ଉପହାରରେ ମିଳିଲା ସାନ୍ତା କ୍ଳଜ ,ସେଇ ସାନ୍ତା କ୍ଳଜ ସଂସ୍ପର୍ଶରେ ଆସିବାରୁ ୧୫୭ ଲୋକଙ୍କୁ ହେଲା ବେମାର ଓ ୧୮ ଜଣଙ୍କର ହେଲା ମୃତ୍ୟୁ,ଜାଣନ୍ତୁ ପୁରା ଘଟଣା

ଏକ କେୟାର ହୋମ ରେ କୋରୋନା ସଂକ୍ରମିତ ସାନ୍ତା କ୍ଲଜ ର ଆସିବା ଦ୍ଵାରା ସେଠାରେ ରହୁଥିବା ୧୨୧ ଲୋକ ଏବଂ ୩୬ ଷ୍ଟାଫ କୋରୋନା ଦ୍ଵାରା ସଂକ୍ରମିତ ହୋଇ ଯାଇଛନ୍ତି। ଏହାପରେ କୋରୋନା ସଂକ୍ରମିତ ହୋଇଥିବା ୧୮ ଲୋକଙ୍କ ମୃତ୍ୟୁ ହୋଇଗଲା। ଏହି ଘଟଣା ବେଲଜିୟମ ର ଅଟେ।

ଡେଲି ମେଲ ରିପୋର୍ଟ ଅନୁସାରେ, ଦୁଇ ସପ୍ତାହ ପୂର୍ବରୁ ସାନ୍ତା କ୍ଲଜ ନିଜର ସାଥୀ ଙ୍କ ସହିତ ବେଲଜିୟମ ର ଏଣ୍ଟବର୍ପ ର କେୟାର ହୋମ ରେ ପହଞ୍ଚି ଥିଲେ। ଏହାପରେ କୋରୋନା ମାମଲା ବଢିବା ଦ୍ଵାରା ସାନ୍ତା କ୍ଲଜ କୁ ସୁପରସ୍ପ୍ରେଡର ବୋଲି ରାୟ ଦେଇ ଦିଆଗଲା।

Google

୨୪ ଏବଂ ୨୫ ଡିସେମ୍ବର କୁ କେୟାର ହୋମ ରେ ରହୁଥିବା ପାଞ୍ଚଟି ଲୋକଙ୍କର ମୃତ୍ୟୁ ହେଲା। ଆଉଜଣେ ବ୍ୟକ୍ତିକୁ ଅକ୍ସିଯେନ ରେ ରଖା ଗଲା। ରିପୋର୍ଟ ଅନୁସାରେ କେୟାର ହୋମ ରେ ଆସିବାର ତିନିଦିନ ପରେ ସାନ୍ତା ନିଜେ କୋରୋନା ପଯିଟିଭ ରେ ସଂକ୍ରମିତ ହୋଇଥିଲେ।

ସ୍ଥାନୀୟ ମେୟର ବିମ କିୟର୍ଷ କହିଲେ କେୟାର ହୋମ ପାଇଁ କଳା ଦିନ ଅଟେ । ସେ କହିଲେ ଆଗାମୀ ୧୦ ଦିନ ମଧ୍ୟ କଠିନ ରହିପାରେ। ଆରମ୍ଭରେ ମେୟର କହିଲେ ସାନ୍ତା କ୍ଲଜ ଙ୍କ କେୟାର ହୋମ କୁ ଯିବା ଦ୍ଵାରା ନିୟମର ପାଳନ କରାଯାଇଥିଲା। କିନ୍ତୁ ପରେ ଫଟୋଚିତ୍ର ଆଧାରରେ ସେହି ନିୟମର ପାଳନ ହୋଇ ନାହିଁ।

କହିବାକୁ ଗଲେ ବେଲଜିୟମ ରେ ଏକ ପ୍ରମୁଖ ବାୟୋରଲଜିଷ୍ଟ ମାର୍କ ବେନ ରେନ୍ଷ୍ଟ କହିଲେ କି ତାଙ୍କୁ ସନ୍ଦେହ ଅଛି କି ସାନ୍ତା କ୍ଲଜ ଙ୍କ ଯୋଗୁଁ ଲୋକେ ସଂକ୍ରମିତ ହୋଇଛନ୍ତି। ସେ କେୟାର ହୋମ ର ଖରାପ ଭେଣ୍ଟିଲେସନ କୁ କୋରୋନା ବ୍ୟାପିବାର ଅନୁମାନ ଜଣାଇଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *