କରୋନା ଟୀକା ନେବାର କିଛି ସମୟ ପରେ ବେହୋସ ହୋଇଗଲେ ନର୍ସ , ଭିଡିଓ ହେଲା ଭାଇରାଲ,ଦେଖନ୍ତୁ ଭିଡ଼ିଓ

ଆମେରିକାର ଏକ ହସ୍ପିଟାଲର ଜଣେ ନର୍ସ ମ୍ୟାନେଜର କରୋନା ଟୀକା ନେବାପରେ କିଛି ମିନିଟ ପରେ ପ୍ରେସ କଂଫରେନ୍ସ ସମୟରେ ବେହୋସ ହୋଇଯାଇଛନ୍ତି। ଫାଇଜର ବାୟୋଏନଟେକ କୋଭିଡ ୧୯ ଟୀକା ନେବା ପରେ ଟିଫେନୀ ଡୋବର ନାମକ ଏହି ନର୍ସ ମ୍ୟାନେଜର ଲାଇଭ କ୍ୟାମେରା ସାମ୍ନାରେ ନିଜର ସନ୍ତୁଳନ ହରାଇ ବେହୋସ ହୋଇଗଲେ। ଯାହାପରେ ସେଠାରେ ଥିବା ଡାକ୍ତରମାନେ ତାଙ୍କୁ ସମ୍ଭାଳିନେଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଟ୍ରେଣ୍ଡ କରୁଅଛି।

Google

ଟିଫେନୀ ଆମେରିକାର ସହର ଟେନେସୀ ସ୍ଥିତ ସୀଏଚଆଇ ମେମୋରିୟାଲ ହସ୍ପିଟାଲର ପ୍ରେସ ବ୍ରିଫିଙ୍ଗ ହେଉଥିଲା। ସେ ଟୀକା ନେଇଥିଲେ ଏବଂ କିଛି ସମୟ ପରେ ସେ ଗଣମାଧ୍ୟମକୁ ସମ୍ବୋଧିତ କରିବା ଆରମ୍ଭ କରିଥିଲେ। ଯେତେବେଳେ ସେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ, ସେତେବେଳେ ତାଙ୍କ ମୁଣ୍ଡ ବୁଲାଇ ଥିଲା । ସେ ଏହି ଭିଡିଓରେ କହିଛନ୍ତିଯେ ଏହି ଟୀକା ପାଇଁ ଆମର ସମସ୍ତ କର୍ମଚାରୀ ବହୁତ ଉତ୍ସାହିତ ଅଛନ୍ତି। ଆମର ଏକ କୋଭିଡ୍ ୟୁନିଟ୍ ଅଛି , ତେଣୁ ମୋ ଦଳ ପ୍ରଥମେ ଏହି ଟୀକା ବ୍ୟବହାର କରିବାର ସୁଯୋଗ ପାଇଲା।

Google

ଏହାପରେ ଏହି ଭିଡିଓରେ ଅସହଜ ଦେଖାଗଲେ ଓ କହିଲେକି କ୍ଷମା କରିବେ ମୋ ମୁଣ୍ଡ ବୁଲାଉଛି। କେବଳ ଏତିକି କହି ଟେଫନୀ ନିଜର ସନ୍ତୁଳନ ହରାଇଲେ। ଏହି ମାମଲାରେ ଡାକ୍ତରଙ୍କ କହିବା କଥାକି ଏହି ମାମଲା କରୋନା ଟୀକା ସହିତ ଜଡିତ ନୁହେଁ। ସେ ଯେତେବେଳେ ବହୁତ କଷ୍ଟ ଅନୁଭବ କରନ୍ତି ସେତେବେଳେ ସେ ବେହୋସ ହୋଇଯାନ୍ତି ।

ବ୍ଲୁୟୁଟିଭିସି-୯ ସହିତ ଏକ କଥାବାର୍ତ୍ତାରେ ଏହି ନର୍ସ ମ୍ୟାନେଜର କହିଛନ୍ତିଯେ ହଠାତ ମୁଁ ଅନୁଭବ କଲିଯେ ମୋର ଅବସ୍ଥା ଖରାପ ହେବା ପରେ ମୁଁ ପୁଣି ଥରେ ସ୍ଥିତିରେ ଅଛି, ଓ ମୁଁ ବର୍ତ୍ତମାନ ଭଲ ଅନୁଭବ କରୁଛି ଏବଂ ମୋର ହାତ ଯନ୍ତ୍ରଣା ମଧ୍ୟ ଦୂର ହୋଇଯାଇଛି। ଖବର ଅନୁଯାୟୀ, କରୋନା ଟୀକା ଗ୍ରହଣ କରିବାର ୧୭ମିନିଟ ପରେ ଟେଫାନି ହତାଶ ହୋଇ ଯାଇଥିଲେ।

ଏହି ମାମଲାରେ ସେଣ୍ଟର ଫର ଡିସିଜି କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନଙ୍କ କହିବା କଥାକି ଅନେକ ପ୍ରକାର ଟୀକା ଯୋଗୁଁ ସେ ବେହୋସ ଭଳି ସମସ୍ୟା ଦେଖାଯାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *