ଝରାଫୁଲଙ୍କ ମୋବାଇଲର ସିମ ଭାଙ୍ଗିଦେଇଥିଲେ ବାପା

ଦିନକୁ ଦିନ ଅଧିକ ରୋମାଞ୍ଚକର ହେବାରେ ଲାଗିଛି ଝରାଫୁଲଙ୍କ ମୃ-ତ୍ୟୁ ର-ହ-ସ୍ୟ। ତ-ଦ-ନ୍ତ ସମୟରେ, ନୂଆ ନୂଆ ଖବର ସାମନାକୁ ଆସିବାରେ ଲାଗୁଛି। ଆଜି ଆଉ ଏକ ତଥ୍ୟ ସାମନାକୁ ଆସିଛି। ଏହି ତଥ୍ୟରେ, ଝରାଫୁଲଙ୍କ ସିମ ଭାଙ୍ଗିଦେଇଥିଲେ ତାଙ୍କ ବାପା …

Read More

କୃଷକଙ୍କ ଟ୍ରାକ୍ଟର ପ୍ୟାରେଡ଼ ସମୟରେ ହୋଇଥିବା ହିଂ-ସା-କୁ ନେଇ ଶେଷରେ ପାଟି ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦୀ,ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ଜାନୁଆରୀ ୩୧)ରେ ୨୦୨୧ ମସିହାର ପ୍ରଥମ “ମନ କି ବାତ” କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି | ୭୩ ତମ “ମନ କି ବାତ” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର …

Read More

ରାହୁଲ ଗାନ୍ଧୀ ବିରିୟାନୀ ଖାଇବାକୁ ଗଲେ କ୍ଷେତ ଭିତରକୁ ,ନିଜ ହାତରେ ପ୍ରସ୍ତୁତ କଲେ ପିଆଜ ଓ ଦହି ସାଲାଡ଼,ଜାଣନ୍ତୁ ପୁରା ଖବର

ତାମିଲନାଡ଼ୁ ରେ ଏହିଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାମିଲନାଡ଼ୁର କିଛି ଗ୍ରାମୀଣ ଲୋକମାନଙ୍କ ସହିତ ବିରିୟାନୀ ତଥା ମସରୁମ ବିରିୟାନୀର ସ୍ୱାଦ ଚାଖିବାକୁ ଯାଇଛନ୍ତି । ଏହାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି …

Read More

ଜିଓ ନିଜର ଗ୍ରାହକଙ୍କୁ ଦେଲା ବଡ଼ ଚେତାବନୀ, ଭୁଲରେ ବି କରନ୍ତୁ ନାହିଁ ଏମିତି କାମ,ଜାଣନ୍ତୁ ସମ୍ପୂର୍ଣ ସୂଚନା

ସର୍ବଦା ନିଜର ୟୁଜର୍ସ ମାନଙ୍କ ପାଇଁ କମାଲ ଅଫର ଆଣୁଥିବା ଜିଓ ନିଜର ଗ୍ରାହକଙ୍କୁ ମେସେଜ ଜରିଆରେ ସତର୍କ କରାଇ ଦେଇଛି । କମ୍ପାନୀ ନିଜର ସବସକ୍ରାଇବରଙ୍କୁ କହିଛି କି, କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ସୂଚନା ଦିଅନ୍ତୁ ନାହିଁ । …

Read More

ଗ୍ୟାସ ସିଲିଣ୍ଡର ଠାରୁ ନେଇ ଏଟିଏମରୁ ଟଙ୍କା ଉଠାଇବା ପର୍ଯ୍ୟନ୍ତ ସବୁ ନିୟମରେ ଫେବୃଆରୀ ୧ ତାରିଖରୁ ହେବ ପରିବର୍ତ୍ତନ,ଜାଣନ୍ତୁ କଣ କଣ ସବୁ ନିୟମ ପରିବର୍ତନ ହେବ ?

ଫେବୃଆରୀ 1 ତାରିଖରୁ ଭାରତରେ 5ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ଲୋକମାନଙ୍କ ନିତିଦିନିଆ ଜୀବନ ଉପରେ ଖାଆସ ପ୍ରଭାବ ପକାଇବାକୁ ଯାଉଛି । ଏହି ନୂଆ ନିୟମରେ କିଛିଟାରେ ଆପଣଙ୍କୁ ଛାଡ଼ ମିଳୁଥିବା ସମୟରେ ବାକି …

Read More

ବେ-ଇ-ମା-ନ ପୁଅ : ଖାଇବା ଦେବାରେ ଡେରି ହେବାରୁ, ମା’କୁ ମା-ରି-ଦେଲା ପୁଅ,ଆଗରୁ ମଧ୍ୟ ମା-ରି-ଥିଲା ବାପାକୁ,ଜାଣନ୍ତୁ ପୁରା ଘ-ଟ-ଣା

ନୃ-ଶଂସ ପାଲଟିଲା ଜନ୍ମକଲା ପୁଅ। ବୃଦ୍ଧା ମା’କୁ ଠେ-ଙ୍ଗାରେ ପି-ଟି-ପି-ଟି ହ-ତ୍ୟା କଲା ପୁଅ। ଆଉ ପରେ ମୃ-ତ ଦେହକୁ ଘର ଅଗ-ଣାରେ ଜ-ଳାଇ ମଧ୍ୟ ଦେଇଥିଲା। ଏହିଭଳି ଘ-ଟଣା ଦେଖିବାକୁ ମିଳିଛି, ପଶ୍ଚିମ ସିଂହଭୂମି ଜିଲ୍ଲାର ଜୋଜୋଗୁଟ ଗ୍ରାମରେ। ପୋ-ଲି-ସ …

Read More

ସ୍ବାମୀ ଶୋଇଥିବା ସମୟରେ ପତ୍ନୀ ଘଟାଇଲା ଏମିତି କାଣ୍ଡ,ମହିଳାଙ୍କ ଡ୍ରେସ ପିନ୍ଧାଇ ଉଠାଇଲା ଫୋଟୋ,ଆଉ ତା ପରେ ..ଜାଣନ୍ତୁ ପୁରା ଘଟଣା

ସୋ-ସିଆ-ଲ ମିଡ଼ିଆରେ ଏବେ ଜଣେ ବ୍ୟକ୍ତିଙ୍କ ଫଟୋଚିତ୍ର ଭା-ଇରା-ଲ ହେବାରେ ଲାଗିଛି। ସେ ଶୋଇଛନ୍ତି, କିନ୍ତୁ ପିନ୍ଧିଛନ୍ତି ମହିଳାଙ୍କ ପୋଷାକ। ଆପଣ ଭାବୁଛନ୍ତି କି, ସେ ଏମିତି ପୋଷାକ କାହିଁକି ପିନ୍ଧିଛନ୍ତି। ଠିକ ଭାବରେ ଦେଖିଲେ, ଆପଣ ଜାଣିପାରିବେ ସେ ପୋଷାକ …

Read More

ଅନଲାଇନ ଗେମ ଖେଳିବା ପଡିଲା ମହଙ୍ଗା, ଉଡ଼ିଗଲା ଲକ୍ଷେ ଟଙ୍କା,ଜାଣନ୍ତୁ ପୁରା ଖବର

ଅନଲାଇନ ଗେମ ଫ୍ରି-ଫାୟାର ଖେଳି ୧୧ ବର୍ଷର ପୁଅ ଆକାଉଣ୍ଟରୁ ଉଡାଇଲେ ଲକ୍ଷେ ଟଙ୍କା। ଟଙ୍କା କୁଆଡେ ଗଲା ବୋଲି ଖୋ-ଜାଖୋ-ଜି କରି ବାପା ସାଇ-ବର ଥା-ନାରେ ଦ୍ବାରସ୍ଥ ହୋଇଥିଲେ। ପୋ-ଲିସ ତ-ଦନ୍ତ କରିବା ପରେ, ଗେମ ଖେଳି ଟଙ୍କା ଉଡ଼ାଇ …

Read More

ଭାରତ ବନାମ ଇଂଲଣ୍ଡ : ଟେଷ୍ଟ ଅଧିନାୟକ ଭାବରେ ମହେନ୍ଦ୍ର ସିଂ ଧୋନିଙ୍କ ଏହି ରେକର୍ଡ ଭାଙ୍ଗିପାରନ୍ତି ବିରାଟ କୋହଲି,ଜାଣନ୍ତୁ ସେ ରେକର୍ଡ ବିଷୟରେ

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ତିନି ଟେଷ୍ଟ ମ୍ୟାଚ ମିସ କରିବା ପରେ ବିରାଟ କୋହଲିଙ୍କୁ ଇଂଲଣ୍ଡ ବିରୁଦ୍ଧରେ ହେବାକୁ ଯାଉଥିବା ଟେଷ୍ଟ ସିରିଜରେ କ୍ୟାପଟେନ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି|କୋହଲିଙ୍କ ନେତୃତ୍ୱରେ ଶେଷଥର ପାଇଁ ଭାରତୀୟ ଦଳ ଏଡିଲେଡ ଟେଷ୍ଟ ମ୍ୟାଚରେ କରିଥିଲେ, …

Read More

ଭାରତ-ଇଂଲଣ୍ଡ: ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳିବେନି ଇଂଲଣ୍ଡର ଏହି ଷ୍ଟାର ଖେଳାଳି, ଜାଣନ୍ତୁ କିଏ ?

ବେୟରଷ୍ଟୋଙ୍କୁ ଆରମ୍ଭରୁ ଚାରି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚ ପାଇଁ ବିଶ୍ରାମ ଦିଆଯାଇଥିଲା, କିନ୍ତୁ ଥର୍ପ କହିଲେ ଯେ ସେ ଚେନ୍ନାଇରେ ୧୩ ଫେବୃଆରୀ ଠାରୁ ଆରମ୍ଭ ହେବାକୁ ଯାଉଥିବା ଅନ୍ୟ ଟେଷ୍ଟରେ ଉପଲବ୍ଧ ହେବେ| ଇଂଲଣ୍ଡର …

Read More