୪୬ ବର୍ଷର ପୁରୁଷ ସହିତ ୮୧ ବର୍ଷ ବୟସର ବୃଦ୍ଧା କଲେ ବିବାହ,କିନ୍ତୁ ବର୍ତମାନ ଆସିଲା ଏହି ସମସ୍ୟା,ଜାଣନ୍ତୁ ପୁରା ଘଟଣା

81 ବର୍ଷର ଏକ ବୃଦ୍ଧା ମହିଳା 35 ବର୍ଷ ବୟସର ଯୁବକ ସହିତ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ଘଟଣା ଇଂଲଣ୍ଡର ଅଟେ । ଏଠାରେ ଆଇରିସ ଜୋନ୍ସ ନାମକ ମହିଳା ଏକ ଯୁବକକୁ ବିବାହ କରିବାପରେ ମଧ୍ୟ ତାଙ୍କ ସହିତ ରହି ପାରୁନାହାନ୍ତି ।

81 ବର୍ଷ ମହିଳାଙ୍କ ସ୍ୱାମୀ ଇଜିପ୍ଟରେ ରୁହନ୍ତି ଓ ସେ ତାଙ୍କ ଭିଜା ସମସ୍ୟା କାରଣରୁ ବ୍ରିଟେନ ଆସିପାରୁ ନାହାନ୍ତି ଏମିତିରେ ବୟସ୍କ ମହିଳା ଡରି ଯାଇଛନ୍ତି କି, ବୟସ ବଢ଼ିଗଲାଣି ଓ ସେ କୌଣସି ପରିସ୍ଥିତିରେ ବିନା ପତିଙ୍କ ଉପସ୍ଥିତିରେ ମରିଯିବେ । ସେ ଇଜିପ୍ଟ ଯାଉନାହାନ୍ତି କାରଣ ସେଠାକାର ଜଳବାୟୁ ସ୍ୱାସ୍ଥ୍ୟ ପାଇଁ ଅନୁପଯୋଗୀ ଅଟେ ।

Google

ଜୋନ୍ସ ସ୍ୱୀକାର କରିଥିଲେ କି, କେତେକ ଦିନ ତାଙ୍କୁ କାନ୍ଦି ବିତାଇବାକୁ ପଡିଥିଲା । ସେ କହିଥିଲେ, ମୋ ବୟସ ବଢ଼ିଗଲାଣି ଓ ମୁଁ କାଲି ମଧ୍ୟ ମରି ଯାଇପାରେ ।

ବ୍ରିଟେନର ୱେଷ୍ଟନରେ ରହୁଥିବା ଜୋନ୍ସ ଫେସବୁକ ଗ୍ରୁପ ଜରିଆରେ ନିଜ ଠାରୁ 46 ବର୍ଷର କମ ଏକ ଯୁବକ ମହମ୍ମଦ ଅହମ୍ମଦଙ୍କ ସହିତ ମିଶିଥିଲେ । ଏହାପରେ ଉଭୟଙ୍କର ନଭେମ୍ବରରେ ବିବାହ ହୋଇଯାଇଥିଲା ।

Metro.co. uk ରିପୋର୍ଟ ଅନୁସାରେ ଜୋନ୍ସ କହିଥିଲେ, ମତେ ସେହି ବ୍ୟକ୍ତି ଠାରୁ ଅଲଗା କରିଦିଆଗଲା ଯାହାକୁ ମୁଁ ପ୍ରେମ କରୁଥିଲି । ଏହା ବହୁତ କଷ୍ଟଦାୟକ ଅଟେ । ମୋ ପାଖରେ ଆଉ ସମୟ ନାହିଁ । ମୁଁ ତିନିଥର ଇକିପି ଯାଇଛି ଓ ତା’ସହ ବିନା ଭେଟ ହୋଇ ଚାଲିଆସିଛି । ଜୋନ୍ସ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ପାଖରେ ଗୁହାରି କରିଥିଲେ କି, ତାଙ୍କ ପତିଙ୍କୁ ଭିଜା ମିଳିଯାଉ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *