କଣ୍ଟାକ୍ଟ କରନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *