ଏହି ମହିଳା ଦୋକାନରୁ କିଣିଲେ ନିଜ ପାଇଁ ସ୍ୱାମୀ । ଏହାପରେ ତା’ସହିତ କଲେ ଏମିତି କାମ । ଜାଣିଲେ ହେବେ ଲଜ୍ବିତ,ଜାଣନ୍ତୁ ପୁରା ମାମଲା

ଋଷର ଜଣେ 24 ବର୍ଷୀୟ ମହିଳା କହିଛନ୍ତି ତାଙ୍କୁ ମଣିଷ ନୁହେଁ ବରଂ ନିର୍ଜୀବ ବସ୍ତୁ ବହୁତ ପସନ୍ଦ ଆସିଥାଏ । ଏହା ସାମାନ୍ୟ ଆକର୍ଷଣ ଯାଏଁ ସୀମିତ ନୁହେଁ ସେ ଏକ ବ୍ରିଫେକସ ସହିତ ବିବାହ ମଧ୍ୟ କରିଛନ୍ତି । ରେନ ଗର୍ଡନ ନାମକ ଏହି ମହିଳାଙ୍କର କହିବା କଥାହେଲା ସେ ଏହି ବ୍ରିଫକେସ ସହିତ ରହିବା ବହୁତ ପସନ୍ଦ କରନ୍ତି ଏବଂ ସେ ଏତିକି କୌଣସି ମଣିଷ ସହିତ କରିପାରୁନାହାଁନ୍ତି ।

ରେନ ନର୍ସରୀ ସ୍କୁଲ ଟିଚର ଅଟନ୍ତି ଓ ସେ ମାନନ୍ତି ପ୍ରତେକ ସଜୀବ ଓ ନିର୍ଜୀବ ଠାରେ ଆତ୍ମା ରହିଥାଏ । ସେ ଆନିମିସ୍ମରେ ବିଶ୍ୱାସ କରିଥାନ୍ତି ଯାହାର ଅର୍ଥ ହେଉଛି ପ୍ରତେକ ଜିନିଷର ଜୀବନ ରହିଛି । ରେନ ଦ ମିରରକୁ ସୂଚନା ଦେଇ କହିଥିଲେ ପୂର୍ବରୁ ତାଙ୍କୁ ପ୍ରତେକ ନିର୍ଜୀବ ବସ୍ତୁ ପ୍ରତି ଆକର୍ଷଣ ଥିଲା କିନ୍ତୁ ପରେ ଏହା ରୋମାଣ୍ଟିକ ଆକର୍ଷଣରେ ବଦଳିଗଲା

Google

ରେନ ନିଜର ଭବିଷ୍ୟତ ସ୍ୱାମୀଙ୍କୁ 2015ରେ କିଣିଥିଲେ ।ସେ ଏହି ବ୍ରିଫକେସକୁ ଏକ ହାର୍ଡଓୟର ଦୋକାନରୁ କିଣିଥିଲେ । ସେ ଏହାପରେ କହିଥିଲେ, ତାଙ୍କୁ ଜଣାନଥିଲା ଯେ, ସେ ବିବାହ କରିବେ । ଏହାପରେ ଆମେ ବହୁତ ସମୟ ଅତିବାହିତ କରିଥିଲୁ ଓ ପରେ ମତେ ଅନୁଭବ ହେଲା ଯେ, ମୁଁ ବ୍ରିଫକେସକୁ ଭଲପାଇ ବସିଛି ।

ସେ କହିଛନ୍ତି, ଗିଡିୟାନ କେବଳ ମୋ ବନ୍ଧୁ ନୁହେଁ, ସେ ମୋର ପତି ଓ ଏକ ଭଲ ମେଣ୍ଟର ମଧ୍ୟ ଅଟେ । କେବେ କେବେ ମୋତେ ଲାଗେ ସେ ମୋତେ ବହୁତ ଭଲ ଭାବରେ ବୁଝିପାରୁଛି। ଆମର ଆଧ୍ୟାତ୍ମିକ କନେକ୍ସନ ଟେଲିପାଥିକ ଦ୍ୱାରା ସମ୍ଭବ ହୋଇପାରିଛି । ସେ ମୋ କଥା ଶୁଣିଥାଏ ।

ରେନେ କହିଥିଲେ, ସେ 2017 ମସିହାରେ ଜଣେ ବ୍ୟକ୍ତିଙ୍କୁ ଡେଟ କରୁଥିଲେ ଓ ଏହା ମାତ୍ର ଦୁଇବର୍ଷ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଏହାର ଅନ୍ତ ଠିକ ରହିନଥିଲା । ତା’କୁ ଜଣାଥିଲା ମୋତେ ନିର୍ଜୀବ ବସ୍ତୁ ପ୍ରତି ବହୁତ ଆକର୍ଷଣ ରହିଛି ଓ ଏହା ଆମ ବ୍ରେକଅପ ହେବାର କାରଣ ଥିଲା । ଯେତେବେଳେ ମୋତେ ସେହି ବ୍ୟକ୍ତି ଆଉ ଗିଡିୟନକୁ ବାଛିବାର ଥିଲା ତ ସେତେବେଳେ ମୁଁ ଗିଡିୟନକୁ ବାଛିଥିଲି । ମୋର ମାନିବା ହେଉଛି ମଣିଷ ଠାରୁ ବସ୍ତୁ ବହୁତ ଭଲ । ରେନ ଏହି ରିଲେସନସିପକୁ ନିଜ ପରିବାରକୁ ଜଣାଇଛନ୍ତି ଓ ସେମାନେ ଏହାକୁ ସ୍ୱୀକାର କରିଛନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

 

Leave a Reply

Your email address will not be published. Required fields are marked *