ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ ଘୋଷଣା,ପୁଣି ଜଣେ ଖେଳାଳୀ କରିବେ ଡେବ୍ୟୁ ,ପଢନ୍ତୁ ପୁରା ଖବର

ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ପାଇଁ ବିସିସିଆଇ ଚୁଡାନ୍ତ ଏକାଦଶ ଘୋଷଣା କରିଛନ୍ତି। ଗୁରୁବାର ଠାରୁ ସିଡନୀରେ ଖେଳାହେବାକୁ ଥିବା ଏହି ଟେଷ୍ଟରେ ଦୁଇଟି ପରିବର୍ତ୍ତନ ହୋଇଛି। ଓପନର ମୟଙ୍କ ଅଗ୍ରୱାଲ ଦଳରୁ ବାଦ ପଡ଼ିଥିବା ବେଳେ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଉପ ଅଧିନାୟକ ରୋହିତ ଶର୍ମା ଟିମକୁ ଫେରିଛନ୍ତି। ସେହିପରି, ବୋଲର ନବଦୀପ ସୈନୀ ସିଡନୀରେ ଟେଷ୍ଟରେ ପର୍ଦାପଣ କରିବେ। ସୈନୀ ଆହତ ଉମେଶ ଯାଦବଙ୍କ ସ୍ଥାନ ଗ୍ରହଣ କରିଛନ୍ତି।

ଏକାଦଶ-ରୋହିତ ଶର୍ମା,ଶୁଵମନ ଗିଲ,ଚେତେଶ୍ୱର୍ ପୂଜାରା,ଅଜିଙ୍କ୍ୟେ ରହନେ(ଅଧିନାୟକ),ହନୁମା ବିହାରୀ,ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା,ରବିଚନ୍ଦ୍ରନ ଅଶ୍ୱିନ,ଯଶପ୍ରିତ ବୁମରା,ମହମ୍ମଦ ସିରାଜ୍ ଓ ନବଦୀପ ସୈନୀ ଅଂଶଗ୍ରହଣ କରିଛନ୍ତି।

Twitter

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *