ରାତି ଅଧରେ ରୋଷେଇ ଘରୁ ଚୋ-ରି କରୁଥିବା ସମୟରେ ଧରାପଡିଲେ ଅଭିନେତ୍ରୀ ସୋନାକ୍ଷୀ ସିଂନ୍ହା,ଜାଣନ୍ତୁ ପୁରା ଘଟଣା

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିଂନ୍ହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛନ୍ତି । ସେ ନିଜର ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫ ସହିତ ଜଡିତ ସମସ୍ତ ଫୋଟୋ ସବୁ ଶେୟର କରୁଛନ୍ତି । ଏହାମଧ୍ୟରେ ସୋସିଆଲ ମିଡିଆରେ ସେ ଏକ ତାଜା ଭିଡ଼ିଓ ଶେୟର କରି କହିଛନ୍ତି କି, ମିଡନାଇଟ ମିନଚିଂ ତାଙ୍କୁ ବହୁତ ପସନ୍ଦ ଅଟେ । ଭିଡ଼ିଓ ବହୁତ ମଜାଳିଆ ହୋଇଥିବାରୁ ସୋସିଆଲ ମିଡିଆରେ ଏହା ବହୁତ ଲାଇକ ମଧ୍ୟ ପାଇଛି ।

ଭିଡ଼ିଓରେ ସୋନାକ୍ଷୀ ସିଂନ୍ହା ନିଜର ଘରେ ଅଧ ରାତିରେ ରୋଷେଇ ଘରେ ପଶି କିଛି ଜିନିଷ ଚୋରାଇବାର ଦେଖାଯାଇଛନ୍ତି । ସେ କିଛି ପ୍ୟାକେଟ ସହିତ, ଦହି ଓ ଚିପ୍ସ ଚୋରି କରୁଥିଲେ । ଏଥିସହ ଭିଡ଼ିଓର କ୍ୟାପ୍ସନରେ ସେ ଲେଖିଥିଲେ, ଧରା ପଡ଼ିଗଲି । ସେ ଏହାପରେ କହିଥିଲେ ଅଧ ରାତିରେ ଖାଇବାକୁ ମୋତେ ଭଲ ଲାଗେ, ଆପଣଙ୍କ ପରି।

ଆପଣଙ୍କୁ ଜଣାଇଦେଉଛୁ କି, ସୋନାକ୍ଷୀ ସିଂନ୍ହା ରାଜନୀତିରେ ପାଦ ଥାପିବା ପରେ ବହୁତ ଚର୍ଚ୍ଚାକୁ ଆସିଥିଲେ । ସୋନାକ୍ଷୀଙ୍କ ପିତା ଶତ୍ରୁଘନ ସିଂନ୍ହା ମଧ୍ୟ ବଲିଉଡରେ ଆକ୍ଟିଂରେ ଅଧିକ ସମୟ କାମ କରିବାପରେ ମଧ୍ୟ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ ନିଜର ସେବା ଦେଉଛନ୍ତି । ସୋସିଆଲ ମିଡିଆରେ କୁହାଯାଉଛି ନିଜର ପିତାଙ୍କ ପରି ବହୁତ ଜଲଦି ସୋନାକ୍ଷୀ ରାଜନୀତିରେ ପାଦ ଥାପିବେ ।

ମନା କଲେ ସୋନାକ୍ଷୀ :-

ଏହାର ଜବାବରେ ସୋନାକ୍ଷୀ କହିଥିଲେ କି, ସେ କୌଣସି ପଲିଟିକ୍ସରେ ପାଦ ଦେଉନାହାନ୍ତି । ତାଙ୍କ ଭାଇ ଲଭ ସିଂନ୍ହା ରାଜନୀତିରେ ପାଦ ଦେଇଥିବା ନେଇ ସୋନାକ୍ଷୀ ବହୁତ ଖୁସି ଅଛନ୍ତି । ସେ କହିଥିଲେ, ତାଙ୍କ ଭାଇଙ୍କୁ ରାଜନୀତିରେ ସମ୍ପୂର୍ଣ୍ଣ ଜ୍ଞାନ ଅଛି ଓ ସେ ଏଥିରେ ପ୍ରବେଶ କରିଛନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *