ଅଟୋ ପାର୍ଟସରୁ ମିଳିଲା କରୋନା ଭାଇରସ,ଚାଇନାରେ ସୃଷ୍ଟି ହେଲା ହଲଚଲ,ଜାଣନ୍ତୁ ପୁରା ଖବର

ସାରା ଦୁନିଆ ବର୍ତ୍ତମାନ କରୋନା ବିପକ୍ଷରେ ଲଢ଼ୁଥିବା ବେଳେ କରୋନାର ନୂଆ ଷ୍ଟ୍ରେନ ଲୋକମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଠିକ ଏହିସମୟରେ ଚୀନରୁ କରୋନାକୁ ନେଇ ଏକ ଖବର ସମ୍ନାକୁ ଆସିଛି ।

ଚୀନରେ ଅଟୋ ପାର୍ଟ କାରବାର କରୁଥିବା କମ୍ପାନୀର ପ୍ୟାକେଜିଂ ସାମ୍ପଲ ନିଆଯିବାପରେ କରୋନା ସଂକ୍ରମିତ ମିଳିଥିଲା ଓ ଏହା ଜାଣିବା ପରେ ସେଠାର ଲୋକଙ୍କ ନିଦ ଉଡିଯାଇଛି । ଅଟୋ ପାର୍ଟ ସାମ୍ପଲ ଦେଶର ଅଲଗା ଅଲଗା ଅଞ୍ଚଳରୁ ନିଆଯାଇଥିଲା ଏହାପରେ କରୋନା ଭାଇରସ ମହଜୁଦ ଥିବାର ପ୍ରମାଣ ମିଳିଥିଲା ।

Google

ଚୀନର covid-19 କାର୍ଯ୍ୟାଳୟ ଅନୁସାରେ, ଶନିବାର ସଇଁ ଉତ୍ତର ଚୀନର ଶଂକ୍ସି ପ୍ରାନ୍ତରେ ଜିନ ଚେଙ୍ଗ ସହରରେ ରୋଗ ନିୟନ୍ତ୍ରଣ ଓ ରୋକଥମର ସ୍ଥାନୀୟ କେନ୍ଦ୍ର ଅଟୋ ଟ୍ରାୟଲ ପ୍ୟାକେଜିଂ ଉପରେ ଭାଇରସର ପତା ଲଗାଇଛି ।

ଏହାପରେ ଏମରଜେନ୍ସି ଟ୍ରିଟମେଣ୍ଟ ଆରମ୍ଭ କରାଗଲା ଓ ଜିନିଷ ସହିତ ସମ୍ପର୍କରେ ଆସିଥିବା କର୍ମଚାରୀଙ୍କୁ ଅଲଗା କରିଦିଆଗଲା । ସେହି କର୍ମଚାରୀ ମାନଙ୍କୁ ଛାଡି ବାକି ଲୋକମାନଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ସଂକ୍ରମିତ ଜିନିଷକୁ ପୁରା ଭାବରେ ସିଲ କରିଦିଆଗଲା ।

ସ୍ଥାନୀୟ ଅଧିକାରୀ ମୁତାବିକ, ଅଟୋ ପାର୍ଟ ପ୍ୟାକେଜିଂରୁ ନିଆଯାଇଥିବା ତିନି ଅନ୍ୟ ପଜିତିଭି ନମୁନା ହେବେଇ ପ୍ରାନ୍ତଃର କଂଗଜୁ ସହରରର ଓ ସେଡଙ୍ଗ ପ୍ରାନ୍ତ ର ୟାନ୍ତାଇ ଓ ଲିନୀରେ ମିଳିଥିଲା ।

ଅଟୋ ପାର୍ଟର ବିକ୍ରି ପାଇଁ ବେଜିଂର ଏକ କର୍ମଚାରୀଙ୍କୁ covid-19 ରୁ ମୁକ୍ତି ମିଳିବାପରେ ସହରର ବିଭିନ୍ନ କର୍ମଚରୀଙ୍କ ଉପରେ ନ୍ୟୁକ୍ଲିକ ଟେଷ୍ଟ କରାଯାଉଛି । କିଛି ଅଟୋ ପାର୍ଟସ ମଧ୍ୟରେ ଭାଇରସ ରହିଥିବାର କୁହାଯାଉଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *