ସୁନୀଲ ଗାଭାସ୍କର୍ ଗର୍ଜିଲେ , କହିଲେ କୋହଲିଙ୍କୁ କଣ ପାଇଁ ମିଳିଲା ଛୁଟି, ଏହି ଭାରତୀୟ ବୋଲର ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିନାହାନ୍ତି ନିଜର ଜନ୍ମ ହୋଇଥିବା ପିଲାର ମୁହଁ,ଆଉ କୋହଲି

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏବଂ ଦିଗଜ ଓପନର୍ ସୁନୀଲ ଗାଭାସ୍କର ଟିମ୍ ଇଣ୍ଡିଆର ବିଭାଜନ ବିଷୟରେ କହିଛନ୍ତି। ଦଳର ବୋଲର ଆର ଅଶ୍ୱିନ ଏବଂ ଟି ନାଟାରାଜନଙ୍କ ଭଳି ଖେଳାଳିଙ୍କ ସହ ଯେମିତି ପକ୍ଷପାତ ହୁଏ କାରଣ ଅଲଗା ଅଲଗା ଖେଳାଳି ପାଇଁ ଦଳରେ ଅଲଗା ଅଲଗା ନିୟମ ପ୍ରସ୍ତୁତ କରିଛି।

ଏକ ଇଂରାଜୀ ୱେବସାଇଟ୍ କୋଲମରେ ଗାଭାସ୍କର ଲେଖିଛନ୍ତିଯେ, ଦୀର୍ଘ ସମୟ ଧରି ଅଶ୍ୱିନଙ୍କୁ ସଂଘର୍ଷ କରିବାକୁ ପଡୁ଼ଅଛି, ଏଥିପାଇଁ ନୁହେଁ କି ତାଙ୍କ ବୋଲିଂ ଦକ୍ଷତାରେ କୋୖଣସି ଅଭାବ ଅଛି କିନ୍ତୁ ଏଥିପାଇଁ କାରଣ ସେ ମିଟିଂରେ ନିଜର କଥାକୁ ଉପସ୍ଥିତ କରନ୍ତି। ଯେତେବେଳେକି ଅନେକ ଖେଳାଳି କେବଳ ନିଜର ମୁଣ୍ଡ ହଲାନ୍ତି ସେମାନେ ସେ କଥାରେ ଅରାଜି ଥିଲେ ମଧ୍ୟ।

Google

ଅନ୍ୟ କୌଣସି ଦେଶରେ ସେହି ବୋଲରଙ୍କ ସ୍ୱାଗତ ହୁଏ ଯିଏ ,୩୫୦ ଟେଷ୍ଟ ୱିକେଟ୍ ପାଇଥିବେ ଓ ଏବଂ ଏହି କଥାକୁ ଭୁଲନ୍ତୁ ନାହିଁ ଯେ, ସେ ଚାରୋଟି ଶତକ ମଧ୍ୟ କରିଛନ୍ତି। ଯଦି ପ୍ରଥମ ଟେଷ୍ଟରେ ଅଶ୍ୱିନ ଏତେ ୱିକେଟ୍ ନେଇ ନଥାନ୍ତେ, ତେବେ ତାଙ୍କୁ ଦ୍ୱିତୀୟ ମ୍ୟାଚ୍‌ରେ ସହଜରେ ବାହାର କରି ଦିଆଯାଇଥାନ୍ତା। ଏମିତି କୌଣସି ପ୍ରତିଷ୍ଠିତ ବ୍ଯାଟସମେନ ସହିତ କରାଯାଏ ନାହିଁ। ଯଦି ସେ ଫ୍ଲପ୍ ହୁଅନ୍ତି ତାପରେ ମଧ୍ୟ ସେମାନେ ବାରମ୍ବାର ସୁଯୋଗ ପାଇଥାନ୍ତି। କିନ୍ତୁ ଅଶ୍ଵିନୀଙ୍କ ପାଇଁ ଏହି ନିୟମ ସମ୍ପୂର୍ଣ୍ଣ ଭିନ୍ନ ଅଟେ।

ଆଉ ଜଣେ ଖେଳାଳୀ ଯିଏ ନିୟମକୁ ନେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବେ କିନ୍ତୁ ଏ ବିଷୟରେ କେହି ମଧ୍ୟ ପ୍ରଶ୍ନ କରିବେନାହିଁ। ଜଣେ ନୂଆ ଖେଳାଳୀ ଟି ନଟରାଜନ ବାମ ହାତୀ ୟର୍କର ବିଶେଷଜ୍ଞ ଯିଏକି ଟି-୨୦ରେ ଡେଵ୍ୟୁ କରିଥିଲେ। ଓ ବହୁତ ମାତ୍ରାରେ ପ୍ରଭାବିତ କରିଥିଲେ ଯେଉଁଥିପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପ୍ଲେୟାର ଅଫ ଦି ସିରିଜ ଆୱାର୍ଡ ଦେଇ ଦେଇଥିଲେ। ନାଟ ରାଜନଙ୍କୁ ଆଇପିଏଲର ପ୍ଲେ ଅଫ ମୁକାବିଲା ସମୟରେ ପ୍ରଥମ ଥର ବାପା ହୋଇଥିଲେ ଓ ତାଙ୍କୁ ସେଠାରୁ ସିଧାସଳଖ ଅଷ୍ଟ୍ରେଲିଆ ନେଇଯାଇଥିଲେ। ଏହାପରେ ତାଙ୍କର ପ୍ରଦର୍ଶନ ଦେଖି ତାଙ୍କୁ ରହିବାକୁ କୁହାଯାଇଥିଲା କିନ୍ତୁ ଟେଷ୍ଟ ଦଳରେ ସେ ସାମିଲ୍ ହୋଇପାରିନଥିଲେ। ବରଂ ଦଳ ପାଇଁ ନେଟରେ ପ୍ରାକଟିସ୍ କରୁଥିବା ବୋଲର ଭାବରେ ସାମିଲ୍ କରାଯାଇଛି। ଆପଣ ନିଜେ ଚିନ୍ତା କରନ୍ତୁ।

India vs Australia: There is a 'Divide' Within the Indian Team, Hints Sunil  Gavaskar

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *