ଅକ୍ଷୟ କୁମାର ଦେଲେ ବଡ଼ ସୂଚନା, ଆସିବାକୁ ଯାଉଛି FAU-G ଗେମ,ଏହିଦିନ ଠାରୁ ମୋବାଇଲରେ କରି ପାରିବେ ଡାଉନଲୋଡ

ଗାଲୱାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ବିବାଦ ପରେ ସରକାର ପବଜୀ ସମେତ କେତେକ ଚାଇନିଜ ଆପ ଗୁଡିକୁ ଦେଶରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଏହାପରେ ଏକ ଗେମ ଭାରତୀୟ ସୈନ୍ୟ ମାନଙ୍କୁ ଆଖି ଆଗରେ ରଖି ବନାଯାଇଥିଲା ଫୋୖଜୀ ଗେମ ଓ ଏହି ଗେମ ବର୍ତ୍ତମାନ ଜାନୁଆରୀ 26 ତାରିଖ ଗଣତନ୍ତ୍ର ଦିବସରେ ଡାଉନଲୋଡ଼ ହୋଇପାରିବ ବୋଲି ଖବର ଆସିଯାଇଛି । ଏହି ଗେମକୁ ପ୍ରାୟ 10 ଲକ୍ଷ ଲୋକ ପ୍ରି ରେଜିଷ୍ଟର କରିଥିଲେ ।

ୟୁଜର ବହୁତ ଉତ୍ସାହର ସହିତ ଏହାର ଅପେକ୍ଷା କରିଛନ୍ତି :-

ବଲିଉଡ଼ ଅଭିନେତା ଅକ୍ଷୟ କୁମାର ନିଜ ଟ୍ୱିଟର ଆକାଉଣ୍ଟରେ ଏହି ସ୍ବଦେଶୀ ଫୌଜୀ ଗେମର ଏନ୍ଥମ ରିଲିଜ କରିଛନ୍ତି । ଅକ୍ଷୟ ଜାନୁଆରୀ 3 ତାରିଖରେ ଏନ୍ଥମ ଦେବାପରେ ପ୍ରି ରେଜିଷ୍ଟର ପାଇଁ ମଧ୍ୟ ଲିଙ୍କ ଦେଇଥିଲେ । ଆପଣଙ୍କୁ ଜଣାଇଦେଉଛୁ କି, ଏହି ଗେମର ପ୍ରି ରେଜିଷ୍ଟ୍ରେସନ ଜାନୁଆରୀ 29 ତାରିଖରୁ ଲଞ୍ଚ କରାଯାଇଥିଲା ।

Google

ଏହି ଗେମର 20 ପ୍ରତିଶତ ରେଭେନ୍ୟୁ ଟ୍ରଷ୍ଟକୁ ଦାନ କରାଯିବ :-

ଅକ୍ଷୟ ଟ୍ୱିଟର କରି ଲେଖିଥିଲେ, ଦେଶର ଭିତରେ ଲଢେ଼ଇ କିମ୍ବା ବର୍ଡରରେ ହେଉ, ଭାରତର ବୀର ସର୍ବଦା ଉପରେ ଛିଡା ହୁଅନ୍ତି । ସେମାନେ ବହୁତ ସାହସୀ ଅଟନ୍ତି ଓ ବାହାଦୂର ମଧ୍ୟ। ଅକ୍ଷୟ କହିଥିଲେ, ଏହି ଗେମ ଜାନୁଆରୀ 26 ତାରିଖରେ ଲଞ୍ଚ କରାଯିବ ଓ 20 ପ୍ରତିଶତ ରେଭେନ୍ୟୁ ସୈନ୍ୟ ଟ୍ରଷ୍ଟକୁ ଦିଆଯିବ।

nCORE Games ର ଟ୍ୱିଟର ହ୍ୟାଣ୍ଡଲରୁ ଏହି ଗେମର ଝଲକ ଦେଖିବାକୁ ମିଳିବ । 1 ମିନିଟ 38 ସେକେଣ୍ଡର ଏହି ଭିଡ଼ିଓରେ ଫୋୖଜୀ ମାବଙ୍କ ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *