ଦେଖନ୍ତୁ ଭିଡ଼ିଓ : ଘରକୁ ରାସନ ଜିନିଷ ଆଣିବାକୁ ଯାଇଥିବା ସମୟରେ ଲଗାଇ ଦେଲେ କରୋନା ଭ୍ୟାକ୍ସିନ,ତା ପରେ ପୁଣି ହେଲା କିଛି ଏମିତି

ଏକ ଅଜୀବ ଘଟଣା ସ୍ନାକୁ ଆସିଛି, ଘଟଣାଟି ହେଉଛି ଜଣେ ଆଇନ ଛାତ୍ରଙ୍କୁ କରୋନା ଭ୍ୟାକ୍ସିନ ଲଗାଇ ଦିଆଯାଇଛି । ଡେଭିଡ଼ ମ୍ୟାକମିଲନ ଓ ତାଙ୍କର କିଛି ସାଙ୍ଗମାନେ ବିଗତ ସପ୍ତାହରେ ଆମେରିକାର ରାଜଧାନୀର ଏକ ବଡ଼ ଷ୍ଟୋରକୁ କିଛି ଜିନିଷ କିଣିବାପାଇଁ ଯାଇଥିଲେ । କିନ୍ତୁ ସେଠାରେ ସୁପର ମାର୍କେଟର ଫାର୍ମାସି ଅନୁଭାଗର ଏକ କାର୍ଯ୍ୟକର୍ତା ତାଙ୍କୁ କୋଭିଡ ଭ୍ୟାକ୍ସିନ ଲଗାଇବାକୁ କହିଥିଲେ । ଉଭୟ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଓ ଖୁସିରେ ଭ୍ୟାକ୍ସିନ ନେଇଯାଇଥିଲେ ।

Google

ମ୍ୟାକମିଲନ ନିଜର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଶେୟର କରିଥିଲେ । ସେ ଏହି ଭିଡ଼ିଓ ମାଧ୍ୟମରେ ଟୀକା ନେଉଥିବା ସମୟର ଫୋଟୋ ଟିକଟକରେ ଶେୟର କରିଥିଲେ। ସେ କହିଥିଲେ ଲୋକମାନଙ୍କୁ ଭ୍ୟାକ୍ସିନ ଲାଗାଇବା ପାଇଁ ସେଡ୍ୟୁଲ ପ୍ରସ୍ତୁତ କରାଯାଇଛି । କିନ୍ତୁ ଲୋକମାନେ ସେଠାକୁ ନଆସିବାରୁ ସେ ମୋତେ ଓ ମୋ ସାଙ୍ଗକୁ ଭ୍ୟାକ୍ସିନ ଅଫର କରିଥିଲେ । ମ୍ୟାକମିଲନଙ୍କ ଦ୍ଵାରା ଶେୟର କରାଯାଇଥିବା ଏହି ଭିଡ଼ିଓକୁ 7,00,000 ରୁ ଉର୍ଦ୍ଧ୍ବ ଦେଖାଯାଇ ସାରିଛି ।

ଜଣାଇ ଦିଆଯାଉଛି କି, ମଡ଼ରର୍ଣା ଭ୍ୟାକ୍ସିନକୁ ବହୁତ ଥଣ୍ଡା ତାପମାନରେ ରଖିବା ଆବଶ୍ୟକ । ଯଦି ଏହା ଫ୍ରିଜରୁ ବାହାରିଥାଏ ତାହେଲେ ଏହାର ଠିପିକୁ ଜଲଦି ଖୋଲିବା ଉଚିତ ।

ମ୍ୟାକମିଲନ ଏକ ଲୋକାଲ ଏନବିସି ନ୍ୟୁଜକୁ କହିଥିଲେ, ଏହା ଜାଣି ବହୁତ ଖୁସି ଲାଗୁଛି ଓ ଆମକୁ ମହାମାରୀ ବିପକ୍ଷରେ ଲଢ଼ିବା ପାଇଁ ସକ୍ଷମ ହେବା ଆବଶ୍ୟକ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *