ଯୁବରାଜ କିଣିଲେ ମିନି କୁପର କାର,ମୂଲ୍ୟ ଜାଣିଲେ ସତରେ ଚମକି ପଡିବେ,ଜାଣନ୍ତୁ କାରର ମୂଲ୍ୟ ?

ଭାରତୀୟ କ୍ରିକେଟ ଦଳର ପୂର୍ବ ଖେଳାଳି ଯୁବରାଜ ସିଂହ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ସେ ଘରୋଇ କ୍ରିକେଟରେ ଖେଳିବାକୁ ଚାହାଁନ୍ତି କିନ୍ତୁ ବିସିସିଆଇ ତାଙ୍କୁ ବାରଣ କରିଛି । କ୍ରିକେଟ ଖେଳିବା ସହ ଯୁବରାଜ ସିଂହ ମହଙ୍ଗା ଗାଡି ଚଳାଇବାକୁ ବହୁତ ପସନ୍ଦ କରିଥାନ୍ତି । ସେ ବର୍ତ୍ତମାନ ଏକ କଣ୍ଟ୍ରିମ୍ୟାନ କୁପର ଏସ ଜେସିଡ଼ବ୍ଲ୍ୟୁ କାର କିଣିଛନ୍ତି ।

ଯୁବରାଜ ଓ ତାଙ୍କ ପତ୍ନୀ ହାଜେଲ କିଚ ଏହି କାରର ଡ଼ିଲିଭରୀ ନେଇଛନ୍ତି । ଯୁବରାଜ ଲାଲ ରଙ୍ଗର କାର ଚୟନ କରିଛନ୍ତି । ତାଙ୍କ ଫ୍ୟାନ୍ସମାନେ ଲଗାତାର ଏହାର ଫୋଟୋ ସୋସିଆଲ ମିଡିଆରେ ଶେୟର କରିଛନ୍ତି । ଏହି ଗାଡିର ମୂଲ୍ୟ 42.40 ଲକ୍ଷ ଅଟେ । ଏହି କାର 7.5 ସେକେଣ୍ଡରେ 100 କିଲୋମିଟର ପ୍ରତିଘାଣ୍ଟ ବେଗରେ ଦୌଡିପାରିବ । ଏହାବ୍ୟତୀତ ଯୁବରାଜଙ୍କ ପାଖରେ ମହଙ୍ଗା କାର ମଧ୍ୟ ରହିଛି । ତାଙ୍କ ଗ୍ୟାରେଜରେ ବିଏମଡବ୍ଲ୍ୟୁ ଏମ3ଇ 46 ଉପଲବ6 ରହିଛି ।

Google

ଯୁବରାଜଙ୍କ ପାଖରେ ବିଏମଡବ୍ଲ୍ୟୁ ଏମ 5ଇ 60, ବିଏମଡବ୍ଲ୍ୟୁ ଏକ୍ସ 6 ଏମ, ଅଡ଼ି କ୍ୟୁ 5, ଲାମ୍ବରଗିନି ମର୍ସିଏଲେଗୋ ସାମିଲ ରହିଛି । ଏମାନଙ୍କ ମଧ୍ୟରୁ ଯୁବରାଜ ବିଏମଡବ୍ଲ୍ୟୁ ଏକ୍ସ 6 କୁ ବହୁତ ପସନ୍ଦ କରନ୍ତି । ସେ ଏହି କାର ସହିତ ଲଗାତାର ଦେଖାଯାଇଥାନ୍ତି । ଯୁବରାଜଙ୍କ ବ୍ୟତୀତ ମହେନ୍ଦ୍ର ସିଂହ ଧୋନୀ ଓ କୋହଲିଙ୍କ ପାଖରେ ବହୁତ ମହଙ୍ଗା କାର ରହିଛି ।

ଯୁବରାଜ ବିସିସିଆଇକୁ ନିଜର ସନ୍ୟାସ ଫେରାଇ ନେବାପାଇଁ ମାଗିଥିଲା କିନ୍ତୁ ଏହି ବୋର୍ଡ଼ ମନାକରିଦେଇଥିଲା । ବିସିସିଆଇ ତାଙ୍କୁ ଗ୍ରୀନ ସିଗନାଲ ଦେଇନଥିଲେ । ନିୟମ ମୁତାବିକ ଯଦି କୌଣସି ଖେଳାଳି ବିଦେଶୀ ଲିଗ ଖେଳିଥାନ୍ତି ତାହେଲେ ତାଙ୍କୁ ଆଇପିଏଲ ଓ ଡୋମେଷ୍ଟିକ ଲିଗରେ ଭାଗ ଦିଆଯାଇପାରିବ ନାହିଁ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *