ପ୍ଲେଟରେ ଖାଦ୍ୟ ଛାଡ଼ିଗଲେ ଦେବାକୁ ପଡିବ ୧ଲକ୍ଷ ଟଙ୍କା ଜୋରିମାନା,ଏହି ଦେଶ ତିଆରି କରିଛି ଶକ୍ତ ଆଇନ,ଜାଣନ୍ତୁ ପୁରା ଖବର

କରୋନା କାରଣରୁ ଦୁନିଆରେ ଚୀନର ନାମ ବହୁତ ଖରାପ ହୋଇଛି|ଭାରତ ସହ ଅନ୍ୟ ଦେଶମାନଙ୍କ ସହ ସମ୍ବନ୍ଧ ମଧ୍ୟ ଖରାପ ହୋଇଛି|ଏହି କାରଣରୁ ବହୁ ଦେଶ ସହ ବ୍ୟାପାରିକ ସମ୍ବନ୍ଧ ଖରାପ ହେତୁ ଏବେ ଚିନ୍ ଖାଦ୍ୟ ସଙ୍କଟ ମଧ୍ୟରେ ଗତି କରୁଛନ୍ତି|

ଖାଦ୍ୟସଙ୍କଟକୁ ଦେଖିକି ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଅପରେସନ୍ ଏମ୍ପଟି ପ୍ଲେଟ୍ ଆରମ୍ଭ କରିଛନ୍ତି|ଏହା ଜରିଆରେ ଖାଦ୍ୟର ଵରବାଦ ରୋକାଯାଇ ପାରିବ|ଏହା ସହ ଲୋକଙ୍କୁ ପ୍ରେରିତ କରାଯାଇପାରିବ ଯେ ଯେତିକି ଖାଇବା କଥା ସେତିକି ଅର୍ଡର୍ କରନ୍ତୁ|

<p>कोरोना की वजह से दुनिया में चीन का काफी नाम खराब हुआ है। भारत सहित कई देशों के साथ चीन के रिश्ते खराब हुए हैं। इस वजह से कई देशों के साथ उसके व्यापारिक रिश्तों में कड़वाहट आई है, जिसके कारण अभी चीन खाद्य संकट से गुजर रहा है।&nbsp;<br />
&nbsp;</p>

ଏବେ ଚୀନ ରେଷ୍ଟୁରାଣ୍ଟରେ ଖାଦ୍ୟ ବରବାଦ କରୁଥିବା ଲୋକଙ୍କୁ ଜରିମାନା ଦେବାକୁ ପଡ଼ିବ|ନୂଆ ପଲିସି ଅନୁସାରେ ଯଦି କିଏ ପ୍ଲେଟରେ ଅଇଁଠା ଖାଦ୍ୟ ଛାଡିଲା ତେବେ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ|ଫାଇନ ଫଳରେ ଲୋକମାନେ କମ ଖାଦ୍ୟ ଅର୍ଡର କରୁଛନ୍ତି|

ଏହି ନୂଆ ପଲିସି ଅନୁସାରେ ଚୀନର ରେଷ୍ଟୁରାଣ୍ଟକୁ ଯାଇଥିବା ସମୁଦାୟ ଲୋକଙ୍କ ଠାରୁ ଅଧିକ ଡିସ ଅର୍ଡର କରିପାରିବେ ନାହିଁ|ଯଦି ଆପଣ ୨ଜଣ ଲୋକ ଯାଇଛନ୍ତି, ତେବେ ୨ଟି ଡିସ୍ ଅର୍ଡର କରିପାରିବେ|ଏହାଫଳରେ ଖାଦ୍ୟର ବରବାଦୀ ରୋକାଯାଇ ପାରିବ|

ଚାଇନା ଏକାଡେମୀ ଅଫ ସର୍ଭେ ଅନୁସାରେ ଚୀନର କେବଳ ବେଜିଂ ଓ ସାଂଘାଇରେ ପ୍ରତିବର୍ଷ ଏତେ ଖାଦ୍ୟ ନଷ୍ଟ ହୁଏ, ଯାହା ୩-୫ କୋଟି ଲୋକଙ୍କୁ ଖୁଆଯାଇପାରିବ|ଏଥିରେ ସରକାର ଲୋକମାନଙ୍କ ଅଭ୍ୟାସକୁ ପରିବର୍ତ୍ତନ ପାଇଁ ଚାହୁଁଛନ୍ତି|

ଚୀନରେ ରାଷ୍ଟ୍ରୀୟ ହେଲ୍ଥ କମିଶନ କିଛି ଦିନ ପୂର୍ବେ ସର୍ଭେ କରି କହିଛନ୍ତି ଯେ ଏହି ଦେଶରେ ୫୦ଓଭରୱଟ୍ ଅଛନ୍ତି|୨୦୦୨ ରେ ଚୀନରେ ମୋଟାପା ଦର ୭.୧ ଥିଲାବେଳେ୨୦୨୦ରେ ବଢି ଏହା ୧୬.୪%ହୋଇଯାଇଛି|

<p>खाद्य संकट को देखते हुए चीनी राष्ट्रपति शी जिनपिंग ने ऑपरेशन एम्प्टी प्लेट शुरू किया है। इसके जरिये खाने की बर्बादी को रोका जाएगा। साथ ही लोगों को प्रेरित किया जाएगा कि जितना खाना उन्हें खाना है, उतना ही ऑर्डर करें।&nbsp;<br />
&nbsp;</p>

ଚୀନରେ ଏହି ମୋଟାପା ବୃଦ୍ଧିର କାରଣ ଘଟୁଥିବା ଆକ୍ଟିଭିଟି ଅଟେ|ସମୟ ସହ ଲୋକଙ୍କ ଶାରୀରିକ କ୍ରିୟାକଳାପ କମୁଥିବାରୁ ମୋଟାପା ବଢୁଛି|ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିୟମ ତିଆରି କରୁଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *