୫ ଟଙ୍କାରୁ ବି କମ୍ ଆସିବ ଖର୍ଚ୍ଚ, ଯଦି ଆପଣ ରିଚାର୍ଜ କରିବେ ଏୟାରଟେଲର ଏହି ପ୍ଲାନ,ଜାଣନ୍ତୁ ସେ ପ୍ଲାନ ବିଷୟରେ

ଟେଲିକମ ମାର୍କେଟରେ ରିଲାଏନ୍ସ ଜିଓ ଆସିବା ପରେ ହଡକମ୍ପ ମଚାଇଦେଇଛି|କମ୍ପାନୀ ବହୁ ପ୍ରକାରର ସୁବିଧା ଓ ଭଲ ସର୍ଭିସଯୁକ୍ତ ପ୍ଲାନ ଦେଇ ଲୋକଙ୍କୁ ମନକିଣି ନେଇଛନ୍ତି|କମ୍ପାନୀ ଅଧିକରୁ ଅଧିକ ଲୋକଙ୍କୁ ଯୋଡିବା ପାଇଁ ପ୍ରୟାସରତ|ଏବେ କମ୍ପାନୀ ଜିଓ ରୁ ଅନ୍ୟ କୌଣସି ନେଟୱର୍କ କଲକୁ ମାଗଣା କରିଦେଇଛନ୍ତି|ଏଥିପାଇଁ ଏଇଆରଟେଲ ଓ ଭୋଡାଫୋନକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି|ଏହା ଫଳରେ ଏହି କମ୍ପାନୀମାନଙ୍କ ରେଭେନ୍ୟୁ କ୍ଷତି ହେବାସହ ବହୁ ବ୍ୟବହାରକାରୀ କମ୍ପାନୀ ଛାଡିଛନ୍ତି|ଏହି ସମୟରେ ନିଜ ବ୍ୟବହାରକାରୀ ଙ୍କୁ ବଜାୟ ରଖିବାକୁ ଏୟାରଟେଲ୍ ଭୋଡାଫୋନ ଲଗାତାର ପ୍ରିପେଡ ଲଞ୍ଚ କରୁଛନ୍ତି|ଏହି ପ୍ଲାନ ଫଳରେ ବ୍ୟବହାରକାରୀଙ୍କୁ ଅଧିକ ଡାଟା, ବୈଧତା,ଓଟିଟି ପ୍ଲାଟଫର୍ମ ସପୋର୍ଟ,ଏସଏମଏସ ଭଳି ସୁବିଧା ରହିଛି|

ବହୁତ ବ୍ୟବହାରକାରୀଙ୍କୁ ଅଧିକ ବୈଧତାଯୁକ୍ତ ପ୍ଲାନ ପସନ୍ଦ କରନ୍ତି|ଯଦିଵି କମ ଡାଟା ମିଳେ|ଯଦି ଆପଣ ଏଭଳି ଅଟନ୍ତି, ତେବେ ଆପଣଙ୍କ ପାଇଁ ସୁଯୋଗ|ଆଜି ଏହି ବିଷୟରେ ମୁଁ କହିବି|ଆସନ୍ତୁ ଜାଣିବା ଏୟାରଟେଲ ଓ ଭୋଡାଫୋନ-ଆଇଡିଆର ଲମ୍ବା ଅବଧିଯୁକ୍ତ ପ୍ଲାନ ବିଷୟରେ|

Google

୧୫୦୦ ଟଙ୍କାରୁ କମ ଦୀର୍ଘ ସମୟଯୁକ୍ତ ପ୍ଲାନରେ ଏୟାରଟେଲ ରେ ଗୋଟିଏ ପ୍ଲାନ୍ ଅଛି|ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ୩୬୫ ଦିନର ବୈଧତା ମିଳିବ|ପୂରା ଵୈଧତା ସହ ୨୪ ଜିବି ଡାଟା ମିଳୁଛି|ଏଥିପାଇଁ ଏଫୟୁପି ନାହିଁ|ଯଦି ଆପଣ ଚାହିଁଲେ ଏହି ଡାଟା ବର୍ଷସାରା ବ୍ୟବହାର କରନ୍ତି କିମ୍ବା ଦିନକରେ ଶେଷ କରିପାରନ୍ତି|୨୪ଜିବି ଡାଟା ସରିବା ପରେ ୫୦ପଇସା/ଏମବି ଚାର୍ଜ ଦେବାକୁ ପଡେ|ଭଏସ୍ କଲିଙ୍ଗ ସୁବିଧା ଅନୁସାରେ କୈାଣସି ନେଟୱର୍କ ପାଇଁ ମାଗଣା ରହିଛି|ଏଥିପାଇଁ ଅଲଗା ଚାର୍ଜ ନାହିଁ|ଏହା ସହ ୩୬୦୦ ଏସଏମଏସ ମଧ୍ୟ ରହିଛି|

ଏହି ପ୍ଲାନ ସହ ବ୍ୟବହାରକାରୀ ଏୟାରଟେଲ୍ ଏକ୍ସଷ୍ଟ୍ରିମ ପ୍ରିମିୟମର ସବସ୍କ୍ରିପସନ ମିଳିବ|ଏଥିରେ ୪୦୦ଲାଇଭ ଟିଭି ଚ୍ୟାନେଲ,ଅନଲିମିଟେଡ ମୁଭି,ଓ ଟିଭି ସୋ ର ଏକ୍ସପ୍ରେସ ଦିଆଯାଇଛି|ଏହା ସହ ମାଡଣା ହେଲୋଟ୍ୟୁନ ରହିଛି|ମାଗଣାରେ ଅନଲିମିଟେଡ ଗୀତ ବଦଳାଇପାରିବେ|ୱଙ୍କ୍ ମ୍ୟୁଜିକ ଏକ୍ସପ୍ରେସ ମଧ୍ୟ ରହିଛି|ଏହା ସହ ସ ଏକାଡେମୀରେ ୧ ବର୍ଷର ମାଗଣା ଅନଲାଇନ୍ କ୍ଲାସେସ୍ ମଧ୍ୟ ରହିଛି|ଫାଷ୍ଟଟ୍ୟାଗରେ ୧୦୦ଟଙ୍କାର କ୍ୟାଶବ୍ୟାକ ରହିଛି|ପ୍ଲାନର ଦାମ ହିସାବରେ ଦେଖାଯାଏ ତ ଦିନକ ପ୍ରତି ଦାମ ୪.୧୦ଟଙ୍କା ରହିଛି|୧୪୯୮÷୩୬୫=୪.୧୦ଟଙ୍କା ଦିନ ପ୍ରତି

ଏହି ପ୍ଲାନର ମୂଲ୍ୟ ଏୟାରଟେଲ୍ ଠାରୁ ୧ଟଙ୍କା ଅଧିକ,ଯାହା ବ୍ୟବହାରକାରୀ ଙ୍କୁ ଅନ୍ତର ପଡେ ନାହିଁ|ଏହି ପ୍ଲାନର ବୈଧତା ୩୬୫ ଦିନ ଓ ଏହା ସହ ୨୪ ଜିବି ଡାଟା ମିଳିବ|ଏହା ସହ ମଧ୍ୟ ଏମିତି ନିୟମ,ଯଦି ଆପଣ ଚାହିଁଲେ ଏହି ଡାଟା ବର୍ଷସାରା ବ୍ୟବହାର କରନ୍ତି କିମ୍ବା ଦିନକରେ ଶେଷ କରିପାରନ୍ତି|ଡାଟା ପରେ କେତେ ଚାର୍ଜ ହେବ,ତାହା କମ୍ପାନୀ ୱେବସାଇଟରେ ନାହିଁ|ଏଥିପାଇଁ କୈାଣସି ନେଟୱର୍କକୁ ଭଏସ୍ କଲିଙ୍ଗ ମାଗଣା ଅଟେ|ଏହା ସହ ୩୬୦୦ ଏସଏମଏସ ମଧ୍ୟ ରହିଛି|

Google

ଏହି ପ୍ଲାନ ସହ ବ୍ୟବହାରକାରୀଙ୍କୁ ଭିଆଇ ମୁଭି ଓ ଟିଭିର ଏକ୍ସପ୍ରେସ ଦିଆଯାଏ|ପ୍ଲାନର ମୂଲ୍ୟ ୪.୧୦ ଟଙ୍କା ଦିନ ପ୍ରତି ରହିବ|୧୪୯୯÷୩୬୫=୪.୧୦ଟଙ୍କା ଦିନ ପ୍ରତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *