ସ୍ଵାମୀ ନିକଙ୍କ ସହିତ ଲସଆଞ୍ଜେଲସର ଏହି ୧୪୪ କୋଟି ଟଙ୍କାର ବଙ୍ଗଳାରେ ରୁହନ୍ତି ପ୍ରିୟଙ୍କା ଚୋପ୍ରା

ବଲିଉଡ ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏହି ସମୟରେ ସ୍ଵାମୀ ନିକ ଙ୍କ ସହିତ ଆମେରିକା ରେ ରହୁଛନ୍ତି। ଲକଡାଉନ ସମୟରୁ ଅଭିନେତ୍ରୀ ନିଜ ଘରେ ସ୍ଵାମୀଙ୍କ ସହିତ ସମୟ ଅତିବାହିତ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ବହୁତ ଫଟୋ ସେୟାର କରୁଛନ୍ତି। ସବୁ ଦିନ ସେ ନିଜର ଘରର ସୁନ୍ଦର ଘରର ଫଟୋ ସେୟାର କରୁଛନ୍ତି। ଚାଲନ୍ତୁ ଆମେ ଆପଣଙ୍କୁ କହିବୁ ଏହି ଦେଶୀ ଗାର୍ଲ ଙ୍କ ଭବ୍ୟ ଘର ବିଷୟରେ।

୨୦ ହଜାର ବର୍ଗ ଫିଟ ର ବନିଲା ବଙ୍ଗଳା –

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଯୋନାସ ଆମେରିକାର ଲସ ଏଞ୍ଜେଲିସ ରେ ରୁହନ୍ତି। ତାଙ୍କ ଘରର ଆଖପାଖ ରେ ଅନେକ ହଲିଉଡ ଷ୍ଟାର ରହନ୍ତି।

Google

ପ୍ରିୟଙ୍କା ଏବଂ ନିକ ଙ୍କ ବଙ୍ଗଳା ଅଧିକ ଭବ୍ୟ ଅଟେ। ୨୦ ହଜାର ବର୍ଗ ଫିଟ ରେ ବନିଛି ଏହି ଭବ୍ୟ ଘର ଏବଂ ଦାମ ହେଉଛି ୨୦ ମିଲିୟନ ଡଲାର ଅର୍ଥାତ ୧୪୪ କୋଟି ଟଙ୍କା। ଏହି ବଙ୍ଗଳା ଲସ ଏଞ୍ଜେଲିସ ଅସ୍ନିନୋ ନାମ ଜାଗାରେ ରହିଛି। ପ୍ରିୟଙ୍କା ଙ୍କ ଘରେ କହିବାକୁ ଗଲେ ପ୍ରିୟଙ୍କା ଙ୍କ ଘରେ ସାତଟି ବେଡ଼ ରୁମ ଏବଂ ୧୧ ଟି ବାଥରୁମ ରହିଛି। ଏହାସହିତ ଛତା ଉପରେ ସ୍ଵିମିଂ ପୁଲ ରହିଛି।

ଏଣ୍ଟରଟେନମେଣ୍ଟ ପାଇଁ ଘର ଭିତରେ ସିନେମା ଥିଏଟର, ବାର, ବାସ୍କେଟ ବଲ କୋର୍ଟ ଆଦି ରହିଛି। ଦୁଇଜଣ ମିଶି ଏହି ଘରକୁ ସଜାଇଛନ୍ତି। ଏଠାରେ ସେମାନେ ପାହାଡ଼ ର ଦୃଶ୍ୟ ମଧ୍ୟ ଦେଖି ପାରିବେ। ପ୍ରିୟଙ୍କା ସେହି ଫୋଟ ଚିତ୍ର ସୋସିଆଲ ମିଡିଆରେ ସେୟାର କରନ୍ତି।

ବିବାହ ପୂର୍ବରୁ ନିକ କିଣିଥିଲେ ଏହି ବଙ୍ଗଳା –

କହି ରଖୁଛୁ କି ନିକ ପ୍ରିୟଙ୍କା ଙ୍କ ସହିତ ବିବାହ ପୂର୍ବରୁ ଏହି ବଙ୍ଗଳା କିଣିଥିଲେ। ଯେତେବେଳେ ନିକ ଙ୍କୁ ଇଣ୍ଟରଭ୍ୟୁ ରେ ପଚରା ଯାଇଥିଲା ଯେ ଏହି ଲକଡାଉନ ରେ ତାଙ୍କର ପତ୍ନୀ ଙ୍କ ସହିତ ସମୟ କିପରି ରହିଲା ? ସେ କହିଲେ ମୋର ଏବଂ ପ୍ରିୟଙ୍କା ଙ୍କ ବିବାହ କୁ ଏବେ ୧.୫ ବର୍ଷ ହୋଇଛି।

ଆମେ ଦୁଇଜଣ ନିଜର କାର୍ଯ୍ୟ ଯୋଗୁଁ ପରସ୍ପର ସହିତ ଏତେ ସମୟ ଅତିବାହିତ କରି ପାରୁ ଥିଲେ। କିନ୍ତୁ ଏହି ସମୟରେ ଆମେ ପରସ୍ପର ସହିତ ଅଧିକରୁ ଅଧିକ ସମୟ ଅତିବାହିତ କରି ପାରୁଛୁ।

Google

ଆପଣଙ୍କୁ କହି ରଖୁଛୁ ନିକ ଏବଂ ପ୍ରିୟଙ୍କା ଙ୍କ ବିବାହ ୧ ଓ ୨ ଡିସେମ୍ବର ୨୦୨୮ ରେ ହୋଇଥିଲା। ଏହି ବିବାହ ଦେଶ ସହିତ ବିଦେଶ ରେ ମଧ୍ୟ ଏକ ଚର୍ଚ୍ଚାର ବିଷୟ ପାଲଟି ଥିଲା। ଏହି ଦମ୍ପତ୍ତି ଯୋଧପୁର ର ଉମେଦ ଭବନ ରେ ନିଜ ବିବାହ ପ୍ରୋଗ୍ରାମ ବନେଇ ଥିଲେ। ଉମେଦ ଭବନ ରେ ଏହି ଫଂକ୍ସନ ଚାରି ଦିନ ପର୍ଯ୍ୟନ୍ତ ଚାଲି ଥିଲା। ପ୍ରିୟଙ୍କା ଏବଂ ନିକ ଦୁଇଟି ବିବାହ କରିଥିଲେ , ତାହା ହେଉଛି ଖ୍ରୀଟିୟନ ଏବଂ ହିନ୍ଦୁ ଧର୍ମ ଅନୁଯାୟୀ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *