ପିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସୁଶାନ୍ତଙ୍କ ଭଉଣୀ ଶ୍ୱେତା କହିଲେ,ଅପରେସନ ସଫଳ ହେଲା,ଜଲଦି ଭଲ ହେଇଯିବ ପାଇଁ ଭଗବାନଙ୍କୁ କରନ୍ତୁ ପ୍ରାର୍ଥନା

କିଛି ଦିନ ହେବ ଦିବଂଗତ ସୁଶାନ୍ତ ସିଂହ ରାଜପୁତ ଙ୍କ ପିତା କେକେ ସିଂହ ଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଡାକ୍ତରଖାନାରେ ଭର୍ତି ହୋଇଥିଲେ। ଏବେ ସୁଶାନ୍ତ ସିଂହ ଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସୋସିଆଲ ମିଡ଼ିଆ ଉପରେ ପିତାଙ୍କ ସ୍ବାସ୍ଥ୍ୟ କୁ ନେଇ ଅପଡେଟ କରିଥିଲେ। ସେ ନିଜ ପୋଷ୍ଟ ରେ ଲେଖିଲେ, ” ମୁଁ ସେହି ଲୋକଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ବାପାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ଅପରେସନ ସଫଳ ରହିଲା ଏବଂ ସେ ଏବେ ପୂର୍ବ ଅପେକ୍ଷା ଉତ୍ତମ ଅନୁଭବ କରୁଛନ୍ତି।”

Google

 

ହାର୍ଟ ଆଟେକ ପାଇଁ ହୋଇଥିଲେ ହସ୍ପିଟାଲ ରେ ଭର୍ତ୍ତି –

କେକେ ସିଂହ ଙ୍କୁ ହାର୍ଟ ଆଟେକ ଆସିବା ଦ୍ବାରା ଫରିଦାବାଦ ର ଏସିଆନ ହସ୍ପିଟାଲ ରେ ଭର୍ତ୍ତି କରାଗଲା । ଫରିଦାବାଦ ର ପୋଲିସ କମିଶନର OP ସିଂହ ଏବଂ ସୁଶାନ୍ତ ସିଂହ ଙ୍କ ଭିଣେଇ ଅଟନ୍ତି। ସୁଶାନ୍ତ ଙ୍କ ମୃତ୍ୟୁ ପରେ ପିତା କେକେ ସିଂହ ଫରିଦାବାଦ ରେ ରହୁଛନ୍ତି। ରିପୋର୍ଟର ଙ୍କ ଅନୁସାରେ କେକେ ସିଂହ ଏବେ ମଧ୍ୟ ପୁଅ ର ମୃତ୍ୟୁ ର ସଦମା ରୁ ବାହାରି ପାରି ନାହାଁନ୍ତି।

୧୪ ଜୁନ କୁ ହୋଇଥିଲା ସୁଶାନ୍ତ ସିଂହ ଙ୍କ ମୃତ୍ୟୁ –

ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ କୁ ମୁମ୍ବାଇ ର ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟ ରେ ସନ୍ଦିଗ୍ଧ ପରିସ୍ଥିତି ରେ ମୃତ ଶବ ମିଳିଥିଲା। ଏହି ମାମଲାରେ ମୁମ୍ବାଇ ପୋଲିସ ର ଯାଞ୍ଚ ଦ୍ଵାରା ଅସନ୍ତୁଷ୍ଟ ସୁଶାନ୍ତ ଙ୍କ ପିତା ପାଟନା ରେ ଏଫଆଇଆର ଦାୟର କରିଥିଲେ। ଏହାପରେ ମୁମ୍ବାଇ ଏବଂ ପାଟନା ପୋଲିସ ତଥା ବିହାର ଏବଂ ମହାରାଷ୍ଟ୍ର ସରକାର ଙ୍କ ମଧ୍ୟରେ ବିବାଦ ଉତ୍ପନ୍ନ ହୋଇ ଯାଇଥିଲା। କହିବାକୁ ଗଲେ CBI , ED ( ପ୍ରବର୍ତ୍ତନ ନିଦେଶାଳୟ ) ଏବଂ NCB ( ନାରୋକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ) ମାମଲା ର ଅଲଗା ଅଲଗା ଏଂଗଲ ରୁ ଯାଞ୍ଚ ଚଳାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *