ସକାଳ ୭ ଟାରୁ ଦର୍ଶନ କରିବେ ଶ୍ରଦ୍ଧାଳୁ, ୨୧ରୁ ହଟିବ କୋଭିଡ କଟକଣା

କଳିଆକୁ ଦର୍ଶନ ପାଇଁ କୋହଳ କରାଗଲା କଟକଣା। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଲୋଚନା ଆରମ୍ଭ କରାଯାଇଛି। ଜାନୁଆରୀ ୨୧ରୁ ମନ୍ଦିରରେ କାଳିଆ ଦର୍ଶନ ପାଇଁ କରୋନା ରେପୋର୍ଟ ଆବଶ୍ୟକ ନାହିଁ।

ସାଧାରଣ ବ୍ୟକ୍ତି କିଭଳି ସୁବିଧାରେ ଦର୍ଶନ କରିପାରିବେ ତାହା ଏହି ବୈଠକରେ ଆଲୋଚନା କରାଯାଇଥିଲା। କୋଭିଡ ରେପୋର୍ଟ ପାଇଁ ଅର୍ଥ ଯୋଗାଡ଼ କରିପାରୁନଥିବା ଭକ୍ତ ଯେଭଳି ସୁବିଧାରେ ଦର୍ଶନ କରିବେ, ସେହି ବିଷୟରେ ଆଲୋଚନା କରାଯାଇଛି।

Google

ଦୀର୍ଘ ୯ ମାସ ପରେ ଡିସେମ୍ବର ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲାଯାଇଛି। କୋଭିଡ ରେପୋର୍ଟ କଟକଣା ଦର୍ଶନ କରୁଥିବା ଶ୍ରଦ୍ଧାଳୁ ଓ ଭଗବାନଙ୍କ ମଝିରେ ପାଚେରୀ ଠିଆ କରିଛି। ଦର୍ଶନ ପାଇଁ ଲାଗୁଥିବା ବ୍ୟରିକେଟ ଅପେକ୍ଷା ବାହାରେ ପ୍ରବଳ ମାତ୍ରାରେ ଭିଡ ଜମୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *