୨ ଦିନ ବାଦ ପୁଣି କମିଛି ସୁନାର ଦର,ଜାଣନ୍ତୁ ଆଜିର ସୁନା ଓ ଚାନ୍ଦିର ଦର ବିଷୟରେ

ଲଗାତାର ବିଗତ ଦିନରେ ଉଚ୍ଚ ଦରରେ ଚାଲୁଥିବା ସୁନା ଓ ଚାନ୍ଦି ବର୍ତ୍ତମାନ ନରମ ପଡିଯାଇଛି । ଆଜି ଆମେ କଥା ହେବା ସୁନା ଓ ଚାନ୍ଦି ବିଷୟରେ । MCX ରେ ସୁନା ଓ ଚାନ୍ଦିର ହ୍ରାସ ଦେଖିବାକୁ ମିଳିଛି । ଚାଲନ୍ତୁ ଜାଣିବା ସୁନା ଓ ଚାନ୍ଦିର ଦର ବିଷୟରେ ।

Google

ସୁନା ହ୍ରାସ ପାଇଛି :-

ଆଜିର ଦିନରେ ବିଗତ ଦୁଇଦିନ ଅପେକ୍ଷା ସୁନା ହ୍ରାସ ପାଇଛି । ଯେଉଁଠି MCX ରେ ସୁନା ପ୍ରତି ୧୦ ଗ୍ରାମ ପ୍ରତି 160 ଟଙ୍କା ହ୍ରାସ ପାଇଛି | ୧୦ ଗ୍ରାମ ସୁନାର ଦାମ ଆଜିର ତାରିଖରେ ୫୧,୫୬୦ ଟଙ୍କା ହୋଇଛି ।

ସେହିପରି ଚାନ୍ଦିର ଦାମ ସମ୍ପର୍କରେ କହିବାକୁ ଗଲେ, ଚାନ୍ଦିର ମୂଲ୍ୟ ମଧ୍ୟ କମିଛି । ଚାନ୍ଦିର ମୂଲ୍ୟ ବର୍ତ୍ତମାନ 70,180 ଟଙ୍କା ପ୍ରତି କିଲୋ ରହିଛି। ସେହିପରି ମଙ୍ଗଳବାର ଚାନ୍ଦିର ମୂଲ୍ୟ 70,963 ଟଙ୍କା ଥିଲା |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *