ଆଉ କ୍ରିକେଟକୁ ଫେରିବେ ନାହିଁ ଯୁବରାଜ ସିଂହ,ଦେଖନ୍ତୁ ଯୁବରାଜଙ୍କ ବିପକ୍ଷରେ କଣ କହିଲା ବିସିସିଆଇ

2011 ବିଶ୍ୱକପର ହିରୋ ରହିଥିବା ଯୁବରାଜ ସିଂହଙ୍କ ପାଇଁ ବର୍ତ୍ତମାନ ବଡ଼ ଖରାପ ଖବର ପହଞ୍ଚିଛି । ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଙ୍କ ପ୍ରଶଂସକ ତାଙ୍କ କ୍ରିକେଟକୁ ଫେରିବାପାଇଁ ଆଶା ଜାରି ରଖିଥିଲେ କିନ୍ତୁ ଏହା ପାଣି ପରି ବୋହିଯାଇଛି । ସେହିପରି ବିସିସିଆଇ ତାଙ୍କର ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳିବା ଉପରେ ମୋହର ଲଗାଇଦେଇଛନ୍ତି ।

ଯୁବରାଜ ସିଂହ ଜୁନ 10 ତାରିଖ 2019 ମସିହାରେ ଇଣ୍ଟରନାଶନାଲ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହାପରେ ପଞ୍ଜାବ ଜାତୀୟ ଦଳ ତାଙ୍କୁ ନିବେଦନ କରିଥିଲା କି, ଯୁବରାଜ ଚଳିତବର୍ଷ ହେବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ କ୍ରିକେଟ ଖେଳିପାରନ୍ତି । ଯୁବରାଜ ଏହାକୁ ଗ୍ରହଣ କରି ବିସିସିଆଇ ପାଖରେ ନିଜର ଫେରିବାକୁ ମଞ୍ଜୁରୀ ମାଗିଥିଲେ କିନ୍ତୁ ବିସିସିଆଇ ପଞ୍ଜାବ ତରଫରୁ ଯୁବରାଜ ସିଂହ ଖେଳିବେନାହିଁ ବୋଲି ଘୋଷଣା କରିଦେଲେ ।

Google

ପଞ୍ଜାବ କ୍ରିକେଟ ଆସୋସିଏସନ ଆଶା ରଖିଥିଲା :-

ଆପଣଙ୍କୁ ଜଣାଇଦିଆଯାଉଛି କି, ବର୍ଷ 2011 ରେ ଖେଳାଯାଇଥିବା ବିଶ୍ୱକପ ଫାଇନାଲ୍ ପରେ ଯୁବରାଜଙ୍କୁ ‘ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ’ ଆୱାର୍ଡ ମିଳିଥିଲା । ଯୁବରାଜ ସିଂହ ଭାରତ ପାଇଁ ମୋଟ 304 ଦିନିକିଆ, 40 ଟି ଟେଷ୍ଟ ଓ 58 ଟି t-20 ମ୍ୟାଚ ଖେଳିଛନ୍ତି । ଏହାପରେ ଅବସର ନେବାପରେ ସେ କାନାଡ଼ା ଗ୍ଲୋବାଲ ପ୍ରିମିୟର ଲିଗରେ ଭାଗ ନେଇଥିଲେ । ପଞ୍ଜାବ ଆସୋସିଏସନ କ୍ରିକେଟ ଯୁବରାଜଙ୍କ କ୍ରିକେଟକୁ ଫେରିବା ନେଇ ଆଶା ରଖିଥିଲା କିନ୍ତୁ ଏହା ଶେଷରେ ବିଫଳ ହୋଇଯାଇଥିଲା ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *