ସେଲୁନ ଭିତରୁ ପ୍ରିୟଙ୍କା ଚୋପ୍ରାଙ୍କୁ ଉଠାଇ ନେଲା ପୋ-ଲି-ସ, ଜାଣନ୍ତୁ କାରଣ

ଲଣ୍ଡନର ଏକ ସେଲୁନ ଭିତରୁ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପୋ-ଲି-ସ ନେଇଯାଇଛି। ପ୍ରିୟଙ୍କା ଚୋପ୍ରା ସହ ତାଙ୍କ ମା’ ମଧୁ ଚୋପ୍ରାଙ୍କୁ ମଧ୍ୟ ପୋଲିସ ନେଇଛି। କୋଭିଡ-୧୯ ର ଉଲ୍ଲଙ୍ଘନ ଅଭିଯୋଗରେ ପ୍ରିୟଙ୍କା ଓ ତାଙ୍କ ମାଙ୍କୁ ପୋ-ଲି-ସ ପଚରାଉଚରା କରୁଛି।

Google

ବ୍ରିଟେନରେ ଏବେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀ, ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। ଏହି ସମୟରେ ପ୍ରିୟଙ୍କା ଓ ତାଙ୍କ ମା’ ଏକ ସେଲୁନକୁ ଯାଇଥିଲେ, ସେଠାରେ କରୋନା କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ଉଭୟଙ୍କୁ ପୋ-ଲି-ସ ଧରିଛି।

ସୂଚନା ଅନୁସାରେ, ପ୍ରିୟଙ୍କା ତାଙ୍କ ମା’ ଓ ପୋଷା କୁକୁର ସହ ଏକ ଲଗଜୁରୀ ସେଲୁନକୁ ଯାଇଥିଲେ। ସେହି ସମୟରେ ସେଠାରେ ପୋ-ଲି-ସ ଆସି ପହଞ୍ଚିଥିଲା। ଏହାପରେ ସେଲୁନ ଭିତରେ ଥିବା ସମସ୍ତଙ୍କୁ ବାହାରକୁ ଆସିବାକୁ ଅନୁରୋଧ କରିଥିଲା ପୋ-ଲି-ସ, କିନ୍ତୁ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ମାଆ ବାହାରକୁ ଆସିନଥିଲେ। ପୋ-ଲି-ସ ବାଧ୍ୟହୋଇ ସେଲୁନ ଭିତରେ ପଶିବାରୁ ପ୍ରିୟଙ୍କା ଓ ତାଙ୍କ ମା ବାହାରକୁ ଆସିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *