ସାମ୍ନାକୁ ଆସିଲା ଆଉ ଏକ ଅଭାବନୀୟ ଘଟଣା : ଜିନ୍ସ ନପିନ୍ଧିବାରୁ ସ୍ତ୍ରୀକୁ ଛାଡପତ୍ର ଦେଲା ସ୍ୱାମୀ , ତାପରେ ନିଜେ ନିଜ ଦେହରେ ନି-ଆଁ ଲଗାଇଲା,ଆଉ ତା ପରେ …ଜାଣନ୍ତୁ ପୁରା ଘଟଣା

ଉତ୍ତରପ୍ରଦେଶର ମେରଠରେ ଜିନ୍ସ ନ ପିନ୍ଧିବା ଏବ ନ ନାଚିବାରୁ ସ୍ବାମୀ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି। କେବଳ ଏତିକି ନୁହେଁ ମଙ୍ଗଳବାର ରାତିରେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ବାପାଘରେ ପହଞ୍ଚିଥିଲେ ଓ ସେଠାରେ ନିଜ ଉପରେ ତେଲ ଢାଳି ନିଆ ଲଗାଇ ଦେଇଥିଲେ। ସେହି ସମୟ ମଧ୍ୟରେ ପରିବାର ସଦସ୍ୟ ଯୁବକଙ୍କୁ ଉଦ୍ଧାର କରିଥିଲେ ଏବଂ ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ଯୁବକଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହି ମାମଲାରେ ଅଭି-ଯୁକ୍ତଙ୍କ ବିରୋଧରେ ସୂଚନା ଦିଆଯାଇଛି।

Google

ନ୍ୟୁ ଇସଲାମନଗରର ନିବାସୀ ଆମିରୁଦ୍ଦିନ ଝିଅ ମହଜବୀଙ୍କର ବିବାହ ଆଠ ବର୍ଷ ପୂର୍ବେ ହାପୁଡ଼ର ପିଲଖୁବା ନିବାସୀ ଅନସଙ୍କ ସହ କରିଥିଲେ। ଅନସ ଦିଲ୍ଲୀରେ କାମ କରନ୍ତି। ଗତ କିଛି ମାସରୁ ନିରନ୍ତର ମହଜବୀଙ୍କୁ ତାଙ୍କ ସ୍ୱାମୀ ହଇରାଣ କରୁଥିଲେ। ଏହି ଘଟଣାଟିକୁ ନେଇ ପ୍ରାୟ କିଛି ଦିନ ପୂର୍ବରୁ ଏକ ପଞ୍ଚାୟତ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମହିଳା ଜଣକ ଅଭିଯୋଗ କରିଛନ୍ତିଯେ, ସ୍ୱାମୀ ତାଙ୍କୁ ଜିନ୍ସ ପିନ୍ଧିବା, ନାଚିବା ଏବଂ ଗୀତ ଗାଇବାକୁ ଚାପ ପକାଉଥିଲେ। ଏହାକୁ ନେଇ ଏକ ବିବାଦ ହୋଇଥିଲା। ମହିଳା ଜଣକ ପଞ୍ଚାୟତରେ ନିଜର କଥା ରଖିଥିଲେ ମଧ୍ୟ ଚୁକ୍ତିନାମା ହୋଇପାରି ନାହିଁ। ଦୁଇ ଦିନ ପୂର୍ବେ ଅଭିଯୁକ୍ତ ଅନସ ନିଜ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ।

ଅମିରୁଦ୍ଦିନ କହିଛନ୍ତିଯେ, ମଙ୍ଗଳବାର ରାତିରେ ଅନସ ତାଙ୍କ ଘରେ ପହଞ୍ଚିଥିଲେ ଓ ନିଜ ଉପରେ ତେଲ ଢାଳି ନି-ଆଁ ଲଗାଇ ଦେଇଥିଲେ। ଏହା ପରେ ଅଭିଯୁକ୍ତ ଘର ଆଡକୁ ଦୌଡ଼ିଥିଲେ। ପରିବାର ସଦସ୍ୟ ପାଣି ଓ କପଡା ପକାଇ ଅନସର ନି-ଆଁକୁ ଲିଭାଇଥିଲେ। ଏହାପରେ ଅନସ କେବଳ ସାମାନ୍ୟ ପୋଡି ଯାଇଥିଲେ। ଯାହାପରେ ଅଭିଯୁକ୍ତଙ୍କୁ ମାଡ ମାରିବା ସହ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଷ୍ଟେସନକୁ ଅନସଙ୍କୁ ନେଇଯାଇଥିଲେ ଏବଂ ପୁରା ମାମଲା ବିଷୟରେ କହିଥିଲେ। ଅମିରୁଦ୍ଦିନଙ୍କ ପାଖରୁ ସମସ୍ତ ଅଭିଯୋଗ ଲଗାଇ ପୋଲିସ ନିକଟରେ ମାମଲା ରୁଜ୍ଜୁ କରାଯାଇଥିଲା। ଏହି ମାମଲାରେ ଇନ୍ସପେକ୍ଟର ପ୍ରଶାନ୍ତ କପିଲ କହିଛନ୍ତିଯେ, ଏହି ଘଟଣାରେ ତଦନ୍ତ ଚାଲିଛି। ସୂଚନା ଅନୁସାରେ ଏହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *