ଏଠାରେ ୫ ରୁ ୧୦ ହଜାର ମଧ୍ୟରେ ମିଳୁଅଛି ପୁରୁଣା ବାଇକ, ଉଠାନ୍ତୁ ଲାଭ

ପୁରୁଣା ବାଇକ କିଣିବାର ଅନେକ ଲାଭ ଅଛି। ଯଦି ଆପଣଙ୍କ ବଜେଟ କମ ହୋଇଥିବ ଓ ନୂଆ ବାଇକ କିଣିବାରେ ଅସମର୍ଥ ଥିବେ ତେବେ ଆପଣ ନିଶ୍ଚୟ ଭାବରେ ପୁରୁଣା ବାଇକ କିଣି ନିଜର ଆବଶ୍ୟକତା ପୂରଣ କରିପାରିବେ। ଯଦି ଆପଣ ଜଣେ ନୂତନ ଚାଳକ ହୋଇଥିବେ ଅର୍ଥାତ୍ ନୂଆ ନୂଆ ବାଇକ ଚଳାଉଥିବେ ତେବେ ପୁରୁଣା ବାଇକ କିଣିବାରେ ଲାଭ ଅଛି।

ପୁରୁଣା ବାଇକ କିଣିବା ପୂର୍ବରୁ ଲୋକଙ୍କ ମନରେ ପ୍ରଥମେ ପ୍ରଶ୍ନ ଆସେ କେଉଁ ବାଇକ କିଣିବା ଓ କେଉଁଠୁ କିଣିବା? ବାସ୍ତବରେ ପୁରୁଣା ବାଇକ କିଣିବା ପାଇଁ ବଜାରରେ ଅନେକ ବିକଳ୍ପ ଅଛି। ମସଲମ ଡିଲର, ଇଣ୍ଡିଭିଜୁଆଲ ଓ କମର୍ଶିୟାଲ୍ ସପିଂ ୱେବସାଇଟ ଇତ୍ୟାଦି।

Google

ଏତେମାତ୍ରାର ବିକଳ୍ପ ଥିବା ଯୋଗୁଁ ଗ୍ରାହକ ନିଷ୍ପତ୍ତି ନେବାରେ ଅସମର୍ଥ ହୁଅନ୍ତି। ଆପଣ କମର୍ଶିୟାଲ୍ ସପିଂ ସାଇଟ ଡ୍ରୁମ ଜରିଆରେ କମ ମୂଲ୍ୟରେ ବାଇକ କିଣିପାରିବେ। ଆପଣ ଅନଲାଇନ ଜରିଆରେ ପସନ୍ଦ କରୁଥିବା ବାଇକକୁ ଖୋଜିପାରିବେ। ଏହା ସହିତ ବିକ୍ରେତାଙ୍କ ସହିତ ସିଧାସଳଖ ସମ୍ପର୍କ କରିପାରିବେ। ଏଠାରେ ଆପଣଙ୍କୁ ୫ ରୁ ୧୦ ହଜାର ଟଙ୍କା ମଧ୍ୟରେ ପୁରୁଣା ବାଇକ ମିଳିଯିବ।

ଟିଭିଏସ ଆପାଚି ୧୫୦ ସିସି:-

ୱେବସାଇଟରେ ଦିଆଯାଇଥିବା ତଥ୍ୟ ମୁତାବିକ ଏହି ବାଇକର ୨୦୦୯ ମଡେଲ ବିକ୍ରି ପାଇଁ ଉପଲବ୍ଧ ଅଛି। ବାଇକର ପ୍ରଥମ ମାଲିକ ଏହି ବାଇକକୁ ୧୦,୨୦୦ ଟଙ୍କାରେ ବିକ୍ରି କରିବେ। ଏହି ବାଇକ ୭୧,୪୭୪ କିଲୋମିଟର ଚାଲିଛି। ବାଇକ ୪୫ କିଲୋମିଟର ପ୍ରତି ଲିଟର ମାଇଲେଜ ଦେଉଛି। ଏହି ଗାଡିର ଚକର ସାଇଜ଼ ୧୭ ଇଞ୍ଚ ଅଟେ। ଏହି ଗାଡ଼ି ୧୪୭.୫ ସିସି ବିଶିଷ୍ଟ ଇଞ୍ଜିନ ଅଟେ।

ଟିଭିଏସ ଷ୍ଟାର ସିଟି ୧୧୦ ସିସି:-

ଏହି ବାଇକ ୨୦୦୬ ମସିହାର ମଡେଲ ଅଟେ। ବାଇକର ପ୍ରଥମ ମାଲିକ ଦ୍ଵାରା ଏହି ବାଇକକୁ ୯୦୦୦ ହଜାର ଟଙ୍କାର ବିକ୍ରି କରାଯାଉଛି। ଏହି ବାଇକ ୭୨,୩୦୨ କିଲୋମିଟର ଚାଲିଛି। ବାଇକ ୮୫ କିଲୋମିଟର ପ୍ରତି ଲିଟରର ମାଇଲେଜ ଦେଇଥାଏ। ଏହାର ଚକର ସାଇଜ଼ ୧୭ ଇଞ୍ଚ ଅଟେ। ଏହି ବାଇକରେ ୧୧୦ ସିସିର ଇଞ୍ଜିନ ଲାଗିଛି।

Google

ଟିଭିଏସ ଭିକ୍ଟୋର ୧୧୦ ସିସି:-

ଏହି ବାଇକ ୨୦୦୪ ମସିହାର ମଡେଲ ଅଟେ। ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ବାଇକକୁ ୫୦୦୦ ହଜାର ଟଙ୍କାର ବିକ୍ରି କରାଯାଉଛି। ବାଇକ ୭୪ କିଲୋମିଟର ପ୍ରତି ଲିଟରର ମାଇଲେଜ ଦେଇଥାଏ। ଏହି ବାଇକରେ ୧୦୯.୪ ସିସିର ଇଞ୍ଜିନ ଲାଗିଛି। ଏହି ବାଇକକୁ ଏହାର ପ୍ରଥମ ମାଲିକ ଦ୍ଵାରା ବିକ୍ରି କରାଯାଉଛି। ଏହାର ଚକର ସାଇଜ଼ ୧୭ ଇଞ୍ଚ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *