EPFO News : PF ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି,ଯେତେ ଟଙ୍କା କଟିବ ସେତିକି ଟଙ୍କା ପେନସନ ମିଳିବ,ଜାଣନ୍ତୁ ପୁରା ଖବର

ପ୍ରାଇଭେଟ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଯାହାକି ତାଙ୍କର ପକେଟ ଉପରେ ପଡିବ । ଲେବର ମିନିଷ୍ଟ୍ରୀର ଶୀର୍ଷ ଅଧିକାରୀ ମାନେ ଲେବର ସହିତ ଜଡିତ ଥିବା ସଂସଦୀୟ ସମିତି କୁ କହିଛି EPFO ଭଳି ପେନସନ ଫଣ୍ଡକୁ ଚାଲୁ ରଖିବାପାଇଁ ଚାଲିଥିବା ବ୍ୟବସ୍ଥାକୁ ଶେଷ କରାଯିବ ।

ସୂତ୍ରନୁସାରେ ଅଧିକାରୀ ମାନେ ଗୁରୁବାର ଦିନ ସଂସଦୀୟ କ୍ଷେତ୍ରକୁ କହିଥିଲେ କି, ଇପିଏଫୋ ପାଖରେ 23 ଲକ୍ଷରୁ ଅଧିକ ପେନଶନର ଅଛନ୍ତି । ଯାହାକୁ ପ୍ରତିମାସରେ 1000 ଟଙ୍କା ପେନଶନ ମିଳିଥାଏ । ଯେବେକି ପିଏଫରେ ସେମାନଙ୍କର ଅଂଶ ଦାନ ଏହି ରାଶିର ଚାରିଭାଗରୁ ମଧ୍ୟ କମ ଥିଲା ।

Google

ଇପିଏଫୋର ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିଜ ଅଗଷ୍ଟ 2019 ମସିହାରେ ଇପିଏଫ ପେନସନ ସ୍କିମରେ ନ୍ୟୁନତମ ପେନସନ ରାଶିକୁ ବଢ଼ାଇ 2000 କିମ୍ବା 3000 ବଢାଇବା ପାଇଁ ଆଦେଶ ଦେଇଥିଲେ । କିନ୍ତୁ ଲେବର ମିନିଷ୍ଟ୍ରୀ ଏହାକୁ ଲାଗୁ କରିନଥିଲେ । ସଂସଦୀୟ ସମିତି ମଧ୍ୟ ଏହି ବିଷୟରେ ଲେବର ମିନିଷ୍ଟ୍ରୀ ପାଖରେ ଜବାବ ମାଗିଥିଲେ । ଏକ ସୂତ୍ର ପକ୍ଷରୁ ଜଣାପଡିଛି କି, ନ୍ୟୁନତମ ପେନସନ 2000 ଟଙ୍କା କରିଦେଲେ 4500 କୋଟି ଟଙ୍କା ବୋଝ ହୋଇଯିବ । ଯଦି ଏହାକୁ 3000 ଟଙ୍କା କରାଯାଏ ତାହେଲେ ସରକାର ଉପରେ 14595 କୋଟି ଟଙ୍କା ଅତିରିକ୍ତ ବୋଝ ଆସିଯିବ ।

ଗୁରୁବାରର ବୈଠକରେ ଅଧିକାରୀ ମାନେ ସ୍ୱୀକାର କଲେ କି, ଶେୟର ବଜାରରେ ଇନଭେସ୍ଟ କରାଯାଇଥିବା ଇପିଏଫୋର ବଡ଼ ଅଂଶ ଭୁଲ ଶେୟର ପାଇଁ କ୍ଷତି ହୋଇଥିଲା । କୋଭିଡ଼-19 କାରଣରୁ ଏହି ଶେୟର ଉପରେ ଖରାପ ରିଟର୍ଣ୍ଣି ଆସିଥିଲା । ଅଧିକାରୀ କହିଥିଲେ କି, ଇପିଏଫଓ ରାଶି 13.7 ଲକ୍ଷ କୋଟି ଟଙ୍କାରୁ 4600 କୋଟି ଟଙ୍କା କେବଳ ଶେୟରରେ ନିବେଶ କରାଯାଇଥିଲା ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *