ନବୀନ ପଟ୍ଟନାୟକ କେତେ ସମ୍ପତ୍ତିର ମାଲିକ? ଜାଣନ୍ତୁ ସମ୍ପୂର୍ଣ ତଥ୍ୟ :-

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି।ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ CMO ୱେବସାଇଟରେ ନିଜର ସମସ୍ତ ସମ୍ପତ୍ତି ବିଷୟରେ ତାଲିକା ଦେଇଛନ୍ତି। ସେ ନିଜ ସମ୍ପତ୍ତି ସହିତ ଅନ୍ୟ ମନ୍ତ୍ରୀ ମାନଙ୍କ ସମ୍ପତ୍ତିର ତାଲିକା ଦେଇଛନ୍ତି।

Google

ଦେଶର ୭ଟି ବ୍ୟାଙ୍କରେ ନବୀନଙ୍କର ଅଛି ୧୩ କୋଟି ୧ ଲକ୍ଷ୍ୟ ୬ ହଜାର ୧୧ ଟଙ୍କା। BOIର ଦିଲ୍ଲୀ ଜନପଥ ଶାଖାରେ ସର୍ବାଧିକ ୧ କୋଟି ୧ ଲକ୍ଷ୍ୟ ୧୩ ହଜାର ୪୯୯ ଟଙ୍କା ଅଛି।

ନବୀନଙ୍କ ପାଖରେ ୨ ଲକ୍ଷ୍ୟ ୮୯ ହଜାର ୫୮୭ ଟଙ୍କାର ସୁନା ଗହଣା। ଏ ପର୍ଯ୍ୟନ୍ତ ସେ ରଖିଛନ୍ତି ୧୯୮୦ ମଡେଲର ଏକ ଆମ୍ବାସାଡର କାର। ଏହାର ଆନୁମାନିକ ମୂଲ୍ୟ ୮ ହଜାର ୯୦୫ ଟଙ୍କା ହେବ।

ଏହି ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱର,ଦିଲ୍ଲୀ ଓ ହରିୟାଣାରେ ରହିଛି ଜମି ଓ କୋଠା। ଫରିଦାବାଦ ତିକ୍ରିକେରାସ୍ତିତ ଜମି ଓ କୋଠାର ମୂଲ୍ୟ ୧୦ କୋଟି ୭୫ ଲକ୍ଷ୍ୟ ୫୧ ହଜାର ୭୧ ଟଙ୍କା।

Google

ନବୀନ ନିବାସରେ ନବୀନଙ୍କ ରହିଛି ଦୁଇ ତୃତୀୟାଂଶ ଶେଆର। ନବୀନ ନିବାସରେ ତାଙ୍କ ଶେଆରର ମୂଲ୍ୟ ୯ କୋଟି ୫୨ ଲକ୍ଷ୍ୟ ୪୬ ହଜାର ୧୯୦ ଟଙ୍କା। ନୂଆଦିଲ୍ଲୀ ଶେଆରର ମୂଲ୍ୟ ୪୩ କୋଟି ୩୬ ଲକ୍ଷ୍ୟ ୧୮ ହଜାର ଟଙ୍କା। ଫରିଦାବାଦରେ ଥିବା ଜମି ବିକ୍ରି ପାଇଁ ନବୀନ ୧ କୋଟି ୨୫ ଲକ୍ଷ୍ୟ ଟଙ୍କା ଅଗ୍ରୀମ ଆଣିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *