ମହାମାରୀକୁ ନେଇ ଭବିଷ୍ୟବାଣୀ କରିଥିବା ବିଲ ଗେଟସ ଦେଲେ ବଡ ବୟାନ, ଆଗାମୀ ୨୦୨୧ ବର୍ଷ କେମିତି କଟିବ ?

ବିଜନେସ ଟାଇକୁନ ଓ ମାଇକ୍ରୋସଫ୍ଟ କମ୍ପାନୀର କୋ-ଫାଉଣ୍ଡର ବିଲ ଗେଟସ କରୋନାକୁ ନେଇ ସାବଧାନ ଅବଲମ୍ବନ କରିବାକୁ କହୁଥିବା ସମୟରେ ଏହା ଉପଦେଶ ଦେଉଛନ୍ତି କି, ଭାଇରସକୁ ନେଇ ଆସୁଥିବା ଭ୍ୟାକ୍ସିନ 2021 ମସିହାରେ କଣ କାରନାମା କରିପାରିବ ଓ ତାଙ୍କର ମାନିବା କଥା ହେଉଛି ଏହି ଭ୍ୟାକ୍ସିନ ଦ୍ୱାରା ଆଗାମୀ ବର୍ଷ କିଛି ଜିନିଷ ସୁଧୁରିଯିବ ।

ବିଲ ଗେଟସ ଏବେଏବେ ନିଜର ବ୍ଲଗରେ ଏହିବର୍ଷ ଘଟିବାକୁ ଯାଉଥିବା ଘଟଣା ସମ୍ଵନ୍ଧରେ କିଛି କହିଥିଲେ । ଗେଟସଙ୍କ ଏହି ପୋଷ୍ଟରେ ଲେଖାଥିଲା 2021 ବହୁତ ସହଜ ହେବନାହିଁ । ବିଲ ଗେଟସଙ୍କ ମୁତାବିକ, 2021 ରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ବହୁତ ଚ୍ୟାଲେଞ୍ଜ ରହିବ ଏବଂ ତାଙ୍କ ମାନିବା ହେଲା ଜିନିଷ ଗୁଡିକ ଆଗାମୀ ସମୟରେ ବହୁତ ନିୟନ୍ତ୍ରଣ ହୋଇଯିବ ।

ବର୍ତ୍ତମାନ ସେ କିନ୍ତୁ 2021 ମସିହାକୁ ନେଇ ପଜିଟିଭ ରହିଛନ୍ତି। ପଜିଟିଭ ରହିବାର ଦୁଇଟି ଉପାୟ ହେଲା ସାମାଜିକ ଦୂରତା, ମାସ୍କ ବ୍ୟବହାର କରି ଲୋକମାନେ ଭାଇରସ ବ୍ୟାପିବା କମ କରିଦେଇଛନ୍ତି ଓ ଦ୍ଵିତୀୟରେ ଲକଡାଉନ କାରଣରୁ ଗ୍ଲୋବାଲରେ ସୁଧାର ଆସିଛି । ଏହାପରେ ସେ ଦୁନିଆର ସମସ୍ତ ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ କାରଣ ସେମାନେ ଫାଇଜର, ମଡ଼ରନା ଓ ଅଷ୍ଟ୍ରଜେନେକା ଭଳି ଭ୍ୟାକ୍ସିନ କରୋନା ବିରୁଦ୍ଧରେ ବ୍ୟବହାର କରିଥିଲେ ।

Google

ସେ କହିଥିଲେ, ବିଶ୍ୱବାପୀ ସହଯୋଗକୁ ନେଇ ଆଗାମୀ ବର୍ଷ ମୁଁ ପଜିଟିଭ ରହିଛି । ସେ ଏହାପରେ କହିଥିଲେ ଆମେ ଭାଇରସ ବିପକ୍ଷରେ ଓ କ୍ଳାଇମେଟକୁ ନେଇ ଆବଶ୍ୟକତା ନିଷ୍ପତ୍ତି ନେବା ଆବଶ୍ୟକ ।

ଏହାପୂର୍ବରୁ ବିଲ ଗେଟସ 2018 ମସିହାରେ ଏକ ସଭାରେ କହିଥିଲେ, ଆଗାମୀ କିଛିବର୍ଷରେ ଦୁନିଆ ଏକ ବହୁତ ବଡ଼ ଭାଇରସର ସାମ୍ନା କରିବାକୁ ଯାଉଛି ଓ ଏହି ଭାଇରସ ପାଖରେ ଏତେ କ୍ଷମତା ଅଛି ଯେ, ସେ ପ୍ରାୟ 6 ମାସ ଭିତରେ 3 କୋଟି ଜୀବନ ନେଇଯିବ ।

ଠିକ ଦୁଇବର୍ଷ ପରେ 2020 ମସିହାରେ ଗେଟସଙ୍କ ଏହି ଭବିଷ୍ୟବାଣୀ ସତ ହୋଇଯାଇଥିଲା । ବିଲ ଗେଟସ ଦୀର୍ଘ ସମୟ ଧରି ବିଶ୍ବର ଟପ-5 ଧନୀ ମାନଙ୍କ ମଧ୍ୟରେ ରହିଛନ୍ତି ଏବଂ କରୋନା ବିପକ୍ଷରେ କେତେକ ଫଣ୍ଡିଂ ମଧ୍ୟ କରିସାରିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *