ବହୁତ ବର୍ଷ ଆଗରୁ ଏହି ରୋଗରେ ପୀଡିତ ଅଛନ୍ତି ଅନୁଷ୍କା ଶର୍ମା,ଗ-ର୍ଭ-ପା-ତ ସମୟରେ ଆସିପାରେ ଏହି ସମସ୍ୟା,ଜାଣନ୍ତୁ ପୁରା ଖବର

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଜଲଦି ମାଆ ହେବାକୁ ଯାଉଛନ୍ତି ଓ ସେ ଲଗାତାର ଡ଼କ୍ଟରଙ୍କ ପାଖକୁ ଭିଜିଟ କରୁଛନ୍ତି । ଏମିତିରେ ତ ପିଲା ଜନ୍ମଦେବା ସମୟରେ କୌଣସି ଅସୁବିଧା ନାହିଁ କିନ୍ତୁ ଅନୁଷ୍କା ବିଗତ ସମୟରୁ ଏକ ରୋଗରେ ପୀଡିତ ଅଛନ୍ତି । ଏହି ରୋଗର ନାମ ‘ବଲଜିଙ୍ଗ ଡିସ୍କ’ ଅଟେ । ଏଥିରେ ଶରୀରକୁ ବହୁତ ଯନ୍ତ୍ରଣା ଓ କଷ୍ଟ ହୋଇଥାଏ । ଲୋକମାନେ ଏଥିରେ ପ୍ରଶ୍ନ କରିଛନ୍ତି ଯେ, କଣ ଏହି ରୋଗ ପିଲା ଜନ୍ମଦେବା ସମୟରେ ଜୀବନ ନେଇପାରେ ?ଆସନ୍ତୁ ଜାଣିବା ଏହିସବୁ ବିଷୟରେ ।

ବଲଜିଙ୍ଗ ଡିସ୍କ ଆଜିର ସମୟରେ ଏକ ସାଧାରଣ ହୋଇଗଲାଣି । ଏହି ରୋଗ ମେରୁଦଣ୍ଡରୁ ଆରମ୍ଭ ହୋଇ ଶରୀରର ବିଭିନ୍ନ ଅଙ୍ଗକୁ ବ୍ୟାପିଥାଏ ଓ ଏଥିରେ ବହୁତ କଷ୍ଟ ହୋଇଥାଏ ।

Google

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଏହି ରୋଗ ହୋଇଛି। ସେ ଏହି ରୋଗ ପାଇଁ ଚିକତ୍ସା ନେବା ବଦଳରେ ବହୁତ ଦିନ ଧରି ଏହାକୁ ଭୋଗୁଛନ୍ତି । ଗର୍ଭାବତୀକୁ ନେଇ ଏଯାବତ କୌଣସି ସମସ୍ୟା ଦେଖା ଦେଇନାହିଁ ।

ଅନୁଷ୍କା ଶର୍ମା କେବେବି ନିଜର ପ୍ରଥମ ପିଲାକୁ ଜନ୍ମ ଦେଇପାରନ୍ତି । ସେ ନିଜର ରୁଟିନ ଚେକ କରିବାପାଇଁ ରେଗୁଲାର କ୍ଲିନିକ ମଧ୍ୟ ଯାଉଛନ୍ତି ।

ବଲଜିଙ୍ଗ ଡିସ୍କ ସେହି ଲୋକମାନଙ୍କ ଠାରେ ଅଧିକ ହୋଇଥାଏ, ଯେଉଁମାନେ ଗୋଟିଏ ସ୍ଥାନରେ ବସି ଲଗାତାର କାମ କରିଥାନ୍ତି। ଏହାଦ୍ୱାରା ନର୍ଭସ ସିଷ୍ଟମ ପ୍ରଭାବିତ ହେବାପରେ ଶରୀରରେ ପୀଡା ହୋଇଥାଏ ।

ଏହି ରୋଗର ପ୍ରଥମ ଲକ୍ଷଣ ହାତ ଗୋଡ଼ ଝିମଝିମ ଲାଗିବା ହୋଇଥାଏ । ଏହାସହ ଶରୀର ବହୁତ ଦୁର୍ବଳ ଲାଗିବାକୁ ଲାଗିଥାଏ ଓ ଯେଉଁ ଅଙ୍ଗ ଯନ୍ତ୍ରଣା ହୋଇଥାଏ ଏଥିରୁ ମୁକ୍ତି ପାଇବା କଷ୍ଟ ହୋଇଥାଏ ।

ଏହି ରୋଗର କୌଣସି ବି ଲକ୍ଷଣ ଦେଖାଦେଲେ ଆପଣ ଜଲଦି ନ୍ୟୁରୋଲୋଜିଷ୍ଟଙ୍କ ସହାୟତା ଗ୍ରହଣ କରନ୍ତୁ ।

Google

ଡ଼କ୍ଟରଙ୍କ କହିବା ହେଲା, ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ ନିୟମିତ ବ୍ୟାୟାମ କରିବାକୁ ହେବ । ଏହାସହ ଆପଣଙ୍କୁ ସଠିକ ଭାବରେ ବସିବାକୁ ହେବ ଓ କୌଣସି ଚାପ ଆପଣଙ୍କ ମେରୁଦଣ୍ଡ ଉପରେ ନପଡିବା ଆବଶ୍ୟକ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *