ଏହି ଭିଡ଼ିଓ ଦେଖିବା ପରେ ଜଙ୍ଗଲୀ ଜନ୍ତୁଙ୍କ ଠାରୁ ଆପଣ ସର୍ବଦା ଦୁରେଇ ରହିବେ,ଦେଖନ୍ତୁ କଣ ଘଟିଲା ?

ଜଙ୍ଗଲୀ ଜନ୍ତୁଙ୍କର ରହିବା ପାଇଁ ଏକ ସ୍ଥାନ ରହିଥାଏ । ତାଙ୍କର ଦୁନିଆରେ ଆମର କିଛି ନୀତିଦିନ କାମ ରହିନଥାଏ । ଯଦି ଆପଣ କୁହନ୍ତି ଜଙ୍ଗଲ ରାତିରେ ଦେଖିବା ପାଇଁ ତ ଏହା ଭୁଲ ହୋଇଥାଏ । ଯେମିତିକି ଦିନ ଆମ ପାଇଁ ସେମିତି ରାତିର ଜଙ୍ଗଲ ଜାନୁଆର ମାନଙ୍କ ପାଇଁ ଅଟେ । ଏମିତି ସେମାନଙ୍କ ଓ ଆମ ମାନଙ୍କ ମଧ୍ୟରେ ଦୂରତା ରଖିବା ଆବଶ୍ୟକ । ଏକ ଭିଡ଼ିଓ ସମ୍ନାକୁ ଆସିଛି ଯାହାକି ଆମକୁ ଜଣାଇଦେବ ଯେ, କଣପାଇଁ ଜଙ୍ଗଲୀ ଜାନୁଆର ମାନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ। ଏହି ଭିଡ଼ିଓରେ ଏକ ମାଙ୍କଡ ଆସି ଜଣେ ବୟସ୍କ ବ୍ୟକ୍ତି ପାଖରେ ବସିଲା ଓ ଯିବାସମୟରେ ଏମିତି କଷ୍ଟ ଓ ଯନ୍ତ୍ରଣା ଦେଇଗଲା ଯାହାକି ଶିକ୍ଷଣୀୟ କଥା ଅଟେ ।

ପ୍ରଥମେ ଆପଣଙ୍କୁ ଜଣାଇଦେଉଛୁ କି, ଏହି ଭିଡ଼ିଓ ବହୁତ କଷ୍ଟ ଦାୟକ କାରଣ ଏହି ଭିଡ଼ିଓରେ ଜଣେ ବୟସ୍କ ବ୍ୟକ୍ତି ପାଖରେ ଏକ ମାଙ୍କଡ ଆସି ବସିଲା ଓ ସେ ହଠାତ ପଳାୟନ କରୁଥିବା ସମୟରେ ତା’ଠାରୁ କିଛି ବାଳକ ଖସିଯାଇ ବୟସ୍କ ବ୍ୟକ୍ତି ଉପରେ ପଡ଼ିଲା ଓ ଶରୀରର ଯେଉଁ ସ୍ଥାନରେ ଏହା ପଡିଲା ସେଠାରେ ଘା’ ସୃଷ୍ଟି କରିଦେଲା ।

ଲୋକମାନେ ଏହି ଭିଡ଼ିଓ ଦେଖିବାପରେ ବିଭିନ୍ନ ଆଡୁ କମେଣ୍ଟ କରିଥିଲେ କିନ୍ତୁ ଜଣାପଡିନାହିଁ ଏହି ଭିଡ଼ିଓ କେଉଁ ସ୍ଥାନର ଅଟେ । କିନ୍ତୁ ଏହି ଭିଡ଼ିଓରୁ ଜଣାପଡିଲା ଜଙ୍ଗଲୀ ଜାନୁଆରଙ୍କ ପାଖରୀ ସର୍ବଦା ଦୂରେଇ ରହିବା ଆବଶ୍ୟକ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *