ଏମାନେ ହେଉଛନ୍ତି ଭାରତର ସମୁଦ୍ରୀ ଯୋଦ୍ଧା, ଯିଏକି ଆଖି ପିଛୁଳାକେ ଶତ୍ରୁକୁ ମାରି ମାଟିରେ ମିଶାଇ ଦେବେ ,ଜାଣନ୍ତୁ ସମ୍ପୂର୍ଣ ସୂଚନା

ଭାରତରେ ତିନି ପ୍ରକାରର ସେନା ରହିଛନ୍ତି ଯଥା : ସ୍ଥଳ ସେନା, ବାୟୁସେନା ଓ ନୌସେନା । ନୌସେନା ସର୍ବଦା ନିଜର ଅତ୍ୟାଧୁନିକ ଜାହାଜ ଓ ପାଣ୍ଡୁବୀ ଦ୍ୱାରା ଶତ୍ରୁ ଉପରେ ନଜର ରଖିଥାଏ । ନୌସେନା ପାଖରେ ଏମିତି ଯୋଦ୍ଧା ରହିଛନ୍ତି ଯିଏକି ଶତ୍ରୁର ଭୁଲ ହରକତ ପାଇଁ ତାକୁ ମାଟିରେ ମିଶାଇଦେବେ । ଆସନ୍ତୁ ଜାଣିବା ଆମ ନୌସେନା ଓ ପାଣ୍ଡୁବୀ ସମ୍ପର୍କରେ କିଛି ତଥ୍ୟ ।

ଭାରତୀୟ ନୌସେନାର ଯୋଦ୍ଧା ଆରଏନଏସ ଆରିହାନ୍ତ :-

6,000 ଟନର ଏହି ଆରଏନଏସ ଆରିହାନ୍ତର ନିର୍ମାଣ ଉନ୍ନତ ପ୍ରଦ୍ୟୋଗିକ ପୋତ ATP ପରିଯୋଜନା ଅନ୍ତର୍ଗତ ବିଶାଖାପାଟଣାରେ 2.9 ଆରବ ଆମେରିକା ଡ଼ଲାରର ବଡ଼ ରାଶିରେ ନିର୍ମାଣ କରାଯାଇଥିଲା । ଆରଏନଏସ ଆରିହାନ୍ତ ଭାରତୀୟ ନୌସେନାର ପ୍ରଥମ ସ୍ବଦେଶୀ ପାଣ୍ଡୁବୀ ଅଟେ ।

Google

ଏହି ପାଣ୍ଡୁବୀର ଲମ୍ବ ହେଉଛି 110 ମିଟର ଓ ଚୌଡା 11 ମିଟର । ପଞ୍ଚଇନ୍ଦ୍ରୀୟ ବିଶିଷ୍ଟ ଆଡ଼ଭାନ୍ସ ସୋନାର ପ୍ରଣାଳୀ ସଜିତ ଏହି ପାଣ୍ଡୁବୀ ଜଳ, ସ୍ଥଳ ଓ ଆକାଶରେ ପରମାଣୁ ଆକ୍ରମଣ କରିବାର କ୍ଷମତା ରଖିଥାଏ । ଭାରତ ନୌସେନାରେ ଏହା ଥିବାରୁ ଭାରତର ଶକ୍ତି ରୂପରେ ଏହା ବିବେଚିତ ଅଟେ ।

ଆଇଏନଏସ ସିନ୍ଧୁ ଘୋଷ :-

ଏହି ପାଣ୍ଡୁବୀକୁ ଭାରତ ଓ ଋଷର ବୁଝାମଣାରେ ନିର୍ମାଣ କରାଯାଇଥିଲା । ଏହି ପାଣ୍ଡୁବୀ ଡିଜେଲ ଓ ବିଜୁଳିରେ ଚାଲୁଥାଏ । 3000 ଟନ ବିସ୍ଥାପନ ସହିତ ଏହା 18 ନାଟରୁ ଉର୍ଦ୍ଧ୍ବ ଅଟେ । ଏହି ପାଣ୍ଡୁବୀ ସମୁଦ୍ର ଭିତରେ ପ୍ରାୟ 300 ମିଟର ପର୍ଯ୍ୟନ୍ତ ଯାଇପାରେ । ଏହି ପାଣ୍ଡୁବୀ ଭିତରେ 53 ନାବିକ 45 ଦିନ ପର୍ଯ୍ୟନ୍ତ ରହିପାରିବେ ।

ଆଇଏନଏସ ଚକ୍ର-2 :-

ପାଣ୍ଡୁବୀ ମଧ୍ୟ ନିଜର ଖାଆସ କ୍ଷମତା ପାଇଁ ଜଣାଯାଇଥାଏ । ମାନାଯାଉଛି ଏହି ପାଣ୍ଡୁବୀ ଚୀନ ଓ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ସକ୍ଷମ ଅଟେ ।

ଏହି ପାଣ୍ଡୁବୀ ଭାରତର ସବୁଠାରୁ ଶକ୍ତିଶାଳୀ ପାଣ୍ଡୁବୀ ଅଟେ । ଆଇଏନଏସ ଚକ୍ର-2 ହିନ୍ଦ ମହାସାଗର ଓ ଆରବ ସାଗରରେ ଶତ୍ରୁ ଉପରେ ତୀକ୍ଷ୍ଣ ନଜର ରଖିଥାଏ । ଏହାକୁ ଭାରତ ନୌସେନାରେ 2014 ମସିହାରେ ନିର୍ମାଣ କରାଯାଇଥିଲା ।

ଆଇଏନଏସ ଖାନ୍ଦରୀ :-

ଏହି ପାଣ୍ଡୁବୀ ଭାରତୀୟ ନୋସେନାରେ 2017 ରେ ଭର୍ତି କରାଯାଇଥିଲା ଓ ଏହା ସବୁଠାରୁ ଆଧୁନିକ ମଧ୍ୟ ଅଟେ । ଏହାକୁ ପ୍ରତି ଋତୁ ଓ ପାଣିପାଗରେ ବ୍ୟବହୃତ କରାଯାଇପାରିବ। ଏହା ସହିତ ଏହା ଗୁପ୍ତ ସୂଚନା ମଧ୍ୟ ଆମକୁ ଦେଇଥାଏ ।

Google

ଆଇଏନଏସ କଲବରି :-

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଏହାକୁ ଭାରତୀୟ ନୌସେନାରେ ଭର୍ତି କରାଇଛନ୍ତି । ଏହା ଗାଇଡେଡ଼ ହତିଆର ସହିତ ମହଜୁଦ ରହିଛି । ଏହାର ଓଜନ 1870 ଟନ ଅଟେ । ଏହା ଶତ୍ରୁକୁ ଚକମା ଦେବାରେ ଏକ୍ସପର୍ଟ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *