ଭାରତର ଏମିତି ଏକ ସ୍ଥାନ ଅଛି , ଯେଉଁଠାରେ ବିନା ପେଟ୍ରୋଲ ଓ ଡିଜେଲରେ ଚାଲିଥାଏ ଗାଡି । ଜାଣନ୍ତୁ ସେହି ସ୍ଥାନର ରହସ୍ୟ

ଭାରତରେ ଏମିତି ଏକ ସ୍ଥାନ ମିଳିଛି ଯେଉଁଠାରେ ବିନା ପେଟ୍ରୋଲ ଓ ଡିଜେଲରେ ଗାଡି ମୋଟର ଚାଲୁଛି । ଏହା ଏକ ପାହାଡିଆ ସ୍ଥାନ ଅଟେ । ଏହି ସ୍ଥାନ ଲଦାଖର ଲେହ ଅଞ୍ଚଳର ବୋଲି ମାନାଯାଉଛି । ଏହାକୁ ରହସ୍ୟମୟୀ ସ୍ଥାନ ରୂପରେ ମାନାଯାଉଛି ।

କୁହାଯାଉଛି ଏହି ସ୍ଥାନରେ ଗାଡି ସବୁ ଅପଣାଛାଏଁ ଚାଲିଥାଏ ଯଦି ଏହି ସ୍ଥାନରେ ନିଜର ଗାଡି ରଖାଯାଏ ତାହେଲେ ମିଳିବା ଅସମ୍ଭବ । ଏହା କେମିତି ହେଉଛି ଏଯାବତ ଏହାର ପତା ଜଣାପଡିନାହିଁ ।

Google

ଏହି ପାହାଡ଼ ଉପରେ ଚୁମ୍ବକୀୟ ଶକ୍ତି ଅତିମାତ୍ରାରେ ରହିଛି :-

ବୈଜ୍ଞାନିକ ମାନଙ୍କ ଅନୁସାରେ ଏହି ପାହାଡ଼ରେ ଅତିମାତ୍ରାରେ ଚୁମ୍ବକୀୟ ଶକ୍ତି ରହିଛି ଯିଏକି ନିଜ ଆଡକୁ ଗାଡି ଗୁଡିକୁ ଆକର୍ଷଣ କରୁଛି । ଏହି ସ୍ଥାନକୁ ମ୍ୟାଗନେଟିକ ହିଲ ନାମରେ ମଧ୍ୟ ଜଣାଯାଏ । ଏହି ସ୍ଥାନରେ ଚୁମ୍ବକୀୟ ଶକ୍ତି ଏତେ ମାତ୍ରାରେ ରହିଛି କି ଆକାଶରେ ଉଡୁଥିବା ଜାହାଜ ମଧ୍ୟ ଟାଣି ହୋଇ ଚାଲିଆସେ । ରିପୋର୍ଟ ମୁତାବିକ, ଏହି ସ୍ଥାନରେ ଉପରେ ଉଡୁଥିବା ଜାହାଜ ଝଟକା ଅନୁଭୂତ କରିଥାନ୍ତି । ସେଥିପାଇଁ ସେମାନେ ଜାହାଜ ନେବା ସମୟରେ ଏହି ସ୍ଥାନରେ ନିଜର ଗତିକୁ ବଢ଼ାଇ ଦେଇଥାନ୍ତି ।

ଏଠାରେ ଗ୍ରାଭିଟେସ୍ନାଲ ଫୋର୍ସ ଲାଗିନଥାଏ :-

ରିପୋର୍ଟ ଅନୁସାରେ ଏହି ସ୍ଥାନକୁ ଆସିବା ମାତ୍ରକେ ଗ୍ରାଭିଟେସ୍ନାଲ ଫୋର୍ସ କାମ କରିବା ବନ୍ଦ କରିଦେଇଥାଏ । ଏହି ନିୟମାନୁସାରେ, ଯଦି ଆମେ କୌଣସି ଜିନିଷକୁ ପାହାଡ଼ରୁ ତଳକୁ ଧକା ଦିଆଯାଏ ସେ ତଳକୁ ଯାଇଥାଏ ଓ ଏଥିରେ ଏହି ନିୟମ ପାଳନ ହୋଇନଥାଏ । ଏହା କଣପାଇଁ ହେଉଛି ଏପର୍ଯ୍ୟନ୍ତ ଏହାର ରହସ୍ୟ ମିଳିପାରିନାହିଁ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

 

Leave a Reply

Your email address will not be published. Required fields are marked *