ବାସ ଗୋଟିଏ SMS ଜରିଆରେ ଆପଣ ନିଜର ଆଧାରକୁ ବନାଇ ପାରିବେ ସମ୍ପୂର୍ଣ୍ଣ ସୁରକ୍ଷିତ,ଏବେ ହିଁ କରି ନିଅନ୍ତୁ

ଆଧାରକାର୍ଡ଼ ଏକ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ଅଟେ । ୟୁନିକ ଅଇଡେଣ୍ଟଫିକେସନ ଅଥରିଟି ଦ୍ୱାରା ଜାରି କରାଯାଇଥିବା ଏହି ଆଧାରକାର୍ଡରେ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଡିଟେଲସ ରହିଥାଏ। ଏମିତି କେତେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଆଧାରକାର୍ଡକୁ ନେଇ ଲୋକଙ୍କୁ ଠକାମିର ଶିକାର ହେବାକୁ ପଡିଛି ।

ଆପଣଙ୍କ ଆଧାରକାର୍ଡକୁ ଟାର୍ଗେଟ କରି କେହିବି ଆପଣଙ୍କ ଜରୁରୀ ତଥ୍ୟ ନେଇଯାଇପାରିବ । ଏମିତିରେ ଜରୁରୀ ଅଟେ ଆପଣ ନିଜ ଅଧାରକାର୍ଡର ସୁରକ୍ଷା ସମ୍ପୁର୍ଣ୍ଣ ଭାବରେ ରଖନ୍ତୁ । ଅଧାରକାର୍ଡ ଧାରକ ଏହାକୁ ନେଇ ବହୁତ ଚିନ୍ତିତ ରହିଛନ୍ତି ।

Google

ଅଧାରକାର୍ଡରେ ଯେଉଁ ସୂଚନା ଦିଆଯାଇଥାଏ ତାହା ବହୁୟ ସମ୍ବେଦନଶୀଳ ଅଟେ । ଏଥିରେ ନାମ, ଆଡ୍ରେସସ, ମୋବାଇଲ ନମ୍ବର୍, ଆଇରିସ ସ୍କାନ, ଫିଙ୍ଗର ପ୍ରିଣ୍ଟ ସ୍କାନ ଭଳି ସମ୍ବେଦନଶୀଳ ତଥ୍ୟ ନାଗରିକର ରହିଥାଏ ।

ଏହି ଚିନ୍ତାକୁ ଦୂର କରିବା ପାଇଁ ୟୁଆଇଡ଼ିଏଆଇ ଆଧାର ନମ୍ବରକୁ ଲକ କରିବା ଉପାୟ ମଧ୍ୟ ବାହାର କରିଛି । ଏହାଦ୍ୱାରା ଆଧାରକାର୍ଡ ଜରିଆରେ ହେଉଥିବା ଧୋକାରୁ ବଞ୍ଚିବାରେ ସାହାର୍ଯ୍ୟ ମିଳିଥାଏ । ଖାଆସ କଥା ଏହା ହେଉଛି କି, ଆପଣ କେବଳ ଏକ ଏସଏମଏସ ଦ୍ୱାରା ଏହାକୁ ଲକ କରିପାରିବେ ।

ଏହା ହେଉଛି ପ୍ରୋସେସ :-

ସର୍ବପ୍ରଥମେ 1947 କୁ GETOTP ଲେଖି ଏସଏମଏ ପଠାଇବାକୁ ହେବ ।

– ଏହାପରେ ଧାରକର ଫୋନ ନମ୍ବରକୁ OTP ଆସିବ ।

– OTP ମିଳିବାପରେ କାର୍ଡ ଧାରକକୁ LOCKUID ଲେଖି ପୁଣିଥରେ 1947 କୁ ମେସେଜ ପଠାଇବାକୁ ହେବ ।

– ବର୍ତ୍ତମାନ ଆପଣଙ୍କ ନମ୍ବର୍ ଲକ ହୋଇଯିବ ।

Google

ଆପଣଙ୍କୁ ଜଣାଇଦେଉଛୁ ୟୁଆଇଡ଼ିଏଆଇ ସୁରଖିତ ବିକଳ୍ପ ରୂପରେ ମାସ୍କଡ଼ ଅଧାରକାର୍ଡ ମଧ୍ୟ ଜାରି କରିଛନ୍ତି । ଏହା ଏକ ପ୍ରକାରର ଇଲେକ୍ଟ୍ରୋନିକ୍ସ ଅଧାରକାର୍ଡ ଅଟେ ଯାହାକୁ ଡାଉନଲୋଡ଼ କରାଯାଇପାରିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *