ଅଭିନେତା ସଲମାନ ଖାନଙ୍କ ଭାଇ ଅରବାଜ ଓ ସୋହେଲ ଖାନଙ୍କ ବିରୋଧରେ FIR , ଜାଣନ୍ତୁ ପୁରା ଘଟଣା

ବିଏମସି ଏକ ଅଭିନେତା ସୋହେଲ ଖାନଙ୍କ ବିରୋଧରେ ବଡ଼ ଆକ୍ସନ ନେଇଛି । କରୋନା ଗାଇଡ଼ ଲାଇନ ଭାଙ୍ଗିବା ଆରୋପରେ ବିଏମସି ଏହି ଦୁଇ ଅଭିନେତା ସୋହେଲ ଖାନ ଓ ପୁଅ ନିର୍ବାନ ଖାନଙ୍କ ବିରୋଧରେ FIR ଅଭିଯୋଗ କରିଛନ୍ତି । ଏହି ଲୋକଙ୍କ ଉପରେ ବିଏମସିକୁ ମିଛ ସୂଚନା ଦେବା ଅଭିଯୋଗ ଆସିଛି । ଏହି ଲୋକମାନେ ୟୁଏଇରୁ ମୁମ୍ବାଇ ଫେରିଥିଲେ ଓ ଶପଥପତ୍ର ଦେଇ ବିଏମସିକୁ କହିଥିଲେ କି, ଏମାନେ ତାଜ ହୋଟେଲେରେ ସଙ୍ଗରୋଧରେ ରହିବେ କିନ୍ତୁ ଏମାନେ ତାଜ ହୋଟେଲ ନଯାଇ ସିଧା ବାନ୍ଦ୍ରା ସ୍ଥିତ ନିଜ ଘରକୁ ଚାଲିଯାଇଥିଲେ ।

Google

ହୁଏତ ଦେଶରେ ପ୍ରତେକ ସ୍ଥାନରେ ଲକଡାଉନ ବନ୍ଦ କରିଦିଆଯାଇଛି କିନ୍ତୁ କରୋନାକୁ ନେଇ ଉଚିତ ଗାଇଡ଼ ଲାଇନ ପାଳନ କରିବା ଆବଶ୍ୟକ । ଲକଡାଉନ ପରେ କେତେକ ବଲିଉଡ ଅଭିନେତା ବିଦେଶକୁ ଶୁଟିଂ କରିବାକୁ ଗଲେ ଓ କିଛି ଛୁଟି ମନାଇବାକୁ ଗଲେ । କେତେକ ଷ୍ଟାର ଏହି ନିୟମର ପାଳନ ମଧ୍ୟ କରିଥିଲେ । କିନ୍ତୁ କିଛି ଷ୍ଟାର ମଧ୍ୟ ଏହି ନିୟମ ମାନିବାରେ ଅବହେଳା କରିଥିଲେ, ଏମିତି ହିଁ କିଛି ସଲମାନ ଖାନଙ୍କ ଭାଇ ଅରବାଜ ଖାନ ଓ ସୋହେଲ ଖାନ କରିଥିବାର ଦେଖିବାକୁ ମିଳିଲା ।

ନିର୍ବାନ ଖାନ ମଧ୍ୟ ଫସିଗଲେ :-

ବିଏମସି ଉଭୟ ଅଭିନେତାଙ୍କ ପରେ ସୋହେଲଙ୍କ ପୁଅ ନିର୍ବାନଙ୍କ ଉପରେ ମଧ୍ୟ ଏଫଆଇଆର ଆଣିଛି । ଏଥିରେ ଏହା ତୟ ହୋଇଗଲା କି, ସୋହେଲ ଓ ଅରବାଜଙ୍କ ମୁସ୍କିଲ ବଢିଗଲା । ଏହାପୂର୍ବରୁ ଏହି ଷ୍ଟାର ମାନଙ୍କୁ ମାସ୍କ ନଲଗାଇବାରୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା । କିନ୍ତୁ ଏହିଥର ମାମଲା ବହୁତ ଗମ୍ଭୀର ଜଣାପଡୁଛି । ଆଗକୁ ସେମାନଙ୍କ ସହିତ କଣ ହେବ ଏହା କେବଳ ସମୟ କହିବ । ବର୍ତ୍ତମାନ ଭାଇ ସଲମାନ ଖାନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *