ମହଙ୍ଗା ପଡିଲା ମହିଳାଙ୍କ ଚୋରା-ପିରତୀ, ଶା-ରୀ-ରି-କ ସଂପର୍କ ସମୟରେ ପୁରୁଷ ସାଥିଙ୍କ ଚାଲିଗଲା ଜୀ-ବ-ନ,ଜାଣନ୍ତୁ ପୁରା ଘଟଣା

ମହାରାଷ୍ଟ୍ରର ନାଗପୁରରେ ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଲା ଚୋରା ପୀରତି। ଶା-ରୀ-ରି-କ ସମ୍ପର୍କ ସମୟରେ ବେକରେ ଲାଗିଥିବା ଦଉଡିରେ ଶ୍ୱାସରୁଦ୍ଧ ହୋଇ ପୁରୁଷ ସାଥିଙ୍କ ଜୀ-ବ-ନ ଚାଲିଯାଇଛି। ଏହି ଘଟଣାଟି ନାଗପୁର ସହରର ଖାପରଖୋଡା ଅଞ୍ଚଳରେ ଥିବା ଏକ ଲଜରେ, ଗୁରୁବାର ବିଳମ୍ବିତ ରାତିରେ ଘଟିଛି। ଏହି ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଜଣେ ପୋ-ଲି-ସ ଅଧିକାରୀଙ୍କ କହିବା ଅନଯାୟୀ, ମୃ-ତ ବ୍ୟକ୍ତି ଓ ତାଙ୍କ ସହିତ ଥିବା ମହିଳାଙ୍କର ୫ବର୍ଷ ଧରି ସ-ମ୍ପ-ର୍କ ରହିଥିଲା। ମହିଳା ଜଣକ ବିବାହିତ ଏବଂ ତାଙ୍କର ସନ୍ତାନ ବି ଅଛନ୍ତି। ଗୁରୁବାର ବିଳମ୍ବିତ ରାତି ଦୁହେଁ ଏକାଠି ସମୟ ବିତାଇବା ପାଇଁ ଲଜକୁ ଆସିଥିଲେ। ଶା-ରୀ-ରି-କ ସମ୍ପର୍କ ରଖିବା ସମୟରେ ମହିଳା ଜଣକ ଅଧିକ ଆନନ୍ଦ ଲାଭ ପାଇଁ ତାଙ୍କ ପୁରୁଷ ବନ୍ଧୁଙ୍କ ହାତ ଓ ଗୋଡ଼କୁ ଏକ ଚେୟାରରେ ବାନ୍ଧି ଦେଇଥିଲେ, ଆଉ ଅନ୍ୟ ଏକ ଦଉଡ଼ିରେ ପୁରୁଷଙ୍କ ବେକକୁ ବି ବାନ୍ଧି ଦେଇଥିଲେ। ଏହା ପରେ ମହିଳା ଜଣକ ଶୌଚାଳୟକୁ ଚାଲି ଯାଇଥିଲେ,ଏହି ସମୟରେ ଚୌକିଟି ଖସି ପଡ଼ିବାରୁ ପୁରୁଷ ସାଥିଙ୍କ ଗଳା ଦୌଡିରେ ଟାଣି ହୋଇଯିବାରୁ ଘଟଣାସ୍ଥଳରେ ପୁରୁଷ ବନ୍ଧୁ ଶ୍ୱା-ସ-ରୁ-ଦ୍ଧ ହୋଇ ପ୍ରା-ଣ-ବା-ୟୁ ଉଡ଼ିଯାଇଥିଲା।

ଶୌଚାଳୟରୁ ଫେରିବା ପରେ ମହିଳା ଜଣକ ତାଙ୍କ ପୁରୁଷ ସାଥିଙ୍କ କୌଣସି ଅଙ୍ଗପ୍ରତ୍ୟେଙ୍ଗ କାମ ନ କରିଥିବା ଦେଖି ତୁରନ୍ତ ସାହାଯ୍ୟ ପାଇଁ ଲଜ୍ କର୍ମଚାରୀଙ୍କୁ ଡାକିଥିଲେ। କିନ୍ତୁ, କର୍ମଚାରୀ ରୁମ ଭିତରକୁ ଆସି ଉକ୍ତ ବ୍ୟକ୍ତିକୁ ଉଦ୍ଧାର କରିବା ପୂର୍ବରୁ ତାଙ୍କର ପ୍ରା-ଣ-ବା-ୟୁ ଉଡି ଯାଇଥିଲା।

ସୂଚନା ପାଇବା ପରେ ପୋ-ଲି-ସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ପଚରାଉଚରା କରିବା ସହିତ ମହିଳାଙ୍କୁ ଅଟକ ରଖିଚି। ମୃ-ତ ଶରୀରକୁ ଜ-ବ-ତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ମୃ-ତ ବ୍ୟକ୍ତିଙ୍କ ସହ ମହିଳାଙ୍କ ଅ-ନୈ-ତି-କ ସମ୍ପର୍କ ଥିବା କଥା ସେ ସ୍ୱୀକାର କରିଛନ୍ତି। ପୋ-ଲି-ସ ୱେଟର, ଲଜ ମ୍ୟାନେଜର ଏବଂ ରୁମରେ ସେବା ପ୍ରଦାନ କରୁଥିବା ବାଳକଙ୍କ ବୟାନ ରେକର୍ଡ କରି ମହିଳା ଓ ମୃ-ତ-କ-ଙ୍କ ଫୋନ ଜବତ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *