ରୁଷ ଠାରୁ S-400 କିଣି ମୁସ୍କିଲରେ ପଡିପାରେ ଭାରତ,ଜାଣନ୍ତୁ କଣ ରହିଛି ଏହାର କାରଣ ?

ରୁଷ ରୁ ଏସ-400 କିଣିବାପରେ ଭାରତ ମୁସ୍କିଲରେ ପଡିବାର ଖବର ସମ୍ନାକୁ ଆସୁଛି । ଆମେରିକା ସଂସଦୀୟ ରିପୋର୍ଟରେ ସଂକେତ ମିଳିଛି କି, ରିପୋର୍ଟରେ ଆମେରିକୀୟ ସରକାର ଭାରତ ଉପରେ ବଡ଼ ପ୍ରତିବନ୍ଧକ ଲଗାଇବାକୁ କହିଛନ୍ତି ।

2018 ମସିହାରେ ଭାରତ ରୁଷ ସହିତ ଯେତେବେଳେ ଏହାର ଡିଲ କରିଥିଲା ସେତେବେଳେ ଟ୍ରମ୍ପ ପ୍ରଶାସନ ମଧ୍ୟ ପ୍ରତିବନ୍ଧକର ଧମକ ଦେଇଥିଲା । ରୁଷ ଏସ-400 ପ୍ରତିରକ୍ଷା ପ୍ରଣାଳୀ ଦୁନିଆର ସବୁଠାରୁ ଭଲ ପ୍ରଣାଳୀ ମାନଙ୍କ ମଧ୍ୟରୁ ଏକ ଅଟେ ।

Google

ଆମେରିକା ସଂସଦର ଏକ ସ୍ୱତନ୍ତ୍ର ଏବଂ ଦ୍ଵିଦଳୀୟ ଶୋଧ ଶାଖା ସଂସଦୀୟ ଅନୁସନ୍ଧାନ ସେବା ନିଜର ତାଜା ରିପୋର୍ଟରେ କହିଛନ୍ତି କି, ଭାରତ ପ୍ରଦ୍ୟୋଗୀକ-ସଝାକରଣ ଓ ସହକରଣ ବଢ଼ାଇବାରେ ଉତ୍ସୁକ ରହିଛି । ଯେବେକି ଆମେରିକା ଭାରତ ସହିତ ରକ୍ଷାନୀତିରେ ଆହୁରି ସୁଧାର ଆଣିବା ଓ ରକ୍ଷା କ୍ଷେତ୍ରରେ ଏଫଡିଆଇ ବଢ଼ାଇବା ଆଗ୍ରହ କରିଛି ।

ରିପୋର୍ଟରେ ଆମେରିକା ତରଫରୁ କୁହାଯାଇଛି, ଭାରତ ଯଦି ଏସ-400 ରୁଷ ଠାରୁ କିଣିବ ତାହେଲେ ଆମେରିକା ଭାରତ ଉପରେ ପ୍ରତିବନ୍ଧକ ଲଗାଇବ । ଭାରତ 2019 ମସିହାରେ 80 କୋଟି ଡ଼ଲାରର ପ୍ରଥମ କିସ୍ତି ରୁଷକୁ ଦେଇସାରିଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *