ରୋମାଣ୍ଟିକ ଭାବରେ ପ୍ରପୋଜ କରୁଥିବା ସମୟରେ ୬୫୦ ଫୁଟ ଉଚ୍ଚତା ବିଶିଷ୍ଟ ଚଟାଣରୁ ଖସି ପଡିଲେ ମହିଳା,ଜାଣନ୍ତୁ ପୁରା ଘଟଣା

ସମୁଦ୍ର କୂଳ ହେଉ କିମ୍ବା ବରଫରେ ଢଳିଥିବା ପାହାଡ଼, ଏହିସବୁ ସ୍ଥାନରେ ନିଜର ପ୍ରେମ ପ୍ରତିପାଦନ କରିବା ଏକ ସ୍ମୃତି ହୋଇରହିଯାଏ । ଏମିତି ଏକ ଘଟଣା ଘଟିଛି ୟୁରୋପ ମହାଦେଶ ଅଷ୍ଟ୍ରିଆର ଏକ କପଲଙ୍କ ସହିତ ଯେତେବେଳେ ଗାର୍ଲଫ୍ରେଣ୍ଡ ନିଜର ପ୍ରେମିକକୁ ପ୍ରପୋଜ କରିବାକୁ ଯାଏ ତ ସେତେବେଳେ ଏହି ଘଟଣା ଘଟିଲା ଯାହାକୁ କେହିବି ବିଶ୍ୱାସ କରିପାରିବେ ନାହିଁ ।

କଣ ହେଲା ପୁରା ଘଟଣା ? :-

ଅଷ୍ଟ୍ରିଆର କାରିନଥିୟାର ଫ୍ଲକର୍ଟ ପାହାଡ଼ରେ ଦୁଇଜଣ କପଲ ପ୍ରେମ ମୁହୂର୍ତ୍ତ କଟାଇବା ପାଇଁ ଯାଇଥିଲେ । ଯେତେବେଳେ 27 ବର୍ଷର ଯୁବକ ନିଜ 32 ବର୍ଷର ପ୍ରେମିକାଙ୍କ ଆଗରେ ପ୍ରପୋଜ କରିଥିଲେ ସେତେବେଳେ ପ୍ରେମିକା ହଁ କହିବା ସମୟରେ ଗୋଡ଼ ଖସିଯିବାରୁ 650 ଫୁଟ ଉଚ୍ଚତାରୁ ତଳକୁ ଖସି ପଡ଼ିଥିଲେ । ଏହାପରେ ପ୍ରେମିକ ତାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଡେଇଁ ପଡିଥିଲା ଓ 50 ଫୁଟ ଯାଇ ଏକସ୍ଥାନରେ ଲାଖି ଯାଇଥିଲେ ।

Google

ସନ୍ତୁଳନ ହରାଇବାରୁ ଦୁର୍ଘଟଣା ହେଲା :-

ଏକ ପୋଲିସ ଅଧିକାରୀ କହିଥିଲେ କି, ବରଫ ଚାଦର ପଡ଼ିଥିବାରୁ ଉଭୟ ବର୍ତ୍ତି ଯାଇଥିଲେ ଓ ଉଭୟ କପଲ ଭାଗ୍ୟବାନ ମଧ୍ୟ ଥିଲେ । ବରଫ ପାହାଡ଼ କଡରେ ଛିଡା ହୋଇଥିବା କପଲଙ୍କ ମଧ୍ୟରୁ ପ୍ରଥମେ ଝିଅ ପଡିଯାଇଥିଲା ଓ ଯୁବକ ଜଣକ 50 ଫୁଟ ଉଚ୍ଚତାରୁ ଖସି ଲାଖି ଯାଇଥିଲେ ।

ହେଲିକେପ୍ଟର ଜରିଆରେ ଉଦ୍ଧାର କରାଗଲା :-

ଜଣେ ବ୍ୟକ୍ତି ଏହାକୁ ଦେଖି ସୁରକ୍ଷାକର୍ମୀଙ୍କୁ ସୂଚନା ଦେବାପରେ କପଲଙ୍କୁ ହେଲିକେପ୍ଟର ଜରିଆରେ ଉଦ୍ଧାର କରାଗଲା ଓ ସେମାନଙ୍କୁ ଆଘାତ ଲାଗିଥିଲା କିନ୍ତୁ ବର୍ତ୍ତମାନ ସେ ଏବେ ଠିକ ଅଛନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *