ଏବେ Paytm ଦେବ ଦୁଇ ମିନିଟରେ 2 ଲକ୍ଷ ଟଙ୍କାର ଲୋନ,ଜଲଦି କରନ୍ତୁ ଆବେଦନ,ଜାଣନ୍ତୁ ସମ୍ପୂର୍ଣ ସୂଚନା

ଏବେପର୍ଯ୍ୟନ୍ତ 2 ମିନିଟରେ ମ୍ୟାଗି ବନାଇବାର କଥା ଆମେ ଶୁଣିଥିଲେ କିନ୍ତୁ ଦେଶର ଅଗ୍ରଣୀ ଡିଜିଟାଲ ବ୍ୟାଙ୍କ Paytm ବର୍ତ୍ତମାନ 2 ମିନିଟରେ 2 ଲକ୍ଷ ଟଙ୍କାର ଲୋନ ଦେଉଛି । Paytm ଏହି ଇଂଷ୍ଟାଣ୍ଟ ପର୍ସନାଲ ସର୍ଭିସ ଆରମ୍ଭ କରିଦେଇଛି।

ମାତ୍ର 2 ମିନିଟରେ ମିଳିବ ଲୋନ :-

ପେଟିଏମ ନିଜର ଏହି ସର୍ଭିସକୁ ବର୍ଷର ପ୍ରତେକ ଦିନ ଉପଲବ୍ଧ ରଖିବ । ମାନେ ବର୍ଷର 365 ଦିନ ଏହି ସେବା ଆପଣ ନେଇପାରିବେ । ଏହି ସର୍ଭିସରେ ୟୁଜରଙ୍କୁ 2 ମିନିଟରେ ଲୋନ ମିଳିବ । ପେଟିଏମ ର ଏହି ସେବାରେ 2 ଲକ୍ଷ ଟଙ୍କାର ଇଂଷ୍ଟାଣ୍ଟ ସେବା ମିଳିବ । ଏହା ଲୋନ କ୍ରେଡିଟ ସ୍କୋର ଓ ଶପିଂ ପ୍ୟାଟର୍ନକୁ ଆଧାର ଉପରେ ମିଳିବ ।

Google

ପେଟିଏମ ମୁତାବିକ ଗ୍ରାହକ ଲୋନ ରାଶିକୁ 18 ରୁ 36 ମାସ ମଧ୍ୟରେ ଭରଣ କରିପାରିବେ । ଗ୍ରାହକଙ୍କୁ 2 ମିନିଟ ମଧ୍ୟରେ ଲୋନ ଦେବାପାଇଁ ପେଟିଏମ ବିତ୍ତୀୟ ବ୍ୟାଙ୍କ କମ୍ପାନୀ ସହିତ ବୁଝାମଣା କରିଛି । କମ୍ପାନୀ କହିଛି ଏଥିରେ ଛୋଟ ବ୍ୟବସାୟୀଙ୍କୁ ବହୁତ ସହଜରେ ଲୋନ ମିଳିବ ।

ଏହି ଲୋନ NBFC ଏବଂ ବ୍ୟାଙ୍କ ଜରିଆରେ ଦିଆଯିବ । ଏହି ଲୋନ ଛୋଟ ସହରରେ ରହୁଥିବା ବ୍ୟକ୍ତି ମାନଙ୍କୁ ଆର୍ଥିକ ସାହାର୍ଯ୍ୟ ଦେବ । ଯେଉଁମାନଙ୍କ ପାଖରେ ବ୍ୟାଙ୍କ ସେବା ଉପଲବ୍ଧ ନାହିଁ ସେମାନେ ମଧ୍ୟ ଏହାର ସେବା ଉଠାଇପାରିବେ।

ଯେଉଁମାନେ ତୁରନ୍ତ ଲୋନ ଚାହାଁନ୍ତି ସେମାନେ ଏହି ସେବା ପେଟିଏମ ସହିତ ଉଠାଇ ପାରିବେ । ଇଛୁକ ଗ୍ରାହକ ପେଟିଏମ ଆପ ର ଫାଇନାନ୍ସ ସେକ୍ସନକୁ ଯାଇ ପର୍ସନାଲ ଲୋନ ଉପରେ କ୍ଲିକ କରି ଆଗାମୀ ଷ୍ଟେପ ପୂରଣ କରିପାରିବେ । ଜଣାଇଦେଉଛୁ କି, ବିଟା ଫେଜ ଦ୍ୱାରା କମ୍ପାନୀ 400 ଚୟନ କରାଯାଇଥିବା ଗ୍ରାହକଙ୍କୁ ଲୋନ ଦେଇଛି ।

Google

ପେଟିଏମ ର ଉଦ୍ଧେଶ୍ୟ ଲୋନକୁ ସରଳ ରଖିବା :-

ପେଟିଏମ ଲ୍ୟାଣ୍ଡିଂ ସିଇଓ ଭାବେଶ ଗୁପ୍ତା କହିଛନ୍ତି, ଯେଉଁ ଛୋଟ ଛୋଟ ଅଞ୍ଚଳ ମାନଙ୍କରେ ବ୍ୟାଙ୍କ ସେବା ପହଞ୍ଚି ପାରିନାହିଁ ସେମାନେ ଏହି ଜରିଆରେ ଇଂଷ୍ଟାଣ୍ଟ ଲୋନର ଫାଇଦା ଉଠାଇ ପାରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *