ଭାରତର ପରାଜୟ ପରେ ପୁଣି ବିଚଳିତ ହେଲେ କ୍ରିକେଟ ପ୍ରଶଂସକ । ଗର୍ଭବତୀ ଅନୁଷ୍କାଙ୍କ ଉପରେ ଦେଖାଇଲେ ରାଗ

ଏହିକଥା ତ ସତ ଯେ, ଭାରତରେ କ୍ରିକେଟର ବହୁତ ପ୍ରଶଂସକ ରହିଛନ୍ତି । ଯେଉଁଠାରେ ଭାରତର ବିଜୟ ପରେ ପ୍ରଶଂସା ହୋଇଥାଏ । ଭାରତର ପରାଜୟରେ ପ୍ରଶଂସକମାନେ ବିଚଳିତ ହୋଇଯାଆନ୍ତି । ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଟେଷ୍ଟରେ ବହୁତ ଲଜ୍ବିତ ଭାବରେ ପରାଜୟର ସାମ୍ନା କରିଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ 8 ଉଇକେଟରେ ହରାଇ ଦେଇଛି । ଭାରତର ଏହି ଲଜ୍ବିତ ପରାଜୟ ପରେ ଭାରତୀୟ ପ୍ରଶଂସକ ପୁଣିଥରେ କ୍ରୋଧିତ ହୋଇ ଖେଳାଳି ମାନଙ୍କୁ ଗାଳି କରିବା ବଦଳରେ ସେମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ଆକ୍ଷେପ କରିଛନ୍ତି। ପରାଜୟ ପରେ ଲୋକମାନେ ତୁରନ୍ତ ସୋସିଆଲ ମିଡିଆରେ ଅନୁଷ୍କା ଶର୍ମାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।

Google

ଅଷ୍ଟ୍ରେଲିଆର ଆଡ଼ିଲେଡ଼ର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜରେ ଭାରତକୁ ଲଜ୍ୟାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା । ଅଷ୍ଟ୍ରେଲିଆ ଭାରତକୁ ପ୍ରଥମ ଟେଷ୍ଟରେ 8 ଉଇକେଟରେ ମାତ୍ ଦେଇଥିଲା ।

Google

ପ୍ରଥମ ଟେଷ୍ଟ ମ୍ୟାଚରେ ଅବସ୍ଥା ଏହିପରି ହୋଇଗଲା କି, ତୃତୀୟ ଦିନରେ ଭାରତ 8 ଉଇକେଟ ହରାଇ ମାତ୍ର 36 ରନ କରିପାରିଥିଲା । ଭାରତର କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ରନ ଛୁଇଁପାରିନଥିଲେ । ଏହି ପରାଜୟକୁ ଭାରତୀୟ କ୍ରିକେଟ ପ୍ରଶଂସକ ସହିପାରୁନାହାନ୍ତି ।

Google

ଯେମିତି ଭାରତ ହାରିଗଲା ସୋସିଆଲ ମିଡିଆରେ କୋହଲିଙ୍କ ପତ୍ନୀ ଅନୁଷ୍କାଙ୍କ ବିରୋଧରେ ମିମ୍ସ ଆସିଥିଲା । କେହି ଫନି ମିମ୍ସ ଛାଡିଥିବାବେଳେ କେହି ଜୋକ୍ସ କରିଥିଲେ । ଦେଖୁଦେଖୁ ସୋସିଆଲରେ ମିମ୍ସର ବଢି ସୃଷ୍ଟି ହୋଇଯାଇଥିଲା ।

Google

ସୋସିଆଲ ମିଡିଆରେ ଏଡାମ ଲିଆବ କହିଥିଲେ, ଭାରତ ପରାଜୟର ଏକମାତ୍ର ଏକ୍ସପ୍ଲାମେସନ ଅଟେ କି, ଅନୁଷ୍କାଙ୍କୁ ଲେବର ଯନ୍ତ୍ରଣା ହୋଇଥିଲା ଓ ଭାରତକୁ ଜଲଦି ଭାରତ ଯିବାକୁ ଥିଲା ।

Google

ସେହିପରି କିଛି ଲୋକ କମେଣ୍ଟ କରିଥିଲେ କି, କୋହଲିଙ୍କୁ ନିଜ ପତ୍ନୀଙ୍କ ପାଖକୁ ଯିବାପାଇଁ ଏତେ ଜଲଦି ଯେ, ସେ ମାତ୍ର ତିନି ମଧ୍ୟରେ ପ୍ରଥମ ଟେଷ୍ଟ ସମାପ୍ତ କରିଦେଲେ । ଜଲଦି ହାରିଯାଇ ସେ ଟିମକୁ ମ୍ୟାଚରୁ କାଢ଼ିଦେଇଥିଲେ ।

Google

ଆପଣଙ୍କୁ ଜଣାଇଦେଉଛୁ କି, ଅଷ୍ଟ୍ରେଲିଆ ଗସ୍ତରେ ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ ମ୍ୟାଚ ପରେ ଭାରତକୁ ଫେରିବାର ଥିଲା । ଏହିଭଳି ପରିସ୍ଥିତିରେ କୋହଲିଙ୍କୁ ନେଇ ସମସ୍ତେ ଟ୍ରୋଲ କରୁଛନ୍ତି ।

Google

ଇତିହାସରେ ଏହା ଭାରତର ଟେଷ୍ଟରେ ସବୁଠାରୁ ନ୍ୟୁନତମ ସ୍କୋର ଥିଲା । ମହମ୍ମଦ ଶାମି ଆଘାତ ପାଇବାପରେ ଭାରତ ମାତ୍ର 36 ରନ କରିଥିଲା ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *