KBC ରେ ଜଣେ ବ୍ୟକ୍ତି ୧ କୋଟି ଟଙ୍କା ଜିତିଲେ, କେତେ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼େ ଓ ଆଉ ବଳକା କେତେ ଟଙ୍କା ସେ ଧରି ଘରକୁ ଯାଆନ୍ତି,ଜାଣନ୍ତୁ ପୁରା ସୂଚନା

କେ•ବି•ସି:’କୋନ୍ ବନେଗା କରୋଡପତି ସୋ’ ରେ ବଲିଉଡ୍ ବାଦଶାହା ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟସିଟ୍ ରେ ବସିକି ସମସ୍ତେ ଚାହାଁନ୍ତି କି ସେ ଅଧିକରୁ ଅଧିକ ପ୍ରଶ୍ନର ଉତ୍ତର ଦେଉ ଓ ବଡମାତ୍ରାରେ ଧନରାଶି ନେଇକି ଯାଉ|ଏହି ଅଦ୍ଭୁତ ଖେଳରେ ବହୁତ ଲୋକଙ୍କ ଭାଗ୍ୟ ଚମକିଛି ଓ ସମସ୍ତ ପ୍ରଶ୍ନର ସଠିକ୍ ଜବାଵ ଦେଇ କୋରଡ ଟଙ୍କାର ଧନରାଶି ମଧ୍ୟ ଜିତିଛନ୍ତି|କିନ୍ତୁ ଏତେ ଟଙ୍କା ଜିତିଲା ପରେ ମଧ୍ୟ ଏହାର ଏକ ବଡ ଭାଗ ବିଜେତାଙ୍କୁ ଟାକ୍ସ ଭାବେ ଦେବାକୁ ପଡିଥାଏ|

ଆସନ୍ତୁ ଆପଣଙ୍କୁ କହିବି ଜଣେ ବ୍ୟକ୍ତି ୧କୋଟି ଟଙ୍କା ଜିତିଲେ, କେତେ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼େ ଓ କେତେ ଟଙ୍କା ହାତରେ ଧରିକି ଯାଏ|

Google

ଟ୍ୟାକ୍ସ ଅନ୍ତର୍ଗତ ସେକ୍ସନ୍ ୧୯୪ ବି ଅନୁସାରେ ଯଦି କୌଣସି ପ୍ରତିଯୋଗୀ ୧କୋଟି ଟଙ୍କା ଧନରାଶି ଜିତନ୍ତି, ତେବେ ଏହାର ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ହେବ, ମାନେ ୩୦ଲକ୍ଷ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼ିବ|ଏହାସହ ୩୦ ଲକ୍ଷ ଟଙ୍କାର ୧୦ ପ୍ରତିଶତ ମାନେ ୩ଲକ୍ଷ ଟଙ୍କା ସରଚାର୍ଜ ଦେବାକୁ ହେବ|ଏହା ବ୍ୟତୀତ ୩୦ ଲକ୍ଷ ଟଙ୍କାର ୪ ପ୍ରତିଶତ ଶେସ୍ ମାନେ ୧.୨ ଲକ୍ଷ ଟଙ୍କା ଲାଗିବ|ସମସ୍ତ ଟ୍ୟାକ୍ସ ମିଶାଇ ୧କୋଟି ବିଜେତାଙ୍କୁ ୩୪.୨ଟଙ୍କାର ଟ୍ୟାକ୍ସ ଦେବାକୁ ହେବ|ଏତେ ସବୁ ଟ୍ୟାକ୍ସ ଦେବାପରେ ବିଜେତା ହାତକୁ ପାଖାପାଖି ୬୫ ଲକ୍ଷ ଟଙ୍କା ଆସିଵ|ଏହି ଟଙ୍କା ସେ ଘରକୁ ନେଇକରି ଯିବ|ଏହି ପରି ଆପଣ ଅନ୍ୟ ଧନରାଶିର ଗଣନା କରିପାରିବେ|

ଏହି ଗଣନା ପରେ ଏହା ସ୍ପଷ୍ଟ ଯେ ଜଣେ ୧ କରୋଡ ଟଙ୍କା ଜିତିଲା ପରେ ମଧ୍ୟ ସେ କରୋଡପତି ନହୋଇ ଲକ୍ଷପତି ହିଁ ରହିଯାଏ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *