ସବୁ ମନ୍ତ୍ରୀ ଦେଲେ ନିଜ ନିଜ ସମ୍ପତ୍ତିର ତାଲିକା, ଜାଣନ୍ତୁ କିଏ କେତେ ଧନୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସମ୍ପତ୍ତିର ତାଲିକା ଦେଇଛନ୍ତି। ଗତବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସେ ନିଜ ସମ୍ପତ୍ତି ବିଷୟରେ ତାଲିକା ଦେଇଛନ୍ତି। CMO ୱେବ୍‌ସାଇଟ୍‌ରେ ତାଙ୍କ ସମସ୍ତ ସମ୍ପତ୍ତି ବିଷୟରେ ତାଲିକା ଦେଇଛନ୍ତି। ଦେଶର ୭ଟି ବ୍ୟାଙ୍କରେ ନବୀନ ବାବୁଙ୍କର ରହିଛି ୧୩ କୋଟି ୧ ଲକ୍ଷ ୬ ହଜାର ୧୧ ଟଙ୍କା। BOIର ଦିଲ୍ଲୀ ଜନପଥ ଶାଖାରେ ସର୍ବାଧିକ ୧ କୋଟି ୧ ଲକ୍ଷ ୧୩ ହଜାର ୪୯୯ ଟଙ୍କା ଅଛି। ନବୀନଙ୍କ ପାଖରେ ପ୍ରାୟ ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନାଗହଣା ଅଛି। ଏ ପର୍ଯ୍ୟନ୍ତ ତାଙ୍କ ପାଖରେ ୧୯୮୦ ମଡେଲର ଆମ୍ବାସାଡର କାର ଅଛି।

Google

ଅରୁଣ ସାହୁ – ୮୯ ଲକ୍ଷ ୯୩ ହଜାର ୪୩୯ ଟଙ୍କା

ଅଶୋକ ପଣ୍ଡା – ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା

ତୁଷାରକାନ୍ତି ବେହେରା – ୩୨ ଲକ୍ଷ ୩୩ହଜାର ୪୭୧ ଟଙ୍କା

ସୁଶାନ୍ତ ସିଂହ – ୪ କୋଟି ୯୩ ଲକ୍ଷ ୯୪ ହଜାର ୬୪୪ ଟଙ୍କା

ସୁଦାମ ମାର୍ଣ୍ଡି – ୨ କୋଟି ୬୨ ଲକ୍ଷ ୧୮ ହଜାର ୨୬ ଟଙ୍କା

ବିକ୍ରମ ଆରୁଖ – ୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ ଟଙ୍କା

ଦୁବ୍ୟଶଙ୍କର ମିଶ୍ର – ୭ କୋଟି ୩୧ ଲକ୍ଷ ୭୬ ହଜାର ୪୦୮ ଟଙ୍କା

ନିରଞ୍ଜନ ପୂଜାରୀ – ୪ କୋଟି ୩୪ ଲକ୍ଷ ୬୫ ହଜାର ୩୦୮ ଟଙ୍କା

ପ୍ରତାପ ଜେନା – ୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ ଟଙ୍କା

ସମୀର ଦାସ – ୨ କୋଟି ୨୩ ଲକ୍ଷ ୭୫ ହଜାର ୭୬୧ ଟଙ୍କା

ପ୍ରଫୁଲ୍ଲ ମଲ୍ଲିକ – ୩୯ ଲକ୍ଷ ୨୮ ହଜାର ୮୩୧ ଟଙ୍କା

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *